Latest Odisha News

BREAKING NEWS

Browsing Category

ରାଜନୀତି

ଆସନ ବୁଝାମଣାରେ ବାଧା, ଦୋଛକିରେ ବିଜେଡି-ବିଜେପି ମେଣ୍ଟ ସମ୍ଭାବନା

ସନ୍ଦୀପ ମିଶ୍ର ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସହ ମେଣ୍ଟ ସମ୍ଭାବନାକୁ ଭାରତୀୟ ଜନତା ପାର୍ଟି (ବିଜେପି)ର କିଛି ବରିଷ୍ଠ ନେତା ଗଣମାଧ୍ୟମ ସମ୍ମୁଖରେ ଅସ୍ୱୀକାର କରୁଛନ୍ତି। କିନ୍ତୁ ଆସନ ବୁଝାମଣାକୁ ନେଇ ରାଜ୍ୟ ରାଜନୀତିରେ ଯେଉଁ ସ୍ଥିତି ଉପୁଜିଛି ଏବଂ ତୃଣମୂଳସ୍ତରରୁ ଦଳୀୟ…

ଓଡ଼ିଶା କଂଗ୍ରେସ ପାଇଁ ୩ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା କେନ୍ଦ୍ର କଂଗ୍ରେସ

ଭୁବନେଶ୍ୱର: ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ୩ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛି କଂଗ୍ରେସ। ଏଆଇସିସିର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ରବିବାର ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ଦଳର ନେତା ମୀନାକ୍ଷୀ ନଟରାଜନ, ହରକ ସିଂହ ରାୱତ ଏବଂ ପରଗତ ସିଂହଙ୍କୁ କଂଗ୍ରେସ ସଭାପତି…

ଦଳୀୟ ସାଂସଦଙ୍କ ‘ସମ୍ବିଧାନ ବଦଳାଯାଇପାରିବ’ ମନ୍ତବ୍ୟରୁ ଦୂରେଇ ରହିଲା ବିଜେପି, ମାଗିଲା ସ୍ପଷ୍ଟୀକରଣ

ବେଙ୍ଗାଲୁରୁ: କଂଗ୍ରେସ ହିନ୍ଦୁ ସମାଜକୁ ଦମନ କରିବାକୁ ଯାଇ ଏକ ଆଇନ୍ ଆଣିଛି। ହେଲେ ଏହା ବଦଳାଇ ହେବ। ଯଦି ବିଜେପି ଉଭୟ କେନ୍ଦ୍ରରେ ଏବଂ ରାଜ୍ୟରେ ଦୁଇ ତୃତୀୟାଂଶ ଭୋଟ୍ ଲାଭ କରିବ। ତାହେଲେ ସମ୍ବିଧାନ ପରିବର୍ତ୍ତନ ହୋଇପାରେ ବୋଲି ଦଳୀୟ ସାଂସଦ ଅନନ୍ତ କୁମାର ହେଗଡେ ଦେଇଛନ୍ତି। ଏବେ ଏହାକୁ…

ବିଜେଡି କରିନି କିନ୍ତୁ ସାଲେପୁର ଆସନ ପାଇଁ ପ୍ରତାପ ଜେନା ଘୋଷଣା କରିଦେଲେ ପ୍ରାର୍ଥୀ

ସାଲେପୁର: ଭାରତୀୟ ଜନତା ପାର୍ଟି (ବିଜେପି) ଓ ବିଜୁ ଜନତା ଦଳ (ବିଜେଡି) ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱ ମଧ୍ୟରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ମାଳସାସନରେ ଏକ ସାଧାରଣ ସଭାରେ ଶ୍ରୀ ଜେନା ସାଲେପୁର ବିଧାନସଭା…

ଉଦଘାଟନ କରିବାକୁ ଯାଇ ଅପଦସ୍ତ ହେଲେ ବିଜେଡି ବିଧାୟକ ଅନନ୍ତ ଦାସ

ଭୋଗରାଇ: ନିର୍ବାଚନ ବେଳେ ନେତା ଏବେ ଗାଁରେ ଡେରା ପକାଇଛନ୍ତି। ରାଜଧାନୀ ଛାଡି ଲୋକଙ୍କ ସେବାରେ ସମର୍ପି ଦେବା ସହ ଲୋକଙ୍କ ଭଲ ମନ୍ଦ ବୁଝିବା ସହିତ ଅନେକ ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ଭୋଗରାଇର ବିଜେଡି ବିଧାୟକ ଜାଣିନଥିଲେ ଯେ ତାଙ୍କୁ ତାଙ୍କ ଭୋଟରଙ୍କ ଦ୍ବାରା ଅପଦସ୍ତ ହେବାକୁ…

ଅଡୁଆ ସୁତାରେ ଛନ୍ଦି ଯାଇଛି ବିଜେଡି-ବିଜେପି ମେଣ୍ଟ ଅଙ୍କକଷା

ଭୁବନେଶ୍ୱର: ବିଜେଡି-ବିଜେପି ମେଂଟ ସସପେନ୍ସ । ଦିନ ଯେତେ ଗଡୁଛି, ଦ୍ୱନ୍ଦ୍ୱ ସେତେ ବଢୁଛି । ମେଂଟ ଅଙ୍କକଷା ଅଡୁଆ ସୁତାରେ ଛନ୍ଦି ହୋଇଥିବା ବେଳେ ଚାଲିଛି ଲାଭ କ୍ଷତିର ହିସାବ । ମେଂଟ ହେଲେ ବିଜେପି କେତେ ପାଇବ କେତେ ହରାଇବ ? ଓଡିଶାରେ ପଦ୍ମ ଅଧିକ ଫୁଟିବ ନା ମେଣ୍ଟ ମାଡରେ ଝାଉଁଳି ପଡିବ ?…

ନୂଆ ନିର୍ବାଚନ ଆୟୁକ୍ତ ନିଯୁକ୍ତି ପାଇଁ ମାର୍ଚ୍ଚ ୧୫ରେ ବୈଠକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋୟଲ ହଠାତ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହାପୂର୍ବରୁ ଅନୁପ ଚନ୍ଦ୍ର ପାଣ୍ଡେ ୧୪ ଫେବୃଆରୀରେ ଅବସର ନେଇଥିଲେ। ବର୍ତ୍ତମାନ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ହେଉଛନ୍ତି ନିର୍ବାଚନ ପ୍ରାଧିକରଣର ଏକମାତ୍ର ସଦସ୍ୟ।…

ଯଦି ମେଣ୍ଟ ହୁଏ ତେବେ ଅନୁଗୁଳର କେଉଁ ଆସନରୁ କିଏ ଲଢ଼ିବେ !

ଅନୁଗୁଳ: ଗତ କିଛିଦିନ ହେଲା ମେଣ୍ଟକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି । ବିଜେଡି ଓ ବିଜେପି ମଧ୍ଯରେ ମେଣ୍ଟ ହେବ ନା ନାହିଁ ? ଯଦି ହେବ ତାହାଲେ କାହା ଭାଗରେ କେଉଁ ଆସନ ପଡିବ ? ସବୁ ସ୍ଥାନରେ ଗଣିତ କଷା ଚାଲିଥିବା ବେଳେ ଅଙ୍କ ଛିଡୁନି । ତେବେ ଯଦି ମେଣ୍ଟ ହୁଏ ତେବେ ଅନୁଗୁଳ ଜିଲ୍ଲା…

ଟିଡିପି ଓ ଜନସେନା ପାର୍ଟି ଆସନ ବୁଝାମଣା ଚୂଡ଼ାନ୍ତ ପାଇଁ ବୈଜୟନ୍ତଙ୍କୁ ଦାୟିତ୍ଵ

ଭୁବନେଶ୍ବର: ଆନ୍ଧ୍ର ପ୍ରଦେଶରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଓ ଜନସେନା ପାର୍ଟି ଗତକାଲି ଏନଡିଏ ମେଣ୍ଟରେ ସାମିଲ ହେବା ପରେ, ଆସନ ବୁଝାମଣା ଚୂଡ଼ାନ୍ତ କରିବା ପାଇଁ ଆଜି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଦୁଇ ଦିନିଆ ଆନ୍ଧ୍ର…

ନିର୍ବାଚନ ତାରିଖକୁ ନେଇ ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ସାରା ଦେଶରେ ରାଜନୈତିକ କାର୍ଯ୍ୟକଳାପ ବଢିବାରେ ଲାଗିଛି।ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବା ଆରମ୍ଭ କରିଦେଇଛନ୍ତି। ସେପଟେ ନିର୍ବାଚନ ଆୟୋଗ ମଧ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିର୍ବାଚନ ଆୟୋଗ…