Latest Odisha News

BREAKING NEWS

Browsing Category

ରାଜନୀତି

କୋରେଇରୁ ନିର୍ବାଚନ ଲଢିବେ କି ଝିଲିକ? ପ୍ରାର୍ଥୀ କରିବାକୁ ସ୍ଥାନୀୟ ବାସିନ୍ଦାଙ୍କ ଦାବି

ଯାଜପୁର: କୋରେଇ ବିଧାନସଭା ଆସନ ପାଇଁ ଆରମ୍ଭ ହେଲା ଶୀତଳ ଯୁଦ୍ଧ। ବିଜେଡିରୁ ପ୍ରାର୍ଥୀ ହେବାକୁ ମୈଦାନକୁ ଓହ୍ଲାଇଲେ ଓଲିଉଡ଼ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ। ଏଥର କୋରେଇରୁ ନିର୍ବାଚନ ଲଢିବେ କି ଝିଲିକ ! ତାଉପରେ ରହିଛି ସମସ୍ତଙ୍କର ନଜର। ମନ୍ତ୍ରୀ ତଥା ସୁକିନ୍ଦାର ବିଧାୟକ ପ୍ରୀତିରଞ୍ଜନ…

ଶପଥ ନେଲେ ଓଡିଶାର ୩ ନବନିର୍ବାଚିତ ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ: ରାଜ୍ୟସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କଲେ ୧୪ଜଣ ନେତା। ସେଥିରୁ ଓଡିଶାର ୩ଜଣ ରାଜ୍ୟସଭା ସାଂସଦ ଶପଥ ଗ୍ରହଣ କରିଛନ୍ତି । ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ନୂତନ ସଂସଦ ଭବନରେ ସେମାନଙ୍କୁ ଶପଥ ପାଠ କରାଇଛନ୍ତି। ଓଡିଶାରୁ ଅଶ୍ୱିନୀ ବୈଷ୍ଣବ, ଦେବାଶିଷ…

ଚାଲିଛି ଦଳ ଡିଆଁ ପର୍ବ: ରାଜ୍ୟର ଦୁଇ ସୁନାମଧନ୍ୟ ଚିକିତ୍ସକଙ୍କ ବିଜେପିରେ ଯୋଗଦାନ

ଭୁବନେଶ୍ୱର: ନିର୍ବାଚନ ଯେତିକି ଯେତିକି ପାଖଉଛି, ପ୍ରାର୍ଥୀ ଘୋଷଣା ଓ ଟିକେଟ୍ କସରତ୍ ଭିତରେ ସେତିକି ବଢ଼ି ଚାଲିଛି ନେତାଙ୍କ ଦଳ ଡିଆଁ ପର୍ବ। ଆଜି ଶଙ୍ଖ ଛାଡି ପଦ୍ମ ଧରିଲେ ସୁନାମଧନ୍ୟ ନ୍ୟୁରୋ ସର୍ଜରୀ ବିଶେଷଜ୍ଞ ଡା.ପ୍ରତାପ କୁମାର ପାଣି। ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ…

ଶିଳ୍ପ ସମୃଦ୍ଧ ପାଇଁ ମୋଦି ଓ ନବୀନଙ୍କ ଆନ୍ତରିକତା ନାହିଁ: କଂଗ୍ରେସ

ଭୁବନେଶ୍ୱର: ଦେଶ ଏବଂ ଓଡ଼ିଶା ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବାକୁ ମୋଦୀ ଓ ନବୀନ ସରକାରଙ୍କର ଆନ୍ତରିକତା ନାହିଁ । କଂଗ୍ରେସ ସମୟରେ ଦେଶକୁ ଶିଳ୍ପ ସମୃଦ୍ଧ କରିବାକୁ ୨୦୧୧ ଅକ୍ଟୋବର ମାସରେ ତତ୍‌କାଳୀନ କଂଗ୍ରେସ ସରକାର ଜାତୀୟ ଉତ୍ପାଦ ନୀତି ପ୍ରଣୟନ କଲେ । ମୋଦି ସରକାର ଜାତୀୟ ଶିଳ୍ପନୀତିକୁ…

ବିହାରରେ ମୋଦୀଙ୍କ ନିର୍ବାଚନ ପ୍ରଚାର; କହିଲେ ଭାରତର ନାଁ ଖରାପ କରିଛନ୍ତି କଂଗ୍ରେସ-ଆରଜେଡି

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଦିନ ପରେ ସାରା ଦେଶରେ ୨୦୨୪ ସାଧାରଣ ନିର୍ବାଚନ । ନିର୍ବାଚନ ଯେତିକି ଯେତିକି ପାଖଉଛି, ରାଜନେତା ବିଭିନ୍ନ ମାଧ୍ୟମରେ ନିଜ ଦଳର ପ୍ରଚାର ଅଭିଯାନ ବଢେଇ ଚାଲିଛନ୍ତି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଦେଶରେ…

ବିଜେପି ପ୍ରାର୍ଥୀ ଘୋଷଣାର ପୁନଃ ବିଚାର ଦାବୀ କଲେ ଆଶାୟୀ ପୁରୁଣା ନେତା

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଏକ ଛୋଟ ଜିଲ୍ଲା ହୋଇଥିଲେ ହେଁ ଏଠିକାର ରାଜନୀତି ସର୍ବୋପରି ଚର୍ଚ୍ଚାରେ ରହିଥାଏ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଟିକେଟ୍ କୁ ନେଇ ବିବାଦ ଦେଖାଦେଇଛି । ନିଜନିଜ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚର୍ଚ୍ଚା ର ବିଷୟ ପାଲଟି ଥିବା…

ବିଜେଡିରେ ମିଶିଲେ ଶତାଧୀକ ବିଜେପି ନେତା ଓ କର୍ମୀ

ଭୁବନେଶ୍ଵର: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଚାଲିଛି ରାଜନେତା ମାନଙ୍କର ଦଳଡିଆଁ କାର୍ଯ୍ୟକ୍ରମ । ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ବିଜେଡିର ମିଶ୍ରଣ ପର୍ବ । ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲା ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ କୋଟିଆ ବ୍ଲକର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ରାମ ଚନ୍ଦ୍ର…

ବିଜେଡିରୁ ଇସ୍ତଫା ଦେଲେ ଅସିତ୍ ପଟ୍ଟନାୟକ, ଦଳ ଛାଡିବା ପଛର କାରଣ କହିଲେ…

ଭଦ୍ରକ: ବିଜେଡି ଛାଡିଲେ ଭଦ୍ରକ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର ଅସିତ୍ ପଟ୍ଟନାୟକ । ସେ ତାଙ୍କର ଇସ୍ତଫା ପତ୍ର ବିଜେଡ଼ି ଦଳର ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଯେଉଁଠି ସମ୍ମାନ ନାହିଁ ସେ…

କଂଗ୍ରେସ ଛାଡିଲେ ବାପି ସର୍ଖେଲ

ଭୁବନେଶ୍ଵର: କଂଗ୍ରେସ ଛାଡିଲେ ବାପି ସର୍ଖେଲ । କଂଗ୍ରେସର ସମସ୍ତ ପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବାପି ସର୍ଖେଲ । ନିଜର ଇସ୍ତଫା ପତ୍ର ସେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଏଥିସହ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ସେ କଂଗ୍ରେସକୁ…

ବିଜେଡି ଛାଡିଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା

ଭୁବନେଶ୍ଵର: ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିକୁ ଝଟକା । ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର । ରାମଚନ୍ଦ୍ର ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ…