Latest Odisha News
Browsing Category

ରାଜନୀତି

ଶଶୀ ଥରୁରଙ୍କ ନିକଟରେ ଅଛି କୋଟି କୋଟି ଟଙ୍କାର ବିଦେଶୀ ଶେୟାର, କ୍ରିପ୍ଟୋରେ ମଧ୍ୟ କରନ୍ତି ନିବେଶ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତେ ସରଗରମ ହେବାରେ ଲାଗିଛି। ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନ ଚଳିତ ମାସରୁ ଆରମ୍ଭ ହୋଇ ଜୁନ୍ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ବହୁ ବଡ ନେତାଙ୍କ ସମ୍ପତ୍ତି, ଦାୟିତ୍ୱ ଏବଂ…

ବିଜେଡିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ସନ୍ତୋଷ ଅମାତ

ସୁନ୍ଦରଗଡ଼: ବିଜେଡି ଛାଡ଼ିଲେ ସୁନ୍ଦରଗଡ଼ର ବରିଷ୍ଠ ନେତା ସନ୍ତୋଷ ଅମାତ । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଦେଇଛନ୍ତି । ସେ ତାଙ୍କ ସୋସିଆଆଲ ମିଡିଆ ଆକାଉଣ୍ଟ ଏକ୍ସ ରେ ନିଜ ଇସ୍ତଫା…

ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀଙ୍କ ଭିଡିଓ, ଲୋକଙ୍କୁ ଫୋନ କରି ବିକାଶ କାର୍ଯ୍ୟର କଲେ ସମୀକ୍ଷା

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ । ଲୋକଙ୍କୁ ସିଧାସଳଖ କଲ୍ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି ନବୀନ । ଯାହା ସାଧାରଣ ଲୋକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି । ଫୋନ୍ କଲରେ ଲୋକ ମାନଙ୍କ ଠାରୁ…

କଂଗ୍ରେସର ନିର୍ବାଚନୀ ଇସ୍ତାହାର, ଘୋଷଣା ପତ୍ରରେ ୫ ନ୍ୟାୟ ଓ ୨୫ ଗ୍ୟାରେଣ୍ଟି

ନୂଆଦିଲ୍ଲୀ: କଂଗ୍ରେସ ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାରରେ ୫ନ୍ୟାୟ ଓ ୨୫ ଗ୍ୟାରେଣ୍ଟି ଘୋଷଣା କରିଛି କଂଗ୍ରେସ । ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଜାରି କରିଥିବା ଇସ୍ତାହାରର ନାମ ରହିଛି ‘ନ୍ୟାୟ ପତ୍ର’। କଂଗ୍ରେସର ଏହି ଇସ୍ତାହାର ଦଳର ପାଞ୍ଚ ଜଣ ବିଚାରପତିଙ୍କୁ ଆଧାର…

ବିଜେପିରେ ଯୋଗ ଦେଲେ ଅମରେନ୍ଦ୍ର ଦାସ, ଗତକାଲି ବିଜେଡି ଛାଡିଥିଲେ

ଭୁବନେଶ୍ୱର: ବିଜେପିରେ ଯୋଗଦେଲେ ଜଗତସିଂହପୁରର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ । ଶହଶହ କର୍ମୀଙ୍କ ସହ ଆସ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଦଳରେ ଯୋଗଦେଲେ ଅମରେନ୍ଦ୍ର । ଗତକାଲି ବିଜେଡି ଛାଡିଥିଲେ…

ବ୍ରହ୍ମପୁର ବଡ ଲଢେଇ: ପ୍ରଦୀପ ବନାମ ଭୃଗୁ?

ବ୍ରହ୍ମପୁର: ବିଜେଡିର ବ୍ରହ୍ମପୁର ସରପ୍ରାଇଜ । ୧୯ରେ ବିଜେପି ପ୍ରାର୍ଥୀ, ୨୪ରେ ବିଜେଡି ସେନାପତି । ବ୍ରହ୍ମପୁର ଲଢେଇରେ ଭୃଗୁ ଟୁଇଷ୍ଟ! ଗଞ୍ଜାମ ଗଣିତ ଗୋଳମାଳ! କେତେ କାମ କରିବ ବିଜେଡି ରଣନୀତି? ପ୍ରଦୀପ ପାଣିଗ୍ରାହୀଙ୍କୁ ମାତ୍ ଦେବେ କି ଭୃଗୁ? ନା ପ୍ରଦୀପଙ୍କ ଗୋଟିରେ ହେବେ ଆଉଟ୍? କଣ…

କଂଗ୍ରେସ କୁ ବଡ ଝଟକା, ହାତ ଛାଡିଲେ ପିସିସି ଉପସଭାପତି

ଭୁବନେଶ୍ବର: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ଏହା ପୂର୍ବରୁ କଂଗ୍ରେସକୁ ମିଳିଛି ବଡ ଝଟକା । ଦଳ ଛାଡିଲେ ପିସିସି ଉପ ସଭାପତି ବିଶ୍ୱ ଭୂଷଣ ଦାସ । ସେ ଆଜି ତାଙ୍କର ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ତେବେ ସେ ଦଳ ଛାଡିବା ପଛର କାରଣ ଜଣାପଡିନାହିଁ…

ନବୀନଙ୍କ ଗଡରେ ବିଜେପି ଚକ୍ରବ୍ୟୂହ!

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଡରେ ବିଜେପି ଚକ୍ରବ୍ୟୁହ! ହିଞ୍ଜିଳି ଘେରିବାକୁ ଚବିଶ ପ୍ଲାନ୍! ନବୀନଙ୍କ ବିପକ୍ଷରେ ଶିଶିର ମିଶ୍ର ପ୍ରାର୍ଥୀ । ବିଜେଡିର ସବୁଠୁ ହାଇପ୍ରୋଫାଇଲ୍ ସିଟରେ ଚମକାଇବ କି ଫଳାଫଳ? ଦଳ ଗଠନ ପରଠୁ ବିଜେଡିର ଅଭେଦ୍ୟ ଦୁର୍ଗ ରହିଛି ହିଞ୍ଜିଳି । ୨୦୦୦…

ବଂଶବାଦ ରାଜନୀତି: କେଉଁ ଦଳ ଆଗୁଆ?

ଭୁବନେଶ୍ବର: ନାଁ ବଦଳିଲା, ଟିକେଟ୍ ଘରେ ରହିଲା । ବାପାଙ୍କ ପରେ ପୁଅ ଜଗିବେ ଗଡ ! ମଇଦାନକୁ ଓହ୍ଲାଇଲେ ପୁଅ, ଝିଅ । ପରଦା ପଛରୁ ବିରୋଧୀଙ୍କୁ ମାତ୍ ଦେବାକୁ ଗୋଟି ଚଳାଇବେ ନେତା । ବିବାଦ ହେଉ କି ବୟସ ବାଧା, ନେତାଙ୍କ ଗଡ ଜଗିବେ ଉତ୍ତରାଧିକାରୀ ! ରାଜ୍ୟର ତିନି ପ୍ରମୁଖ ଦଳର ଟିକେଟ୍…

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଭିକେ ପାଣ୍ଡିଆନଙ୍କୁ ବହିଷ୍କାର କରାଯାଉ: ବିଜେପି

ଭୁବନେଶ୍ୱର: ରାଜ୍ୟରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ଏହି ସମୟରେ ସରକାରୀ ଅଧିକାରୀମାନେ ସିଧାସଳଖ ଭାବରେ ରାଜନୈତିକ କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ନାହିଁ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯେଉଁ ଅଫିସରମାନଙ୍କ ତାଲିକା ରହିଛି ସେହି ତାଲିକାର ୧ ନମ୍ବରରେ…