Latest Odisha News

BREAKING NEWS

Browsing Category

ରାଜନୀତି

ବିଜେଡି ୧୦୦ ୟୁନିଟ୍‌ ମାଗଣା ଦେବ, ବିଜେପି ପୂରା ଛାଡ଼ କରିବ: ଅପରାଜିତା ଷଡ଼ଙ୍ଗୀ 

ଭୁବନେଶ୍ବର: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଛି । ଏହି ସମୟରେ ଅନ୍ୟପଟେ ଭାରତୀୟ ଜନତା ପାର୍ଟି ଏକ ପ୍ରେସମିଟ କରି ଶାସକ ଦଳ ବିଜୁ ଜନତା ଦଳ ଉପରେ ବର୍ଷିଛି। ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ପ୍ରତାପ ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ଆଉ…

ନବୀନ ବାବୁ ଯାହା କହୁଛନ୍ତି ସବୁ ଡିପ୍ ଫେକ: ବୈଜୟନ୍ତ ପଣ୍ଡା

ଭୁବନେଶ୍ବର: ‘ନବୀନ ବାବୁ ଯାହା କହୁଛନ୍ତି ତାହା ସବୁ ଡିପ୍ ଫେକ୍, ତାଙ୍କୁ ଏକପ୍ରକାର ବନ୍ଦୀ କରିରଖାଯାଇଛି । ନବୀନ ବାବୁଙ୍କୁ ବନ୍ଦୀରୁ ଉଦ୍ଧାର କରାଯାଉ ।’ କିଛି ଏମିତି କହି ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା  । ମୁଖ୍ୟମନ୍ତ୍ରୀଙ୍କ…

ଶୃଙ୍ଖଳିତ ଭାବେ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ, ଦିନ ୯ଟା ସୁଦ୍ଧା ୯. ୨୫ ପ୍ରତିଶତ ମତଦାନ ଗ୍ରହଣ

ଭୁବନେଶ୍ବର: ଆଜି ଭୋଟ ଦେଉଛି  ଓଡିଶା । ଶୃଙ୍ଖଳିତ ଭାବେ ରାଜ୍ୟର ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ ଦାନ । ଦିନ ୯ଟା ସୁଦ୍ଧା ମୋଟ୍ ୯.୨୫ ପ୍ରତିଶତ ଭୋଟ ଗ୍ରହଣ କରାଯାଇଛି । ସକାଳ ୯ଟା ସୁଦ୍ଧା କୋରାପୁଟ ସବୁଠୁ ଅଧିକ ଅର୍ଥାତ ୧୩.୧୨ ପ୍ରତିଶତ ଭୋଟ…

ଦିନରେ ଲଣ୍ଠନ ଦେଖାଉଛନ୍ତି ମୋଦୀ, ବଲାଙ୍ଗୀର ସଭାରେ ବିରୋଧିଙ୍କୁ ନବୀନଙ୍କ ଟାର୍ଗେଟ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ବଙ୍ଗୋମୁଣ୍ଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୋରଦାର ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବିରୋଧିଙ୍କୁ ଟାର୍ଗେଟ କରିଛନ୍ତି ନବୀନ । ବିରୋଧୀ ଦଳ ନେତାମାନେ ମିଛ କହୁଛନ୍ତି, ବିଜେପି ନେତା ମାନେ କୁମ୍ଭୀର କାନ୍ଦଣା…

ଭୋଟ ହାତେଇବାକୁ ବିଜେଡି କଳା ଟଙ୍କା ବାଣ୍ଟୁଛି ଅଭିଯୋଗ ଆଣି ଇସିଙ୍କ ଆଗରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ବିଜେଡିକୁ ଘାରିଛି ପରାଜୟର ଭୟ । ଅଭ୍ୟାସଗତ ଭାବେ ନିର୍ବାଚନରେ ଦଳୀୟ କାର୍ଯ୍ୟ ପାଇଁ ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରୁଛି ବିଜେଡି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତାକାଲି ଥିବାବେଳେ ଭୋଟ ବିକଳରେ ବିଜେଡି ଟଙ୍କା ବାଣ୍ଟିବା ଆରମ୍ଭ କରିଦେଇଛି । ଲୋକମାନେ ଜୋଡି…

ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ  

ସୁନ୍ଦରଗଡ଼: ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ  । ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି । ଦଳ ବିରୋଧି କାର୍ଯ୍ୟ ପାଇଁ ବହିଷ୍କାର କଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ…

‘ମୁଖ୍ୟମନ୍ତ୍ରୀଙ୍କୁ କଣ୍ଢେଇ ଭଳି ନଚାଉଛନ୍ତି’; ବୈଜୟନ୍ତ ପଣ୍ଡା

ଭୁବନେଶ୍ବର: ‘ମୁଖ୍ୟମନ୍ତ୍ରୀଙ୍କୁ କଣ୍ଢେଇ ଭଳି ନଚାଉଛନ୍ତି’, ‘ଏଆଇ ଭିଡିଓ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ଭିଡିଓ ଭିତରେ ଆକାଶ ପାତାଳ ଫରକ’ । ଏଭଳି କିଛି ନିଜର ଏକ୍ସ ଆକାଉଣ୍ଟରେ ରାଜ୍ୟବାସୀଙ୍କ ଆଗରେ ଅପିଲ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ଲୋକସଭା…

ଆସନ୍ତା ୧୫ ତାରିଖରେ ଓଡିଶା ଆସିବେ ରାହୁଲ ଗାନ୍ଧି

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରିଛି କଂଗ୍ରେସ। ଭୋଟର ମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଯୋଜନା ଚଲାଇଛି କଂଗ୍ରେସ ।ଏହି ଅବସରରେ ପୁଣି ଥରେ  ଓଡିଶା ଆସିବେ ରାହୁଲ ଗାନ୍ଧି । ଆସନ୍ତା ୧୫ ତାରିଖରେ ବଲାଙ୍ଗିର ଆସିବେ ରାହୁଲ ।…

ଆସନ୍ତା ୧୪ ତାରିଖରେ ଓଡ଼ିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ବିଶ୍ୱ ଶର୍ମା

ଭୁବନେଶ୍ୱର: ବିଜେପି ଫୋକସରେ ଓଡିଶା । ନିର୍ବାଚନ ପାଇଁ ଘନ ଘନ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ହେଭିଓ୍ବେଟ ନେତା । ଓଡିଶାରେ ଜନସାଧାରଣଙ୍କୁ ଭୋଟ ଭିକ୍ଷା କରିବେ କେନ୍ଦ୍ରୀୟ ନେତା । ଏହାରି ଭିତରେ ଓଡିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵ ଶର୍ମା । ନିର୍ବାଚନ ପ୍ରଚାରକୁ…

୨୩୦ ରୁ ଅଧିକ ଆସନ ପାଇବ ନାହିଁ ବିଜେପି:ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଜେଲ୍ ରୁ ବାହାରିବା ପରେ ଗତକାଲି ତଥା ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ଉପରେ ଖୁବ ବର୍ଷିଛନ୍ତି । ସେ କହିଛନ୍ତି ଚଳିତ ଲୋକସଭା ନିର୍ବାଚନରେ ଶାସକ ଦଳ ୨୩୦ ରୁ ଅଧିକ ଆସନ ପାଇବ ନାହିଁ । ଅରବିନ୍ଦ କେଜ୍ରିୱାଲ  କହିଛନ୍ତି ମୁଁ ଜେଲରୁ ମୁକୁଳିବା ପରେ…