Latest Odisha News

BREAKING NEWS

Browsing Category

ରାଜନୀତି

‘୧୪୭ଟି ବିଧାନସଭା ଏବଂ ୨୧ ଟି ଲୋକସଭା ଆସନ ପାଇଁ ବିଜେପି ପ୍ରସ୍ତୁତ’

ଭୁବନେଶ୍ୱର: ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ନିକଟରେ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବା ପରେ ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶାରେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି ଘୋଷଣା କରିଛି। ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ…

ନିର୍ବାଚନ ବେଳେ ହ୍ଵାଟସଆପକୁ ଆସୁଛି ମୋଦୀଙ୍କ ମେସେଜ, ତେଜିଲା ବିବାଦ

ନୂଆଦିଲ୍ଲୀ: ନିର୍ବାଚନ ବେଳେ ମୋବାଇଲ ହ୍ବାଟସଆପକୁ ଆସୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେସେଜ। ଯେଉଁଥିରେ 'ବିକଶିତ ଭାରତ ସମ୍ପର୍କ'ର ଏକ ହ୍ଵାଟସଆପ୍ ମେସେଜ୍ ବିବାଦ ସୃଷ୍ଟି କରିଛି। ଜନସାଧାରଣଙ୍କ ମତାମତ ଓ ପରାମର୍ଶ ଲୋଡ଼ିଥିବା ଏହି ବାର୍ତ୍ତାକୁ ରାଜନୈତିକ ଉଦ୍ଦେଶ୍ୟରେ ସରକାରୀ…

ବିଜେପିରେ ସାମିଲ ହେଲେ ମାହାଙ୍ଗାର ଯୁବ ସମାଜସେବୀ ସୁମନ୍ତ ଘଡେଇ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗତ ୧୦ ବର୍ଷ ଶାସନରେ ଦେଶର ଗରିବ, ଯୁବକ, କୃଷକ ଓ ମହିଳାଙ୍କ ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ଆଜି “ବିଶ୍ୱ ନେତୃତ୍ୱ ରାଷ୍ଟ୍ର”ଭାବେ ଅଗ୍ରସର ହେବାରେ ଲାଗିଛି ଭାରତବର୍ଷ । ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇଥିବା ପ୍ରଧାନମନ୍ତ୍ରୀଙ୍କ…

ଭାଷଣ ମଝିରେ ପୱନ କଲ୍ୟାଣଙ୍କୁ ଅଟକାଇଲେ ମୋଦି, ପୋଲିସକୁ ଦେଲେ ଏଭଳି ଆଦେଶ

ବିଜୟୱାଡ଼ା: ରବିବାର ଦିନ ଆନ୍ଧ୍ରପ୍ରଦେଶର ପାଲନାଡୁ ଜିଲ୍ଲାର ଚିଲକାଲୁରିପେଟ ଟାଉନ ନିକଟ ବପୁଡି ଗ୍ରାମରେ ଏକ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ରାଲି ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲୁଗୁ ଦେଶମ ପାର୍ଟି ସଭାପତି ଏନ ଚନ୍ଦ୍ରବାବୁ…

ପ୍ରାର୍ଥୀଙ୍କ ଅପରାଧ ରେକର୍ଡ କହିବ ଏହି ମୋବାଇଲ ଆପ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ (ଇସି) ଶନିବାର ଦେଶର ପରବର୍ତ୍ତୀ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଘୋଷିତ ତାରିଖ ଅନୁଯାୟୀ ଏପ୍ରିଲ ୧୯ରୁ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଏବଂ ଫଳାଫଳ ଜୁନ୍ ୪ରେ ଘୋଷଣା କରାଯିବ। ଏହା ବିଶ୍ୱର ସର୍ବବୃହତ ନିର୍ବାଚନ ପ୍ରକ୍ରିୟା ହେବ। ଏହି…

ବିଜେଡ଼ିରେ ଯୋଗଦେଲେ ପାରାଦୀପ ମ୍ୟୁନିସିପାଲିଟି ଉପାଧ୍ୟକ୍ଷାଙ୍କ ସମେତ ୯ କାଉନସିଲର

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ପାରାଦୀପ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାରାଦୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ମୋନିଦୀପା ସର୍ଖେଲଙ୍କ ନେତୃତ୍ୱରେ ପାରାଦୀପ ମ୍ୟୁନିସିପାଲିଟି ଉପାଧ୍ୟକ୍ଷା ଛବିଲତା ରାଉତ ଏବଂ ୯ କାଉନସିଲରଙ୍କ ସମେତ ଶତାଧିକ ବିଜେପି ଓ କଂଗ୍ରେସ…

ସରକାରଙ୍କ ଇସାରାରେ କାମ କରୁଛି ନିର୍ବାଚନ ଆୟୋଗ: କପିଲ ସିବଲ

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ନିର୍ବାଚନ ବଣ୍ଡ ପ୍ରସଙ୍ଗରେ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । କେବଳ ସେତିକି ନୁହେଁ ଦେଶରେ ୭ଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ,…

ଶଙ୍ଖ ଭବନରେ ମିଶ୍ରଣ ପର୍ବ, ବିଜେଡିରେ ସାମିଲ ହେଲେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା

ଭୁବନେଶ୍ବର: ଶଙ୍ଖ ଭବନରେ ମିଶ୍ରଣ ପର୍ବ । ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେଡିରେ ସାମିଲ ହୋଇଛନ୍ତି କଂଗ୍ରେସ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ । ଆଜି ଶଙ୍ଖ ଭବନରେ ଶତାଧିକ ସମର୍ଥକଙ୍କ ସହ ସେ ଦଳରେ ସାମିଲ ହୋଇଛନ୍ତି । ଏହି ସମୟରେ ସାଂସଦ ମାନସ…

ଯେବେ ଏକ ସଙ୍ଗେ ନିର୍ବାଚିତ ହୋଇଥିଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ, ପଢନ୍ତୁ ପୂରା…

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ଗୋଟିଏ ନେସନ ୱାନ ଇଲେକ୍ସନ କାର୍ଯ୍ୟକାରୀ ହୋଇଛି। ବର୍ତ୍ତମାନ ୨୦୨୯ରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହୋଇପାରେ। କିନ୍ତୁ ଆପଣ ଜାଣନ୍ତି କି ଏହି ବ୍ୟବସ୍ଥା ପୂର୍ବରୁ ମଧ୍ୟ ଦେଶରେ ଲାଗୁ ହୋଇଥିଲା। ଦେଶରେ…

ନିର୍ବାଚନ ତାରିଖ ଘୋଷଣା ବେଳେ ଏହି ଭୁଲ କରିଥିଲେ ଆୟୋଗ, ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ଲୋକସଭା ୨୦୨୪ ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିର୍ବାଚନ ଆୟୋଗର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ସେ ଉଭୟ ଇଂରାଜୀ ଏବଂ ହିନ୍ଦୀରେ ନିଜର ମତ ଉପସ୍ଥାପନ କରୁଥିଲେ, ଯାହା ଦ୍ୱାରା…