Latest Odisha News

BREAKING NEWS

Browsing Category

ରାଜନୀତି

ବିଜେପିରେ ଅରିନ୍ଦମ: କଣ ଦେଉଛି ସଙ୍କେତ ?

ଭୁବନେଶ୍ୱର: କାହିଁକି ବିଜେଡି ଛାଡି ବିଜେପିକୁ ଗଲେ ଅରିନ୍ଦମ ? ପାରିବାରିକ ବିବାଦ ନା ପଲିଟିକାଲ ଷ୍ଟ୍ରାଟେଜି ? ବିଜେଡି ଉପରେ ଭରସା ପାଇଲାନି କି ? ନା ପଲିଟିକାଲ୍ ମୁଭ ପଛରେ ରହିଛି ଆଉ କିଛି କାରଣ ? ବିଜେଡିର ହେଭିୱେଟ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ହୋଇ ବି କେମିତି ଦଳରେ କୋଣଠେସା…

ଆସନ୍ତାକାଲି ଓଡିଶା ଆସୁଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା

ଭୁବନେଶ୍ୱର: ଆସନ୍ତାକାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା । ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ୧୦ ବର୍ଷର ଉପଲବ୍ଧିକୁ…

ଗୋଟିଏ ବି ଭୋଟ୍ ପାଇନଥିଲେ ତଥାପି ସାଂସଦ ହୋଇଥିଲେ ଏହି ନେତା

ରାୟପୁର: ଚଳିତବର୍ଷର ଲୋକସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି । ଏହାରି ଭିତରେ ଆସନ୍ତୁ ଜାଣିବା ସ୍ବାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ବିଷୟରେ । ଯାହା ଦେଶର ଗତିପଥ ବଦଳାଇଦେଇଥିଲା । ଯଦିଓ ଦେଶର ପ୍ରଥମ ସାଧାରଣ ନିର୍ବାଚନ ସହ…

ଇସ୍ତଫା ଦେଲେ ତେଲେଙ୍ଗାନା ରାଜ୍ୟପାଳ, ଲଢିପାରନ୍ତି ନିର୍ବାଚନ

ହାଇଦ୍ରାବାଦ: ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାଜନ ନିଜ ପଦରୁ ଦେଲେ ଇସ୍ତଫା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ସୌନ୍ଦରାଜନ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ତାମିଲନାଡୁରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି। ଏକ ବିବୃତ୍ତିରେ…

ବିଜେପିରେ ସାମିଲ ହେଲେ ରାଜଗାଙ୍ଗପୁର ମ୍ୟୁନିସିପାଲଟି ପୂର୍ବତନ ଚେୟାରମ୍ୟାନ ପୂର୍ଣ୍ଣଚନ୍ଦ୍ର ରାଉତ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦେଶପ୍ରତି ଉତ୍ସର୍ଗୀକୃତ ଏବଂ ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାଂସଦ ଜୁଏଲ ଓରାମ ଓ ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓଙ୍କ ଉପସ୍ଥିତିରେ ବିଜେଡି ନେତା ତଥା…

ରାହୁଲଙ୍କୁ ମୋଦିଙ୍କ ଟାର୍ଗେଟ: ‘ଦେଶର ପ୍ରତ୍ୟେକ ମାଆ-ଝିଅ ଶକ୍ତିର ରୂପ, ଆଉ ମୁଁ ତାଙ୍କ ପୂଜାରୀ’

ନୂଆଦିଲ୍ଲୀ: ବାଜିସାରିଛି ନିର୍ବାଚନ ବିଗୁଲ। ଦେଶରେ ୨୦୨୪ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତେଲଙ୍ଗାନାର ଜଗତିଆଲରେ ଏକ ଜନ ସମାବେଶକୁ ସମ୍ବୋଧିତ କରିଛନ୍ତି। ତେବେ ପୂର୍ବତନ କଂଗ୍ରେସ ସଭାପତି ତଥା କେରଳର ୱାୟନାଡ଼ ସାଂସଦ…

ଘୋଷଣା ହେବ କି ବିଜେଡିର ପାର୍ଥୀ ତାଲିକ! ନବୀନ ନିବାସରେ ଚାଲିଛି ଗୁରୁତ୍ଵପୁର୍ଣ୍ଣ ବୈଠକ

ଭୁବେନଶ୍ଵର: ବାଜି ସାରିଛି ବିଗୁଲ୍ । ଘୋଷଣା ସରିଛି ସାଧାରଣ ନିର୍ବାଚନ ତାରିଖ । ଏବେ ସବୁ ଦଳ ନିଜ ପାର୍ଥୀ ତାଲିକା ପ୍ରସ୍ତୁତ କରିବାରେ ବ୍ୟସ୍ତ । ଏହାରି ଭିତରେ ଘୋଷଣା ହେବ କି ବିଜେଡିର ପାର୍ଥୀ ତାଲିକା । ନବୀନ ନିବାସରେ ଚାଲିଛି ଗୁରୁତ୍ଵପୁର୍ଣ୍ଣ ବୈଠକ । ପୁରୀ ସଂସଦୀୟ କ୍ଷେତ୍ରର…

ପୁଣି ଦିଲ୍ଲୀ ଗଲେ ମନମୋହନ ସାମଲ, ପ୍ରାର୍ଥୀ ତାଲିକା ଉପରେ ଲାଗିପାରେ ମୋହର

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବସୁଛି ବିଜେପିର କୋର କମିଟି ବୈଠକ । ଏହି ପରିପ୍ରେକ୍ଷିରେ ପୁଣି ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଧରି ଦିଲ୍ଲୀ ଗସ୍ତ କରିଛନ୍ତି । ପ୍ରାର୍ଥୀ ତାଲିକା ଉପରେ ମୋହର ମାରିବ…

ସୁରଙ୍କ ନିର୍ବାଚନୀ ଗଣିତ: କେଉଁ ପରିସ୍ଥିତିରେ ଶରତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଓ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ?

ଭୁବନେଶ୍ୱର: ନିଜ ବୟାନବାଜି ପାଇଁ ଗଣମାଧ୍ୟମରେ ଚର୍ଚ୍ଚାରେ ରହୁଥିବା ଜଟଣି ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ କହିଛନ୍ତି, କେଉଁ ପରିସ୍ଥିତିରେ ରାଜ୍ୟରେ କଂଗ୍ରେସ ସରକାର ଗଢିବ ଏବଂ କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଫେରିବ। ବିଜୁ ଜନତା ଦଳ (ବିଜେଡି) ଓ ଭାରତୀୟ ଜନତା ପାର୍ଟି (ବିଜେପି)…

ଓଡ଼ିଶା ରାଜନୀତିରୁ ଚମକ ହରାଉଛନ୍ତି ଓଲିଉଡ ତାରକା?

ଭୁବନେଶ୍ୱର: ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ହେବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିର ସେଲିବ୍ରିଟିଙ୍କୁ ନେଇ ରାଜନୈତିକ ମଞ୍ଚ ସରଗରମ ହେବାକୁ ଯାଉଛି। କିଛି ତାରକା ନିର୍ବାଚନ ଲଢ଼ିବେ ବୋଲି ଆଶା କରାଯାଉଥିବା ବେଳେ ଅନ୍ୟମାନେ ବିଭିନ୍ନ ରାଜନୈତିକ ଦଳ ପାଇଁ…