Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୌସୁମୀ ପାଇଁ ବାଟ ଫିଟିଲା, ଆଉ ଦିନେ ଭିତରେ ଫେରିଯିବ

ଭୁବନେଶ୍ବର: ପାଗ ଅନୁକୂଳ । ଓଡିଶାରୁ ଫେରିଯିବ ମୌସୁମୀ । ଆଉ ଦିନେ କିମ୍ବା ଦୁଇ ଦିନ ଭିତରେ ଓଡିଶାରୁ ଅପସରି ଯିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବ । ଏନେଇ ପାଗ ଅନୁକୂଳ ଥିବା ସୂଚନା ଦେଇଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ । ଓଡିଶା ସମେତ ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ,…

‘ଅପରେସନ ତ୍ରିଭୁଜ’: କମିଶନରେଟ ପୋଲିସର ନିଆରା ପ୍ରୟାସ

ଭୁବନେଶ୍ବର: ମଣ୍ଡପେ ପୂଜା ପାଉଛନ୍ତି ମା’ ଦଶଭୂଜା । ଏଥିପାଇଁ ଚଳଚଞ୍ଚଳ ଭୁବନେଶ୍ବର ସହର । ମା’ଙ୍କ ଦର୍ଶନ କରିବା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ମୁଖ୍ୟତଃ ସନ୍ଧ୍ୟା ପରଠାରୁ ଜାମ୍ ହେଉଛି ଟ୍ରାଫିକ୍ । ଯାହାକୁ ଦୃଷ୍ଟିରେ ରଖି ପୂରା ସଜାଗ ରହିଛି…

ପୂଜା ମଣ୍ଡପ ବୁଲି ଦେଖିୁଛନ୍ତି ମୁଖ୍ୟମନ୍ତ୍ରୀ

କଟକ: ବିଭିନ୍ନ ପୂଜା ମଣ୍ଡପ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ମହାମାୟୀଙ୍କର ମହାନବମୀ ଅବସରରେ ରୌପ୍ୟନଗରୀ କଟକରେ ବିଭିନ୍ନ ପୂଜା ମଣ୍ଡପ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ । ସୁନା ଚାନ୍ଦିରେ ସୁସଜ୍ଜିତ ମା’ଙ୍କ ମୃଣ୍ମୟୀ ପ୍ରତିମାଙ୍କୁ ଦର୍ଶନ କରି ଆଶିଷ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ…

ଶରୀରରୁ ଅଲଗା ହୋଇଯାଇଥିଲା ହାତ: ଯୋଡିଦେଲେ ଡାକ୍ତର

କଟକ: ପୁଣି ଡାକ୍ତରୀ ଚିକିତ୍ସାରେ ଆଉ ଏକ ବଡ ସଫଳତା ହାସଲ କରିଛି ସିଲଭର ସିଟି କଟକ । ଶରୀରରୁ ଅଲଗା ହୋଇଯାଇଥିବା ହାତ ପାପୁଲିକୁ ପୁଣି ସଫଳାତାର ସହ ଯୋଡିଛନ୍ତି ଡାକ୍ତରମାନେ । ଦୀର୍ଘ ୭ ଘଣ୍ଟାର ଅସ୍ତ୍ରୋପଚାର ପରେ ଏବେ ସଫଳତାର ସହ କଟା ହାତକୁ ଯୋଡିଛନ୍ତି କଟକର ଏକ ଘରୋଇ…

ପୂଜାରେ ଆକର୍ଷିତ କରୁଛି ଦ୍ବୈତ ନଗରୀ: ୭ କୋଟିରେ ପହଞ୍ଚିଲା ବଜେଟ୍

ଭୁବନେଶ୍ବର: ଭଳିକି ଭଳିକି ତୋରଣ, ସୁନା ରୂପାରେ ଆଚ୍ଛାଦିତ ମେଢ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକୀକରଣ ଏବେ ଦ୍ବୈତ ନଗରୀକୁ ଆହୁରି ଆକର୍ଷିତ କରିଛି । ମା’ଙ୍କ ଆଗମନରେ ସତେ ଯେପରି ନାଚି ଉଠୁଛି ଧରା । ଯେଉଁ ଆଡକୁ ଚାହିଁଲେ ଆଖି ଝଲସିଯିବ । ତେବେ ପ୍ରତିବର୍ଷ ବିଭିନ୍ନ ପୂଜା ମଣ୍ଡପ କମିଟି…

ଆଜିଠୁ ୩ ଦିନ ପାଇଁ କେନ୍ଦୁଝର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅକ୍ଟୋବର ୧୨ ଅର୍ଥାତ୍ ଆଜି ଠାରୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗସ୍ତ ସମୟରେ ବିଭିନ୍ନ ପୂଜାମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି । ତେବେ କେନ୍ଦୁଝରର ବିଭିନ୍ନ ପୂଜା କମିଟି ପକ୍ଷରୁ ନବମୀ, ଦଶମୀରେ ଦୁର୍ଗାପୂଜା ମଣ୍ଡପ ବୁଲିବା ପାଇଁ…

ମଣ୍ଡପରୁ ଲୁଟି ନେଲେ ସୁନା ଅଳଙ୍କାର

ଯାଜପୁର: ମଣ୍ଡପରୁ ଲୁଟିନେଲେ । ମଣ୍ଡପରେ ମା’ ଦୁର୍ଗାଙ୍କର ସୁନା ଓ ରୂପା ସଜ୍ଜିତ ପ୍ରତିମୂର୍ତ୍ତି ଝଲସୁଥିବା ବେଳେ ଏବେ ଯାଜପୁରରୁ ଆସିଛି ମଣ୍ଡପରୁ ଲୁଟେରା ଆତଙ୍କ। ପୂଜା ମଣ୍ଡପରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଯାଜପୁର କୋରେଇ ଥାନା…

ବିରାଜିତ ମା’ ଦଶଭୁଜା: ମଣ୍ଡପେ ମହାନବମୀ ବେଳେ ଶକ୍ତିପୀଠରେ ଆଜି ଘଟ ବିସର୍ଜନ

ଭୁବନେଶ୍ୱର: ମଣ୍ଡପରେ ଆବିର୍ଭୂତ ଜଗତ ଜନନୀ ମାଆ ଦୁର୍ଗା।ଆଜି ମହାମାୟାଙ୍କ ମହାନବମୀ ପୂଜା । ମଣ୍ଡପରେ ମା’ଙ୍କର ମହାନବମୀ ପୂଜା ଚାଲିଥିବା ବେଳେ ବିଭିନ୍ନ ଶକ୍ତିପୀଠରେ ଚାଲିଛି ମାଆଙ୍କର ମହାଦଶମୀ ପୂଜା । ଭକ୍ତିମୟ ପରିବେଶ ସାଙ୍ଗକୁ ଚଣ୍ଡିପାଠରେ କମ୍ପୁଛି ପୁରା ପରିବେଶ । ଷୋଡ଼ଶ ଉପଚାରରେ…

ପୂଜା ପେଣ୍ଡାଲ ପଲିଟିକ୍ସ: ମୋହନ Vs ନବୀନ

ଭୁବନେଶ୍ୱର: ପୂଜାରେ ଜମିଲା ରାଜନୀତିର ରଙ୍ଗ। ମାଆଙ୍କ ଶରଣରେ ଉଭୟ ଶାସକ ଓ ବିରୋଧୀ। ଦେବୀଙ୍କ ଦର୍ଶନ କରି ନେଲେ ଆଶୀର୍ବାଦ। ଶକ୍ତି ସ୍ବରୂପିଣୀଙ୍କୁ ଆରାଧନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଶାରଦୀୟ ଦୁର୍ଗାପୂଜାରେ ସାରା ରାଜ୍ୟ ଉତ୍ସବମୁଖର…

ଦୋଳିରୁ ପଡି ଦମ୍ପତିଙ୍କ ସହ ନାବାଳକ ଗୁରୁତର

ରାଉରକେଲା: ରାଉରକେଲାର ଟେଲିଫୋନ ଭବନରେ ଶୁକ୍ରବାର ଦିନ ଅଘଟଣ ଘଟିଛି। ଦୋଳିରୁ ପଡି ଜଣେ ବ୍ୟକ୍ତି, ତାଙ୍କ ପତ୍ନୀ ଏବଂ ନାବାଳକ ପୁଅ ଗୁରୁତର ଆହତ ହୋଇଛନ୍ତି। ପରିବାରର ତିନିଜଣ ସଦସ୍ୟଙ୍କୁ ଇସ୍ପାତ୍ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ରାଉରକେଲାସ୍ଥିତ…