Latest Odisha News

BREAKING NEWS

Browsing Category

ରାଜନୀତି

ରାଜଗାଙ୍ଗପୁରରେ ପୀଡିତାଙ୍କ ମୃତ୍ୟୁ; ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ

ଭୁବନେଶ୍ୱର: ରାଜଗାଙ୍ଗପୁର ଅଞ୍ଚଳରେ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିବା ପରେ ତାଙ୍କ ମୃତ୍ୟୁ ଘଟଣାରେ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ। ଏଥିସହିତ ପିଡିତାଙ୍କୁ ନ୍ୟାୟ ପ୍ରଦାନ ଏବଂ ଅପରାଧୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି…

ବନ୍ଦେ ମାତରମ୍”କୁ ନେଇ ଚର୍ଚ୍ଚା; ମୋଦି କହିଲେ ଜିନ୍ନାଙ୍କ ଆଗରେ ନଇଁ ଯାଇଥିଲେ ନେହେରୁ 

ନୂଆଦିଲ୍ଲୀ: ଲୋକସଭାରେ "ବନ୍ଦେ ମାତରମ୍" ଉପରେ ଆଲୋଚନା ସମୟରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ "ବନ୍ଦେ ମାତରମ୍" ଗୀତ ଦେଶର ସ୍ୱାଧୀନତାକୁ ଉର୍ଜା ଦେଇଥିଲା। ସେ କହିଛନ୍ତି ଯେ "ବନ୍ଦେ ମାତରମ୍" ଗୀତରେ ହଜାର ହଜାର ବର୍ଷର ସାଂସ୍କୃତିକ ଶକ୍ତି, ସ୍ୱାଧୀନତାର ଭାବନା…

୧୮ ମାସରେ ୨୦ ପୋଲିସ ସମେତ ୨୭୧ ଅଧିକାରୀଙ୍କୁ ବାନ୍ଧିଛି ଭିଜିଲାନ୍ସ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡିଶା ଭିଜିଲାନ୍ସ ନିର୍ଦ୍ଦେଶାଳୟ ଗତ ୧୮ ମାସ ମଧ୍ୟରେ ୨୦ ଜଣ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ଲାଞ୍ଚ ନେବ ଅଭିଯୋଗରେ ବାନ୍ଧିଛି। ରାଜ୍ୟ ବିଧାନସଭାରେ ସୋମବାର ଦିନ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସରକାରୀ ପରିସଂଖ୍ୟାନ ଅନୁଯାୟୀ, ଏହି ସମୟ…

ଏସ. ଜୟଶଙ୍କରଙ୍କ ମନ୍ତବ୍ୟକୁ ନେଇ ଚିହିଁକିଲା ପାକିସ୍ତାନ…

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ବିବୃତ୍ତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ, ଭିତ୍ତିହୀନ ଏବଂ ଦାୟିତ୍ୱହୀନ ବୋଲି ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ତାହିର ଆଦରାବି ଏକ ଲିଖିତ ବିବୃତ୍ତି ଜାରି କରି କହିଛନ୍ତି। ଏହିପରି ମନ୍ତବ୍ୟକୁ ପାକିସ୍ତାନ…

ପାକିସ୍ତାନ ସଂସଦରେ ଗଧ, ଭିଡିଓ ଭାଇରାଲ…

କରାଚି: ପାକିସ୍ତାନ ସଂସଦରେ ଲାଇଭ୍ ଅଧିବେଶନ ସମୟରେ ହଠାତ୍ ଏକ ଗଧ ସେନେଟରେ ପ୍ରବେଶ କରି ଯାଇଥିଲା।ଏହାପରେ ସୁରକ୍ଷା କର୍ମୀମାନେ ତୁରନ୍ତ ଗଧଟିକୁ ବାହାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗଧଟି ବାହାରିବା ପରିବର୍ତ୍ତେ ଭିତରକୁ ଦୌଡ଼ିବାରୁ ଅନେକ ସାଂସଦଙ୍କ ସହିତ ଧକ୍କା ହୋଇଯାଇଥିଲା।…

ଏଏନଏମ ପରୀକ୍ଷା ବାତିଲ; ବର୍ଷିଲେ ନବୀନ

ଭୁବନେଶ୍ୱର: ଓଡ଼ିଶା ଡାକ୍ତରୀ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶକ (ଡିଏମଇଟି) ଶୁକ୍ରବାର ଦିନ ଅପରାହ୍ନ ୨ଟାରେ ଆରମ୍ଭ ହେବାକୁ ଥିବା ସହାୟକ ନର୍ସ ମିଡୱାଇଫେରୀ (ଏଏନ୍ଏମ୍) ପରୀକ୍ଷାକୁ ସ୍ଥଗିତ ରଖିଥିଲେ। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଯୋଗୁଁ ଏହି ନିଷ୍ପତି ନିଆଯାଇଥିଲା। ତେବେ ଏହି ଘଟଣାରେ…

ଟ୍ରମ୍ପଙ୍କୁ ମିଳିଲା ଶାନ୍ତି ପୁରସ୍କାର…

ନୂଆଦିଲ୍ଲୀ: ଫୁଟବଲର ବିଶ୍ୱ ପ୍ରଶାସକ ସଂସ୍ଥା ଫିଫା ୨୦୨୬ ବିଶ୍ୱକପ୍ ଡ୍ର ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁକ୍ରବାର ଦିନ ଶାନ୍ତି ପୁରସ୍କାର ପ୍ରଦାନ କରିଛି। ଏହି ନିଷ୍ପତ୍ତିକୁ ଫିଫାର କ୍ରୀଡା-କୈନ୍ଦ୍ରିକ ପ୍ରତିଛବିରୁ ଏକ ପ୍ରମୁଖ ପ୍ରତ୍ୟାହାର ଭାବରେ ଦେଖାଯାଉଛି।…

ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ ମିଳିତ ପ୍ରେସ ବ୍ରିଫିଂ କରିଥିଲେ। ଏହି ଅବସରରେ ସେ କହିଛନ୍ତି ଯେ ରୁଷ ଭାରତର ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ର କୁଡାନକୁଲମ ଉପରେ ମିଳିତ ଭାବରେ କାମ କରୁଛି। ତାମିଲନାଡୁର ପରମାଣୁ…

India-Russia Summit : ଆଜି ଭାରତ-ରୁଷ୍ ଶିଖର ସମ୍ମିଳନୀ, ହେବ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ଠାରୁ ଦୁଇ ଦିନିଆ ଭାରତ ଗସ୍ତ କରିଛନ୍ତି। ସନ୍ଧ୍ୟାରେ ପୁଟିନ ସ୍ବତନ୍ତ୍ର ବିମାନ ଯୋଗେ ଆସି ନୂଆଦିଲ୍ଲୀର ପାଲାମ ଟେକ୍ନିକାଲ ବିମାନବନ୍ଦରରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମାନବନ୍ଦରରେ ଉପସ୍ଥିତ ରହି…

ପୁଟିନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ମୋଦି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାରି ବର୍ଷ ପରେ ଭାରତ ଆସିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବ୍ୟକ୍ତିଗତ ଭାବରେ ସ୍ୱାଗତ କରିଥିଲେ। ଦୁଇ ନେତା ପରସ୍ପରକୁ ହାତ ମିଳାଇ ଆଲିଙ୍ଗନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ବିମାନବନ୍ଦରରେ ବୈଦେଶିକ ବ୍ୟାପାର…