Latest Odisha News

BREAKING NEWS

Browsing Category

ରାଜନୀତି

ବିଜେଡି ପାଇଁ କଣ୍ଟା ସାଜିଛି କୋରେଇ: ପ୍ରଣବଙ୍କ ପରିବାର ବନାମ ଘଡାଇ ପରିବାର କିଏ ହାତେଇବ ଟିକେଟ୍?

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ଆସନ କୋରେଇ ନିର୍ବାଚନ ମଣ୍ଡଳୀର ରାଜନୈତିକ ଗତିବିଧି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବିଜୁ ଜନତା ଦଳର ପୂର୍ବତନ ନେତା ଆକାଶ ଦାସ ନାୟକଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ କରିଥିବା ବେଳେ ବିଜେଡି ଓ କଂଗ୍ରେସ ଏବେ…

ବଲାଙ୍ଗୀର ସଦରରେ ବିଗ୍ ଫାଇଟ୍: ମୈଦାନରେ ଅନଙ୍ଗ ଏବଂ ନରସିଂହଙ୍କ ସୁପୁତ୍ର

ବଲାଙ୍ଗୀର: ବଲାଙ୍ଗୀର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୋରଦାର ନିର୍ବାଚନୀ ଲଢ଼େଇ ହେବାକୁ ଯାଉଛି। କଂଗ୍ରେସ ନେତା ନରସିଂହ ମିଶ୍ର ଓ ବିଜୁ ଜନତା ଦଳ ନେତା ଅନଙ୍ଗ ଉଦୟ ସିଂହଦେଓଙ୍କ ପରିବାର ଏହି ସମ୍ମାନଜନକ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଥର କଂଗ୍ରେସରୁ ନରସିଂହଙ୍କ ପୁଅ…

ରାୟଗଡ଼ା ଆସନକୁ ନେଇ ଉତ୍ତେଜନା, ବିଜୁ ଜନତା ଦଳରେ ଟିକେଟ କଂଦଳ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଜୁ ଜନତା ଦଳରେ ଟିକେଟ କଂଦଳ। ବିଜେଡ଼ିରୁ ଟିକେଟ ହାତେଇ ଥିବା ଅନୁସୂୟା ମାଝୀଙ୍କୁ ନେଇ ବିବାଦୀୟ ସ୍ଥିତି। ଜିଲ୍ଲା ସଭାପତି ସୁଧୀର ଦାସଙ୍କ ସ୍ଥାନରେ ଏନ ଭାସ୍କର ରାଓ ହେଲେ ଜିଲ୍ଲା ସଭାପତି। ସୁଧୀର ଦାସ ହେଲେ ରାଜ୍ୟ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ…

ବିଜେଡ଼ିରେ ଯୋଗଦେଲେ ଦଶପଲ୍ଲା ସ୍ୱାଭିମାନ ମଞ୍ଚର ସଭାପତି ଶ୍ରୀହରି ନାୟକ

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ନିର୍ବାଚନମଣ୍ଡଳୀର ଦଶପଲ୍ଲା ସ୍ୱାଭିମାନ ମଞ୍ଚର ସଭାପତି ତଥା ସାମାଜିକ କର୍ମୀ ଶ୍ରୀହରି ନାୟକଙ୍କ ସମେତ ଶତାଧିକ ବିଜେପି ଏବଂ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ…

ବିଜେପିରେ ଯୋଗ ଦେଲେ ରମେଶ ସାଏ, ଗତକାଲି ଛାଡିଥିଲେ ବିଜେଡ଼ି

ଅନୁଗୁଳ: ଆଠମଲ୍ଲିକ ବିଧାୟକ ରମେଶ ସାଏ ଦଳ ଛାଡ଼ିଛନ୍ତି । ଗତକାଲି ଦଳ ଛାଡିବା ପରେ ଆଜି ସେ ବିଜେପିରେ ଯୋଗ ଦେଇଛନ୍ତି । ଆଜି କତଡା ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ଆଉ ତାଙ୍କର ଶତାଧିକ ସମର୍ଥକ ବିଜେପିରେ ଯୋଗ ଦେଇଛନ୍ତି । ସୂଚନା ଅନୁସାରେ ପ୍ରଶାସନିକ…

ନେତାଜୀଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ କହିଲେ କଙ୍ଗନା, ଟ୍ରୋଲ ପରେ ଇନଷ୍ଟାରେ ଦେଲେ ଜବାବ

ନୂଆଦିଲ୍ଲୀ: ନିକଟରେ ଅଭିନେତ୍ରୀରୁ ରାଜନେତା ପାଲଟିଥିବା ତଥା ବିଜେପିର ସାଂସଦ ପ୍ରାର୍ଥୀ କଙ୍ଗନା ରାଣାୱତ ଟାଇମ୍ସ ନାଓ ସମ୍ମିଳନୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଷୟରେ ମନ୍ତବ୍ୟ ଦେଇ ଟ୍ରୋଲର ଶିକାର ହୋଇଛନ୍ତି। ସେ ନେତାଜୀଙ୍କୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ବୋଲି…

କଙ୍କଡ଼ା ଦେଖାଇ ଷ୍ଟଣ୍ଟ କରି ଫସିଲେ ରୋହିତ ପାଓ୍ବାର, ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ

ମୁମ୍ବାଇ: ଏନସିପି (ଶରଦ ପାୱାର) ଗୋଷ୍ଠୀର ନେତା ରୋହିତ ପାୱାର ନିକଟରେ ପୁଣେରେ ଏକ ସାମ୍ବାଦିକ ସମ୍ମିଳନୀରେ ଏକ ଜୀବନ୍ତ କଙ୍କଡ଼ା ଆଣିଥିବାରୁ ସମାଲୋଚନାର ଶିକାର ହୋଇଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ଦଳର ଦୁର୍ନୀତି ବିରୋଧରେ କହିବା ବେଳେ ସେ କଙ୍କଡ଼ାକୁ ଏକ ଚିହ୍ନ ଭାବେ ଦେଖାଇ ଉଦାହରଣ ଦେଇଥିଲେ।…

‘୨୦୦୪ର ପରିଣାମ ୨୦୨୪ରେ ରିପିଟ୍ ହେବ’, ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା କିଏ ହେବେ କହିଲେ…

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏନଡିଏର ୨୦୨୪ ଅଭିଯାନ ୨୦୦୪ରେ 'ଇଣ୍ଡିଆ ସାଇନିଂ' ଅଭିଯାନ ଭଳି ହେବ। ରାଜସ୍ଥାନ ଜୟପୁରରେ କଂଗ୍ରେସ ନିର୍ବାଚନୀ ଇସ୍ତାହାର ଘୋଷଣା କରିବା ବେଳେ ରାହୁଲ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ଏପରି କହିଛନ୍ତି। ଚଳିତ…

“ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ପ୍ରଶାସନିକ ଅଧିକାରୀମାନେ ଶାସକ ଦଳର କର୍ମୀ ସାଜି ନିର୍ବାଚନ ପ୍ରଚାର…

ଭୁବନେଶ୍ୱର: ଓଡିଶା ବୋଧହୁଏ ଏକମାତ୍ର ରାଜ୍ୟ ଯେଉଁଠି ପ୍ରଶାସନିକ ଅଧିକାରୀମାନେ ଶାସକ ଦଳର ଗୁଣ୍ଡାଭଳି କାର୍ଯ୍ୟ କରିବା ସହ କର୍ମୀ ସାଜି ନିର୍ବାଚନ ପ୍ରଚାର ମଧ୍ୟ କରନ୍ତି । ନିର୍ବାଚନ ଆସିଲେ ବିଜୁ ଜନତା ଦଳ ସରକାରୀ କର୍ମଚାରୀମାନଙ୍କୁ ନିଜର କର୍ମୀ ଭଳି ବ୍ୟବହାର କରେ । ଯାହାର ନମୁନା ବିଗତ…

ତୃତୀୟ ପର୍ଯାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି, ନୂଆ ଚେହେରାକୁ ଗୁରୁତ୍ବ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏହି ତାଲିକାରେ ରେଙ୍ଗାଲି ବିଧାନସଭା ଆସନ ପାଇଁ ସୁଦର୍ଶନ ହରିପାଲଙ୍କୁ ପ୍ରାର୍ଥୀ କରାଯାଇଛି। ରାଉରକେଲା ପାଇଁ ସାରଦା ପ୍ରସାଦ ନାୟକ,…