Latest Odisha News

BREAKING NEWS

Browsing Category

ପାଣିପାଗ

ମଉଳିଲା ଚାଷୀଙ୍କ ଆଶା, ବିଳମ୍ବରେ ଓଡ଼ିଶା ଛୁଇଁବ ମୌସୁମୀ !

ଭୁବନେଶ୍ୱର: ମୌସୁମୀ ଆସିବାରେ ବିଳମ୍ବ ହୋଇପାରେ । ଜୁନ୍ 10 ପରେ ଓଡ଼ିଶା ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଜୁନ୍ 1 ସୁଦ୍ଧା କେରଳ ଛୁଇଁବ ବୋଲି ଆକଳନ କରାଯାଇଛି। ସାଧାରଣତଃ ମୌସୁମୀ କେରଳ ଛୁଇଁବା ପରେ ଓଡ଼ିଶା ଛୁଇଁବା ପାଇଁ…

ଆଜିଠୁ ବଢ଼ିବ ତାତି, ଅସହ୍ୟ ହେବ ଗୁଳୁଗୁଳି

ଭୁବନେଶ୍ୱର: ଆଜିଠୁ ତାତିବ ଓଡ଼ିଶା । ବଢ଼ିବ ଦିନର ତାପମାତ୍ରା । ଦୁଇ ଦିନ ଜାରି ରହିବ ଗ୍ରୀଷ୍ମ ଲହରି । ଅନେକ ସ୍ଥାନରେ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ ଯାଏ ବଢ଼ିବା ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତାତି ବଢ଼ିବା ସହ ଉପକୂଳ ଓଡ଼ିଶାର କିଛି…

ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା, ଆଜି ୧୧ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ଦିନରେ ଟାଇଁ ଟାଇଁ ଖରା ହେଉଛି । ସନ୍ଧ୍ୟା କିମ୍ବା ରାତିରେ କାଳବୈଶାଖୀ ଜନିତ ବର୍ଷା ହେଉଛି । ରାଜ୍ୟରେ ପଶ୍ଚିମାଝଡ଼ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଗତକାଲି ରାତିରେ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ପବନ ହୋଇଛି । ଆଜି ବି…

ତିନି ଦିନ ତାତିରୁ ନିସ୍ତାର ନାହିଁ

ଭୁବନେଶ୍ୱର: ରାଜ୍ୟକୁ ଫେରିଛି ତାତି । ଗ୍ରୀଷ୍ମ ଲହରି ଜାରି ରହିଛି । ଆଗାମୀ ତିନି ଦିନ ଆହୁରି ତାତିବ ଓଡ଼ିଶା । ରାଜ୍ୟରେ ବଢ଼ିବ ପାରଦ । ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩-୪ ଡିଗ୍ରୀ ସେଲସିୟସ୍ ଯାଏ ବଢ଼ିବା ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ…

ଜୁନ୍ ୬ କିମ୍ବା ୭ ତାରିଖ ବେଳକୁ ଓଡିଶା ଛୁଇଁପାରେ ମୌସୁମୀ ବାୟୁ

ଭୁବନେଶ୍ୱର: ଏବର୍ଷ ଶୀଘ୍ର ଆସିପାରେ ମୌସୁମୀ ବାୟୁ । ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ହେବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୧୭ ତାରିଖ ସୁଦ୍ଧା କେରଳରେ ପହଞ୍ଚିପାରେ । ପାଗ ଅନୁକୂଳ ଓ ସବୁ ଠିକଠାକ୍…

ବଙ୍ଗୋପସାଗରରେ ଦାନା ବାନ୍ଧିବ ଆଉ ଏକ ଲଘୁଚାପ

ଭୁବନେଶ୍ୱର: ବାତ୍ୟା ଅସାନି ଯାଇଛି । ଓଡ଼ିଶାରେ ବେଶୀ କିଛି ପ୍ରଭାବ ପକାଇନି । ଏବେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଆସନ୍ତା ସପ୍ତାହରେ ସୃଷ୍ଟି ହୋଇପାରେ ଲଘୁଚାପ । ମାର୍ଚ୍ଚ ୧୯ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ…

ଦୁର୍ବଳ ପଡ଼ିଲା ଅସାନି, ଦୁଇ ଦିନ ପରେ ରାଜ୍ୟରେ ବଢ଼ିବ ତାତି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ଅସାନି ଦୁର୍ବଳ ହୋଇଛି । ପ୍ରଥମେ ଗଭୀର ଅବପାତ ଓ ଆଜି ଅବପାତରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟାରେ ଆହୁରି ଦୁର୍ବଳ ପଡ଼ିବ । ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହେବ ଡିପ୍ରେସନ୍ । ଗତକାଲି ଆନ୍ଧ୍ର ଉପକୂଳ ଅତିକ୍ରମ କରିଥିଲା ଅସାନି । ଏହାପରେ…

ଅସାନି ପ୍ରଭାବରେ ଓଡ଼ିଶାରେ ବର୍ଷା, ଆଜି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆନ୍ଧ୍ର ଉପକୂଳ ମୁହାଁ ହେଉଛି ବାତ୍ୟା ଅସାନି । ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । ଆଜି ଉପକୂଳ ଓଡ଼ିଶା କିଛି ଜିଲ୍ଲାରେ ବର୍ଷା ହେଉଛି । ଆଜି ପାଇଁ ୮ ଜିଲ୍ଲାକୁ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲା ହେଲା କୋରାପୁଟ, ରାୟଗଡ଼ା,…

ଦୁର୍ବଳ ହେଲା ଭୀଷଣ ବାତ୍ୟା ‘ଅସାନି’, ଆନ୍ଧ୍ର ଆଡ଼େ ମୁହାଁଇଛି

ଭୁବନେଶ୍ୱର: ଦୁର୍ବଳ ପଡୁଛି ବାତ୍ୟା ଅସାନି । ଭୀଷଣ ବାତ୍ୟାରୁ ଏକ ବାତ୍ୟାରେ ପରିଣତ ହୋଇଛି । ଏବେ ଆନ୍ଧ୍ର ଆଡ଼େ ମୁହାଁଉଛି ଅସାନି । ବର୍ତ୍ତମାନ ବାତ୍ୟା ମଛଲିପଟ୍ଟନମରୁ ୬୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ, କାକିନାଡ଼ାରୁ ୧୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ, ଗୋପାଳପୁରଠାରୁ…

ଅସାନି ପ୍ରଭାବରେ ଆଜିଠୁ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ଉପକୂଳ ମୁହାଁ ହେଉଛି ବାତ୍ୟା ଅସାନି । ସାଙ୍ଗରେ ନେଇ ଆସୁଛି ବର୍ଷା ପବନ । ତାପୂର୍ବରୁ କିଛି ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆଜିଠୁ ଉପକୂଳ ଓଡ଼ିଶାରେ ୩ ଦିନ ବର୍ଷା ହେବ । ଆଜି ଉପକୂଳ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏଥିସହ ଗଞ୍ଜାମ,…