Latest Odisha News

BREAKING NEWS

Browsing Category

ରାଜନୀତି

ନାମାଙ୍କନ ଭରିଲେ ବର୍ତ୍ତମାନର ବିଧାୟକ ସାଲୁଗା ପ୍ରଧାନ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଧାୟକ ସାଲୁଗା ପ୍ରଧାନ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ବର୍ତ୍ତମାନର ବିଧାୟକ ସାଲୁଗା ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ  କରିଛନ୍ତି  । ଏହି ଅବସରରେ ବିଶାଳ ଶୋଭାଯାତ୍ରା…

ବିରାଟ ପଟୁଆରରେ ଆସି ଶକ୍ତି ପ୍ରଦର୍ଶନ ସହ ନାମାଙ୍କନ ଭରିଲେ ରିତା ସାହୁ

ବିଜେପୁର: ବରଗଡ଼ ନିର୍ବାଚନ ଅଧିକାରୀ ଶୁଶାନ୍ତ କୁମାର ସିଂ ଠାରେ ନାମାଙ୍କନ ଦାଖଲ କଲେ ମନ୍ତ୍ରୀ ରିତା ସାହୁ । ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ବିଧାୟିକା ପ୍ରାର୍ଥୀନୀ ଭାବେ ରିତା ସାହୁ ନାମାଙ୍କନ ପତ୍ର ଦାଖଲ କଲେ । ରୀତା ସାହୁଙ୍କ ସହ ଶୋଭାଯାତ୍ରାରେ ବିଜେଡି ସାଂସଦ…

କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, କହିଲେ ଏଠାରେ ବିରୋଧୀର ସ୍ଥିତି ନାହିଁ

ଗଞ୍ଜାମ: ସାଧାରଣ ନିର୍ବାଚନ ପାଇଁ ଜୋରଦାର ଚାଲିଛି ରାଜନେତାଙ୍କ ପ୍ରଚାର । ଏହାରିଭିତରେ ବିଜେଡି ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ବାନ ଦେଇଛନ୍ତି । କବିସୂର୍ଯ୍ୟନଗରରେ ଆସ୍କା…

ପ୍ରାର୍ଥୀପତ୍ର ଦାଖଲ କଲେ ତାଳଚେର ବିଜେଡି ବିଧାୟକ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ

ତାଳଚେର: ତାଳଚେର ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡି ବିଧାୟକ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ । ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ପ୍ରଥମେ ସେ ତାଳଚେର ସ୍ଥିତ ଜଗନ୍ନାଥ ମନ୍ଦିର ଯାଇ ଆଶୀର୍ବାଦ ଲୋଡିଥିଲେ । ଏହି ଅବସରରେ ତାଙ୍କ ସହ ହଜାର ହଜାର ସମର୍ଥକ ଥିଲେ । ଏହା ପରେ…

ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମଙ୍କନ ଭରିଲେ ବିଜେଡି ଓ ବିଜେପି ପ୍ରାର୍ଥୀ

ସୁବର୍ଣ୍ଣପୁର: ବିରାଟ ପଟୁଆର ସମର୍ଥକଙ୍କ ମେଳିରେ ନାମାଙ୍କନ ଭରିଲେ ନେତା । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମଙ୍କନ ପତ୍ର ଦାଖଲ କେଲେ ବିଜେଡି ଓ ବିଜେପି ବିଧାୟକ ପ୍ରାର୍ଥୀ । ପ୍ରଥମେ ବିଜେଡି ବିଧାୟକ ପ୍ରାର୍ଥୀ ନିରଞ୍ଜନ ପୂଝାରୀ ନିଜର ସମର୍ଥକଙ୍କ…

ବିଜେପିରେ ସାମିଲ ହେଲେ ଅନୁପମା ଫେମ୍ ରୁପାଲି ଗାଙ୍ଗୁଲି

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ନିର୍ବାଚନର ମାହୋଲ । ଏଥିପାଇଁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ନିଜର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏହାରି ଭିତରେ ଅନେକ ରାଜନେତା ଦଳ ଛାଡୁଥିବା ବେଳେ ଅନେକ ଦଳରେ ସାମିଲ ମଧ୍ୟ ହେଉଛନ୍ତି । ତେବେ ଏହାରି ମଧ୍ୟରେ ଜଣେ ଟିଭି ଅଭିନେତ୍ରୀ…

ନିର୍ବାଚନୀ ସଫଳତା ନେଇ ଅନ୍ଧାରି ବିଜେ କରୁଛନ୍ତି ରାଜ୍ୟ ସରକାର: ଅପରାଜିତା

ଭୁବନେଶ୍ବର: ଆଜି ପ୍ରେସ ମିଟ୍ କରି ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ବିଜେଡି ସୁପ୍ରିମୋ ଏବଂ ଭିକେ ପାଣ୍ଡିଆନଙ୍କ ନାଁ ନନେଇ ଖୁବ୍ ବର୍ଷିଛନ୍ତି । ପୁଣି ଥରେ ଉଠାଇଛନ୍ତି ଓଡ଼ିଆ ଅସ୍ମିତାର କଥା । ବଡ଼ ବାବୁ ଏବଂ ସାନ ବାବୁ ପ୍ରସଙ୍ଗ ଉଠାଇ ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି।…

ଆସନ୍ତା ୬ରେ ଓଡିଶା ଆସିବେ ମୋଦୀ, ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ଦଳୀୟ ପ୍ରଚାର

ଭୁବନେଶ୍ଵର: ଓଡିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଜୋରଦାର ପ୍ରଚାର । କେନ୍ଦ୍ରୀୟ ନେତା ମାନେ ଥରକୁ ଥର ଓଡିଶା ଗସ୍ତରେ ଆସି କରୁଛନ୍ତି ଦଳୀୟ ପ୍ରଚାର । ଗତ ଏପ୍ରିଲ ୨୮ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଗସ୍ତରେ ଆସିଥିବା ବେଳେ ଆସନ୍ତା ମେ’ ୬ ତାରିଖରେ…

ମୋଦୀଙ୍କ ଓଡ଼ିଆ ଅସ୍ମିତା ଅଭିଯୋଗର ଜବାବ ଦେଲେ ପାଣ୍ଡିଆନ୍?

ଭୁବନେଶ୍ୱର: ଓଡ଼ିଶାର ପରିଚୟ ଓ ଭାଷା ପ୍ରତି ବିପଦ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିବା ପରେ ରାଜ୍ୟ ରାଜନୀତିରେ ଏହାକୁ ନେଇ ଏକ ବଡ଼ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଯାହା ପରୋକ୍ଷରେ ଆଇଏଏସ୍ ଅଫିସର ତଥା ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ରହିଛି। ତେବେ…

ତିନି ରାଜନୈତିକ ଦଳରେ ଟିକେଟ୍ ପାଇଁ ହେଉଛି କି ଟଙ୍କା କାରବାର?

ଭୁବନେଶ୍ୱର: ଟିକେଟ୍ ପାଇଁ ହେଉଛି କି ଟଙ୍କା କାରବାର ? ଟଙ୍କା ଦେଇ ପ୍ରାର୍ଥୀ ହେଉଛନ୍ତି କି ନେତା ? ଟଙ୍କା ପାଇଁ କଟୁଛି କି ଯୋଗ୍ୟ ପ୍ରାର୍ଥୀଙ୍କ ଟିକେଟ୍ ? କାହିଁକି ବାରମ୍ବାର ଆସୁଛି ଟିକେଟ୍ ପାଇଁ ଟଙ୍କା ଡିଲ୍ ଅଭିଯୋଗ ? ଚବିଶ ନିର୍ବାଚନରେ ଟିକେଟ୍ ଡିଲକୁ ନେଇ ଉଠୁଛି ପଡୁଛି ରାଜନୀତି…