Latest Odisha News
Browsing Category

ଅଲିମ୍ପିକସ୍

ସ୍ୱର୍ଣ୍ଣ ପଦକ ଜିତିବା ପରେ ଇମାନେ ଖେଲୀଫ କହିଲେ, ମୁଁ ଜନ୍ମରୁ ମହିଳା

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଆଲଜେରିଆର ମହିଳା ବକ୍ସର ଇମାନେ ଖେଳୀଫଙ୍କୁ ନେଇ ବିବାଦ ଉପୁଜିଥିଲା । ଗତ ବର୍ଷ ଲୈଙ୍ଗିକ ଯାଂଚରେ ବିଫଳ ହୋଇଥିଲେ ମଧ୍ୟ ଏଥର ତାଙ୍କୁ ଅଲିମ୍ପିକ୍ସରେ ଖେଳିବା ପାଇଁ ସୁଯୋଗ ପ୍ରଦାନ କରାଯାଇଥିଲା । ଏବେ ସେ ସ୍ୱର୍ଣ୍ଣ ପଦକ ଜିତିବା ପରେ ମୁଁ ଜନ୍ମରୁ ମହିଳା…

ସାମାନ୍ୟ ଭୁଲ ଯୋଗୁ କ୍ୱାର୍ଟରରେ ହାରିଲେ ରେସଲର ରିତିକା

ପ୍ୟାରିସ: ଭାରତର ମହିଳା ରେସଲର ରିତିକା ହୁଡ୍ଡା ସାମାନ୍ୟ ଭୁଲ ଯୋଗୁ କ୍ୱାର୍ଟର ଫାଇନାଲରେ ହାରି ଯାଇଛନ୍ତି । ୭୬ କିଗ୍ରା ବିଭାଗରେ ସେ କିର୍ଗିସ୍ତାନର ଅୟପେରୀ କିଜିଙ୍କ ବିପକ୍ଷରେ ଶେଷ ମୂହର୍ତରେ ଗୋଟିଏ ପଂଏଟ ହରାଇବା ଯୋଗୁ ପରାଜିତ ହୋଇଥିଲେ । ଯାହାକି ଭାରତୀୟ କ୍ରୀଡାପ୍ରେମୀଙ୍କୁ ବ୍ୟଥୀତ…

ଅନାଥ ଅମନ : ଛତ୍ରଶାଲ ଷ୍ଟାଡିୟମରୁ ଅଲିମ୍ପିକ୍ସ ପୋଡିୟମ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ କୁସ୍ତିରେ ଭିନେଶ ଫୋଗାଟ ଅଯୋଗ୍ୟ ଘୋଷଣା ହେବା ପରେ ନିରାଶ କ୍ରୀଡାପ୍ରେମୀଙ୍କ ମୁହଁରେ ହସ ଫୁଟାଇଛନ୍ତି ଭାରତର ରେସଲିଂ ସେନସେସନ ଅମନ ଶେରାୱତ । ନିଜର ଅଲିମ୍ପିକ୍ସ ପଦାର୍ପଣରେ ହିଁ ଜିତିଛନ୍ତି ପଦକ । ପୁଏର୍ତ୍ତୋରିକୋର ପ୍ରତିଦ୍ୱନ୍ଦୀଙ୍‌କୁ ମାତ୍ ଦେଇ…

କେମିତି ୧୦ଘଣ୍ଟାରେ ୪.୬କେଜି ଓଜନ କମାଇଲେ ଅମନ ସେହରାଓ୍ବତ?

ପ୍ୟାରିସ: ଅଚାନକ ବଢିଲା ରେସଲର ଅମନ ସେହରାଓ୍ବତଙ୍କ ଓଜନ । ସାରା ରାତି ଅନିଦ୍ରା ରହି ୧୦ଘଣ୍ଟାରେ କମାଇଲେ ୪.୬ କେଜି ଓଜନ । ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ୫୭ କେଜି ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି ଅମନ ସେହରାଓ୍ବତ । ତେବେ ଅଲିମ୍ପିକ୍ସ ପଦକ ଯାଏଁ ଅମନଙ୍କ ଯାତ୍ରା ଏତେ ସହଜ ନଥିଲା ।…

ଅଲିମ୍ପିକ୍ସ ପାଇଁ ସର୍ଜରୀ କରୁ ନ ଥିଲି : ନୀରଜ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଷ୍ଟାର ଆଥଲେଟ ନୀରଜ ଚୋପ୍ରା ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ହାସଲ କରିଛନ୍ତି । ଜଙ୍ଘ ଭିତରେ ଥିବା ମାଂସପେଶୀଜନିତ ସମସ୍ୟାରେ ମୁଁ ଦୀର୍ଘ ଦିନ ହେବ ପଡି ରହିଛି । ସର୍ଜରୀ କରିବା ପାଇଁ ଡାକ୍ତର ବାରମ୍ବାର ପରାମର୍ଶ ଦେଇଛନ୍ତି । ସର୍ଜରୀ କରିଥିଲେ ମୁଁ…

ପ୍ୟାରିସ ଅଲିମ୍ପିକ୍ସ: ଉଦଯାପନୀ ଉତ୍ସବରେ ମନୁଙ୍କ ସହ ଭାରତର ଧ୍ୱଜବାହକ ହେବେ ଶ୍ରୀଜେଶ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ଉଦଯାପନୀ ଉତ୍ସବରେ ଶୁଟର ମନୁ ଭାକରଙ୍କ ସହ ମହାନ ହକି ଖେଳାଳି ପିଆର ଶ୍ରୀଜେଶ ଭାରତର ଧ୍ୱଜବାହକ ହେବେ । ଭାରତୀୟ ଅଲିମ୍ପିକ ସଂଘ ପକ୍ଷରୁ ଏହି ଘୋଷଣା କରାଯାଇଛି । ପୂର୍ବରୁ ମନୁଙ୍କ ନାମ ଘୋଷଣା ହୋଇ ସାରିଥିଲା । ଏବେ ଶ୍ରୀଜେଶଙ୍କ ନାମ ଏଥିରେ ସାମିଲ…

ଜାଭେଲିନରେ ନୀରଜ-ନଦୀମ ଶୋ’

ନୂଆଦିଲ୍ଲୀ: ଅଲିମ୍ପିକ୍ସ ଜାଭେଲିନ ଥ୍ରୋ’ରେ ଭାରତର ଗୋଲଡେନ୍ ବୟ ନୀରଜ ଚୋପ୍ରାଙ୍କୁ ଏଥର ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଛି । ଲଗାତର ଦ୍ୱିତୀୟ ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିବେ ବୋଲି ଆଶା କରିଥିଲେ ଭାରତୀୟ କ୍ରୀଡାପ୍ରେମୀ । କିନ୍ତୁ ଫାଇନାଲରେ ବାଜି ମାରିନେଲେ ନୀରଜଙ୍କ ପାକିସ୍ତାନୀ…

କାଳ ହେଲା ଅଧିକ ସୁନ୍ଦରତା, ଅଲମ୍ପିକ୍ସରୁ ବିଦା !

ପ୍ୟାରିସ: ବର୍ତ୍ତମାନ ପ୍ୟାରିସରେ ଚାଲିଛି କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ। ୩୩ ତମ ଅଲିମ୍ପିକ୍ସ ଖେଳ ଜୁଲାଇ ୨୬ରେ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆରମ୍ଭ ହୋଇଥିଲା। ଯାହା ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ। ଚଳିତ ଥର ଅଲିମ୍ପିକ୍ସରେ ବହୁ ବାଦବିବାଦ ମଧ୍ୟ ଦେଖାଦେଇଥିଲା। ଅଧିକ ଓଜନ ଯୋଗୁ…

ଫେରିଛି ହକି ଯୁଗ

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଟିମର ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ଅଳ୍ପକେ ସେମିଫାଇନାଲରୁ ହାରିଯିବା ଅବଶ୍ୟ ଟିମ ଇଣ୍ଡିଆକୁ ସ୍ୱର୍ଣ୍ଣ ପଦକ ହାସଲରେ ବାଧକ ସୃଷ୍ଟି କରିଥିଲା । ମନପ୍ରୀତ ସିଂଙ୍କ ନେତୃତ୍ୱରେ ଭାରତ ସ୍ପେନକୁ ହରାଇ ବ୍ରୋଞ୍ଜ ପଦକ ଜିତିଛି । ୫୨ ବର୍ଷ ପରେ ଟିମ…

ହକିରେ ଭାରତକୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ବ୍ରୋଞ୍ଜ

ପ୍ୟାରିସ: ଭାରତୀୟ ହକି ଦଳ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏଥିସହ କ୍ରମାଗତ ୨ଟି ଅଲିମ୍ପିକ୍ସରେ ଟିମ ଇଣ୍ଡିଆ ପଦକ ଜିତିଛି । ବ୍ରୋଞ୍ଜ ପଦକ ପାଇଁ ଉଦ୍ଦିଷ୍ଟ ମୁକାବିଲାରେ ଭାରତ ୨-୧ ଗୋଲରେ ସ୍ପେନକୁ ପରାସ୍ତ କରିଛି । ୨ଟି ଯାକ ଗୋଲ ଅଧିନାୟକ ହରମନପ୍ରୀତ ସିଂ…