Latest Odisha News

BREAKING NEWS

Browsing Category

ପାଣିପାଗ

Cyclone Montha: ଆନ୍ଧ୍ରର ଏହି ଜାଗାରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା, ଓଡିଶାରେ ୪ ଦିନ ପ୍ରବଳ ବର୍ଷିବ…

ଭୁବନେଶ୍ବର: ବଳ ଗୋଟାଉଛି ବାତ୍ୟା ‘ମୋନ୍ଥା’ । ଧିରେ ଧିରେ ସ୍ଥଳ ଭାଗ ଆଡେ ଅଗ୍ରସର ହେଉଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଥିବା ବେଳେ ଆଜି(ରବିବାର) ଗଭୀର ଅବପାତର ରୂପ ନେବ । ଆଜିସନ୍ଧ୍ୟା ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହେବ । ଆସନ୍ତାକାଲି(ସୋମବାର)…

Cyclone ‘Montha’: ଆସୁଛି ବାତ୍ୟା ‘ମୋନ୍ଥା’… କେତେ ବିପଦରେ ଓଡିଶା… ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଲେ…

ଭୁବନେଶ୍ବର: ଅକ୍ଟୋବର ଆସିଲେ ରାଜ୍ୟକୁ ବାତ୍ୟା ଭୟ ଘାରେ । ଏବର୍ଷ ବା ସେଥିରୁ ବାଦ୍ ପଡିବ କିପରି । ପାଣିପାଗ ବିଭାଗର ଆକଳନ ଅନୁସାରେ ମାସ ଶେଷ ବେଳକୁ ପୁଣି ଥରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ବାତ୍ୟା । ଯାହାର ନାମ ‘ମୋନ୍ଥା’ ରଖାଯାଇଛି । ଯାହା ଅକ୍ଟୋବର ୨୭ରେ ବାତ୍ୟାର…

Monsoon Withdrawal: କେବେ ବିଦାୟ ନେବ ବର୍ଷା?

ଭୁବନେଶ୍ବର: କୁହାଯାଏ, କୁମାର ପୂର୍ଣ୍ଣିମା ଚାଙ୍ଗୁଡିରେ ଶୀତ ଆସେ । ପ୍ରାୟ ଅକ୍ଟୋବର ପ୍ରାରମ୍ଭରେ କାର୍ତ୍ତିକ ମାସର ଆରମ୍ଭ ସହ ହାଲୁକା ହାଲୁକା ଶୀତ ଅନୁଭୂତ ହୋଇଥାଏ । ବର୍ଷା ଋତୁ ସାଧାରଣତଃ ସେପ୍ଟେମ୍ବର ମଧ୍ୟଭାଗ ସୁଦ୍ଧା ଶେଷ ହୁଏ, ବିଶେଷକରି ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ…

Very Heavy Rainfall Alert: ଫିକା ପଡିବ ପାର୍ବଣ ମଜା: ଆସୁଛି ବଡ ବର୍ଷା, ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ…

ଭୁବନେଶ୍ୱର: ଆସୁଛି ବଡ ବର୍ଷା । ସେପ୍ଟେମ୍ବର ୨୩ରୁ ବଦଳିବ ରାଜ୍ୟରେ ପାଗ । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆସନ୍ତା ୨୩ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସମୁଦ୍ରରେ ଲଘୁଚାପ ସୃଷ୍ଟି ହୋଇପାରେ । ଘନିଭୂତ ହୋଇ ଏହା ଅବପାତରେ ପରିଣତ ହେବ । ଏହାର…

Heavy Rain In Odisha: ଆହୁରି ୪ ଦିନ ଭିଜିବ ଓଡିଶା: ଆଜି ପାଇଁ ୨୦ ଜିଲ୍ଲାକୁ ଜାରି ହେଲା ୟେଲୋ ଓ୍ବାର୍ଣ୍ଣିଂ…..

ଭୁବନେଶ୍ବର: ରାଜ୍ୟରେ ଆହୁରି ୪ ଦିନ ପ୍ରବଳ ବର୍ଷା ଜାରି ରହିବ । କାଲିଠୁ ପୁଣି ବର୍ଷାର ପରିମାଣ ବଢିବ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ପାଣିପାଗ ବିଭାଗ ଅନୁଯାୟୀ, ଉପକୂଳ, ଉତ୍ତର, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷିବା ନେଇ ସତର୍କ ସୂଚନା ଜାରି କରାଯାଇଛି ।…

Severe Winter This Year: ବର୍ଷାର ତାଣ୍ଡବ ଦେଖିଲା….ଏବେ ହାଡ଼ଭଙ୍ଗା ଶୀତରେ ଥରିବ ଭାରତ…..

ନୂଆଦିଲ୍ଲୀ: ଏବର୍ଷ ଭଲ ରକମର ବର୍ଷା ହୋଇଛି । ଏତେ ପରିମାଣର ହୋଇଛି ଯେ ଅନେକଙ୍କ ଆଶା, ସ୍ବପ୍ନ, ପରିବାର ସବୁ କିଛି ଭସାଇ ନେଇଛି । ଏବେ ପର୍ଯ୍ୟନ୍ତ ବି ବର୍ଷାର ବିତ୍ପାତ ଦେଶ କିଛି ଅଞ୍ଚଳରେ ତାର କରାଳ ରୂପ ଦେଖାଉଛି । ଏବର୍ଷ ବଙ୍ଗୋପସାଗର ଏବଂ ଆରବ ସାଗରରେ ନୂଆ ପ୍ରଣାଳୀର ନିରନ୍ତର…

Heavy Rain: ଅଗଷ୍ଟ ୨୯ ଯାଏଁ ତ୍ରାହି ନାହିଁ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ… 

ଭୁବନେଶ୍ଵର: ୨୯ ଯାଏଁ ପ୍ରବଳ ବର୍ଷିବ। ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ-ଓଡିଶା ଉପକୂଳରେ ଏକ ସକ୍ରିୟ ଘୂର୍ଣ୍ଣିବଳୟ ପରିବାହନ ଦ୍ୱାରା ୨୯ ଅଗଷ୍ଟ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।…

Weather Update: ଆସନ୍ତା ୨୭ ଯାଏଁ ଭିଜିବ ଓଡ଼ିଶା, ଏହି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଲାର୍ଟ ଜାରି….

ଭୁବନେଶ୍ଵର: ଆସନ୍ତା ୨୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଯୋଗୁଁ ଅଗଷ୍ଟ ୨୭ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।ଝାଡ଼ଖଣ୍ଡ ଆଡକୁ ଲଘୁଚାପ ପ୍ରଣାଳୀ ଗତି କରୁଥିବାରୁ ଆଇଏମଡି ବିଭିନ୍ନ ଜିଲ୍ଲା ପାଇଁ ହଳଦିଆ ସତର୍କତା…

ଆଗାମୀ ୩ ଦିନ ପ୍ରବଳ ଛେଚିବ: ଏହି ସବୁ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ….

ଭୁବନେଶ୍ବର: ଆଗାମୀ ୩ ଦିନ ପାଇଁ ରାଜ୍ୟରେ ପ୍ରବଳ ବର୍ଷିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମଧ୍ୟାହ୍ନ/ସନ୍ଧ୍ୟା ସମୟରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା, ଘଡ଼ଘଡ଼ି ସହ କାଳବୈଶାଖୀର ସମ୍ଭାବନା ରହିଛି । ତେଣୁ ବିଭିନ୍ନ ଜିଲ୍ଲାକୁ ରେଡ୍, ଅରେଞ୍ଜ ଓ ୟେଲୋ…

ଭୀଷଣ ବର୍ଷିବ: ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆଉ ଏକ ଲଘୁଚାପ!

ଭୁବନେଶ୍ବର: ଆସନ୍ତା ୧୨ ଘଣ୍ଟା ଭିତରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ଗାଙ୍ଗୀୟ-ପଶ୍ଚିମବଙ୍ଗ ଉପତ୍ୟକାରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ଏହାର ପ୍ରଭାବରେ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଅନ୍ୟପଟେ…