Latest Odisha News

BREAKING NEWS

Browsing Category

ଅଲିମ୍ପିକସ୍

ଇସ୍ରାଏଲ ଫୁଟବଲ ଟିମ ଖେଳିବ ଅଲିମ୍ପିକ୍ସ

ଜ୍ୟୁରିକ: ଇସ୍ରାଏଲ ଫୁଟବଲ ପ୍ରଶଂସକମାନଙ୍କ ଖୁସି ଖବର । ପ୍ୟାରିସ ୨୦୨୪ ଅଲିମ୍ପିକ୍ସରେ ଇସ୍ରାଏଲ ଟିମ ଫୁଟବଲରେ ଅଂଶଗ୍ରହଣ କରିପାରିବ । ଫିଫା ଏବେ ଇସ୍ରାଏଲ ଉପରୁ ପ୍ରତିବନ୍ଧ ଲଗାଇବା ନିଷ୍ପତିକୁ ଘୁଂଚାଇ ଦେଇଛି । ୨ ମାସ ତଳେ ଫିଲିସ୍ତାନୀର ଫିଫା ନିକଟରେ ଇସ୍ରାଏଲକୁ ବାସନ୍ଦ କରିବା ପାଇଁ…

ଏତେ ସହଜ ନୁହେଁ ଅଲିମ୍ପିକ ଆୟୋଜନ କରିବା, କୋଟି କୋଟି ଡଲାରର କ୍ଷତି ସହିବାକୁ ପଡେ

ବିଶ୍ୱର କ୍ରୀଡା ମହାକୁମ୍ଭ ଆୟୋଜନ କରିବା ଓ ଏଥିରେ ଅଂଶଗ୍ରହଣ କରି ପଦକ ଜିତିବା ସମସ୍ତ ଦେଶ ଆଶା କରିଥାନ୍ତି । ଭାରତ ଏବେ ଏହି ସ୍ୱପ୍ନ ଦେଖିବା ଆରମ୍ଭ କରିଛି । ତେବେ ଅଲିମ୍ପିକ୍ସ ଆୟୋଜନ କରିବା ଏତେଟା ସହଜ କଥା ନୁହେଁ । କାଁ ଭାଁ ବ୍ୟତୀକ୍ରମ ବ୍ୟତୀତ ଅଲିମ୍ପିକ୍ସ ୧୮୯୬ରୁ ୪ ବର୍ଷ…

ପ୍ୟାରିସ ଅଲିମ୍ପିକ୍ସ: ସୁରକ୍ଷା ପାଇଁ ନିୟୋଜିତ ହେବେ ଭାରତର କେ୯ କୁକୁର

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ପାଇଁ ଫ୍ରାନ୍ସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଏବେ ଫ୍ରାନ୍ସ ପକ୍ଷରୁ ଭାରତକୁ ସୁରକ୍ଷା ନେଇ ଏକ ବିଶେଷ ଅନୁରୋଧ କରାଯାଇଛି । ଭାରତୀୟ ସୁରକ୍ଷା ବଳରେ ପ୍ରଶିକ୍ଷିତ କେ୯ କୁକୁରକୁ ପଠାଇବା କୁହାଯାଇଛି ।…

ତାରକା ଆଥଲେଟଙ୍କ ଅଲିମ୍ପିକ ବିଫଳତା

ନୂଆଦିଲ୍ଲୀ: ଅଲିମ୍ପିକ୍ସ ଇତିହାସରେ ବହୁ ନାମୀଦାମୀ ଆଥଲେଟ ଫେଲ୍ ମାରିଛନ୍ତି । ଖ୍ୟାତି ମୁତାବକ ପ୍ରଦର୍ଶନ କରିପାରିନାହାନ୍ତି । ଆଉ କିଛି ଫେରିଛନ୍ତି ରିକ୍ତ ହସ୍ତରେ । ଅନ୍ୟ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ମଧ୍ୟ ଅନେକ କିମ୍ବଦନ୍ତୀ ଆଥଲେଟ ଅଲିମ୍ପିକ୍ସରେ…

ପ୍ୟାରିସ ଅଲିମ୍ପିକ୍ସ: ଟିଟିରେ ଭାରତର ଖେଳାଳିଙ୍କ ଅପେକ୍ଷା ସହଯୋଗୀ ଷ୍ଟାଫଙ୍କ ସଂଖ୍ୟା ଅଧିକ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ପଦକ ହାସଲ କରିବା ପାଇଁ ଭାରତୀୟ ଆଥଲେଟମାନେ ଜୋରସୋରରେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଭାରତର ଉଭୟ ପୁରୁଷ ଓ ମହିଳା ଟିମ ଏଥର ଅଂଶଗ୍ରହଣ କରୁଛନ୍ତି । ସବୁଠାରୁ ମଜାର କଥା ଖେଳାଳିଙ୍କ ତୁଳନାରେ ଅଧିକ କୋଚ ଏହି ଟିମ ସହିତ ଯାଉଛନ୍ତି । ଷ୍ଟାର ଖେଳାଳି…

ଅଲିମ୍ପିକ୍ସରେ ଏହି ଆଥଲେଟମାନଙ୍କ ରେକର୍ଡ ଭାଙ୍ଗିବା ପ୍ରାୟତଃ ଅସମ୍ଭବ

ଅଲିମ୍ପିକ୍ସରେ ଅନେକ ଆଥଲେଟ ଏ ଭଳି କୀର୍ତିମାନ ସ୍ଥାପନ କରିଛନ୍ତି ଯେ, ଯାହାକୁ ଭାଙ୍ଗିବା ଅନ୍ୟମାନଙ୍କ ପାଇଁ ସ୍ୱପ୍ନ ସଦୃଶ । ଆମେରିକାର ମହାନ ସନ୍ତରଣକାରୀ ମାଇକେଲ ଫେଲପ୍ସ ୨୮ ଅଲିମ୍ପିକ୍ସ ପଦକ ସହ ଏବେ ବି ପୁରୁଷ ବିଭାଗର ଶ୍ରେଷ୍ଠ ଅଲିମ୍ପିଆନ ହେବାର ଗୌରବ ଅର୍ଜନ କରିଛନ୍ତି । ସର୍ବାଧିକ…

ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଭାରତର ପ୍ରଥମ ମହିଳା ଆଥଲେଟ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରିବା ବୋଲି ଆଶା କରାଯାଉଛି । ତେବେ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ଯାତ୍ରା ଏତେ ସହଜ ନ ଥିଲା । ୧୯୫୨ ହେଲସିଙ୍କ ଅଲିମ୍ପିକ ସବୁ ଦୃଷ୍ଟିକୋଣରୁ ଭାରତ ପାଇଁ ଐତିହାସିକ ଥିଲା । ଏହି ସଂସ୍କରଣରେ କେଡି ଯାଦବ ପ୍ରଥମ ଭାରତୀୟ…

ଭାରତର ବିସ୍ମୃତ ଅଲିମ୍ପିକ ନାୟକ

ନୂଆଦିଲ୍ଲୀ: ସ୍ୱାଧୀନତା ପରେ ଅଲିମ୍ପିକ୍ସରେ ବ୍ୟକ୍ତିଗତ ପଦକ ପାଇଁ ଭାରତକୁ ୧୯୫୨ ହେଲସିଙ୍କି ଅଲିମ୍ପିକ୍ସ ଯାଏଁ ଅପେକ୍ଷା କରିବାକୁ ପଡିଥିଲା । ସେହି ଅଲିମ୍ପିକ୍ସରେ ହକିରେ ସ୍ୱର୍ଣ୍ଣ ସହ କୁସ୍ତିରେ ବ୍ରୋଞ୍ଜ ପଦକ ହାସଲ କରିଥିଲା ଭାରତ । ଆଉ ସେହି ବ୍ରୋଞ୍ଜ ପଦକ ବିଜେତା ଥିଲେ କସଭା…

ଭାରତର ଏହି ଆଥଲେଟମାନେ ଅଳ୍ପକେ ହାତଛଡା କରିଥିଲେ ଅଲିମ୍ପିକ ପଦକ

ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି କ୍ରୀଡାପ୍ରେମୀ ଆଶା ବାନ୍ଧି ବସିଛନ୍ତି । ଏହା ପୂର୍ବରୁ ଭାରତର ଅନେକ ଆଥଲେଟ ଅଳ୍ପକେ ଅଲିମ୍ପିକ୍ସ ପଦକ ସୁଯୋଗ ହାତଛଡା କରିଛନ୍ତି । ଯାହା ଫଳରେ ଦେଶର ଶ୍ରେଷ୍ଠ ଆଥଲେଟ ବିବେଚନା କରାଯାଉଥିବା ଫ୍ଲାଇଙ୍ଗ ଶିଖ ମିଲଖା ସିଂ ଓ…

ଅଲିମ୍ପିକ୍ସର ୧୦୦ ମିଟର ସ୍ପ୍ରିଂଟ୍

ନୂଆଦିଲ୍ଲୀ: ଅଲିମ୍ପିକ ଆଥଲେଟିକ୍ସରେ ୧୦୦ ମିଟର ସ୍ପ୍ରିଂଟ୍ ଏକ ହାଇ ପ୍ରୋଫାଇଲ୍ ତଥା ଗ୍ଲାମରସ୍ ଇଭେଂଟ । ଅଲିମ୍ପିକ୍ସର ଦ୍ରୁତତମ ପୁରୁଷ ଓ ମହିଳା କିଏ ହେବ, ତାହା ଜାଣିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାଆନ୍ତି କ୍ରୀଡାପ୍ରେମୀ । ୧୮୯୬ରେ ଆଥେନ୍ସରେ ଆୟୋଜିତ ଆଧୁନିକ ଅଲିମ୍ପିକ୍ସର ପ୍ରଥମ…