Latest Odisha News

BREAKING NEWS

Browsing Category

ରାଜନୀତି

ଓଡ଼ିଶା ଆସିବେ ବିଜେପି କେନ୍ଦ୍ରୀୟ ନେତୃତ୍ବ; କରିବେ ସମୀକ୍ଷା, ଦେବେ ଗୁରୁମନ୍ତ୍ର 

ଭୁବନେଶ୍ୱର : ଶିବରାଜ ସିଂ ଚୌହାନଙ୍କ ଠୁ ଆରମ୍ଭ କରି ଜେ ପି ନଡ୍ଡା।ନୀତିନ ଗଡ଼କରୀଙ୍କ ଠୁ ରାଜନାଥ ସିଂ। ବିଜେପିର କେନ୍ଦ୍ରୀୟ ଟିମ୍ ଏବେ ଓଡ଼ିଶା ପାଇଁ ଚଲେଇଛି ଗୋଟି ଚାଳନା। ୨୪ ନିର୍ବାଚନ ପାଇଁ ଏବେଠୁ ଅଣ୍ଟା ଭିଡିଲାଣି ରାଜ୍ୟ ବିଜେପି । ସଜାଡ଼ିଲଣି ମଇଦାନ, ଆରମ୍ଭ କଲାଣି ରଣନୀତି। ଚଳିତ…

ଓଡ଼ିଶା ସରକାର ଆନ୍ଧ୍ର ପାଖରେ କୋଟିଆକୁ ସମର୍ପି ଦେଇଛନ୍ତି: କଂଗ୍ରେସ

ଭୁବନେଶ୍ୱର: କୋଟିଆରେ ଆନ୍ଧ୍ରର ବେଆଇନ କାର୍ଯ୍ୟକୁ ପ୍ରତିବାଦ କରିବାରେ ନବୀନ ସରକାର ବିଫଳ ହୋଇଛନ୍ତି । କୋରାପୁଟ ଜିଲ୍ଳାର କୋଟିଆ ପଂଚାୟତରେ ଆନ୍ଧ୍ର ସରକାର ଯେଭଳି ଭାବରେ କାର୍ଯ୍ୟକ୍ରମ କରୁଛନ୍ତି ଏବଂ ଓଡ଼ିଶାର ସରକାରଙ୍କ ପକ୍ଷରୁ ଯେପରି ନୀରବତା ଅବଲମ୍ବନ କରାଯାଉଛି ଏଥିରୁ ଅନୁମେୟ ଓଡ଼ିଶା…

ଆସ୍ଥା ଭୋଟ୍ ହାତେଇଲେ ନୀତୀଶ କୁମାର

ପାଟନା:ହଟଚମଟ ମଧ୍ୟରେ ବିହାର ରାଜନୀତିରେ ଆସ୍ଥା ଭୋଟ ହାତେଇଛନ୍ତି ନୀତୀଶ କୁମାର। ଫ୍ଲୋର ଟେଷ୍ଟ ପାଇଁ ସୋମବାର ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ତେବେ ଏହାରି ମଧ୍ୟରେ ଆସ୍ଥା ଭୋଟ୍ ତାଙ୍କ ସପକ୍ଷରେ ଯାଇଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ସହ ମିଶି ସରକାର ଗଢିବା ପରେ ଆଜି ବିଧାନସଭାରେ…

ଶିଳ୍ପର ହବ୍ ପାଲଟିବ ମୟୂରଭଞ୍ଜ, ଖର୍ଚ୍ଚ ହେବ ୫୯୪୦ କୋଟି ଟଙ୍କା

ମୟୂରଭଞ୍ଜ:ନୂଆ ରୂପ ପାଇବ ମୟୂରଭଞ୍ଜ। ପାଲଟିବ ଶିଳ୍ପର ହବ୍। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ୫୯୪୦.୨୮ କୋଟି ଟଙ୍କା ପୁଞ୍ଜିନିବେଶ‌ରେ ୧୨ଟି ବୃହତ୍‌ ଶିଳ୍ପ ପ୍ରତିଷ୍ଠା ହେବ। ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ଏହାକୁ ଅନୁମୋଦନ କରିଛି। ଏହାଦ୍ବାରା ୯୩୧୨ଜଣ ନିଯୁକ୍ତି ପାଇବେ।…

ଲୋକସଭା ନିର୍ବାଚନ: ଓଡ଼ିଶା ପାଇଁ ବିଜେପିର ରଣନୀତି କଣ?

ଭୁବନେଶ୍ୱର:ଆକ୍ସନ ମୋଡରେ ଏବେ ଭାରତୀୟ ଜନତା ପାର୍ଟି। କେନ୍ଦ୍ରରେ ତିସରୀ ବାର ମୋଦି ସରକାରର ନାରା ଦିଆଯାଉଥିବା ବେଳେ ରାଜ୍ୟରେ ଏଥର ପଦ୍ମ ଫୁଟାଇବା ପାଇଁ କସରତ କରୁଛି ବିଜେପି। ଏହାରି ମଧ୍ୟରେ ଓଡ଼ିଶା ପାଇଁ ବିଶେଷ ରଣନୀତି ପ୍ରସ୍ତୁତ କରାଯାଉଛି। କାରଣ ଲକ୍ଷ୍ୟ ରହିଛି ୧୬ରୁ ଅଧିକ ଲୋକସଭା…

୧୩ ଜିଲ୍ଲାରେ ବଦଳିଲେ କଂଗ୍ରେସ ସଭାପତି

ଭୁବନେଶ୍ୱର:ତୃଣମୂଳ ସ୍ତରରେ ଦଳକୁ ସୁଦୃଢ଼ କରୁଛି କଂଗ୍ରେସ। ୧୧ଟି ଜିଲ୍ଲାରେ ୧୩ଟି ଜିଲ୍ଲା କଂଗ୍ରେସ କମିଟିର ସଭାପତି ବଦଳିଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିସ କ୍ରମେ ଜିଲ୍ଲାସ୍ତରରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ଜିଲ୍ଲା କଂଗ୍ରେସ କମିଟି ସଭାପତିମାନଙ୍କୁ ପରିବର୍ତ୍ତନ…

କାଲି ନୀତିଶଙ୍କର ଅଗ୍ନିପରୀକ୍ଷା, କଣ କହୁଛି ଗଣିତ

ପାଟନା: ଆସନ୍ତାକାଲି ନୀତୀଶ ସରକାରଙ୍କୁ ଫ୍ଲୋର ଟେଷ୍ଟର ସାମ୍ନା କରିବେ। ଆସନ୍ତା କାଲି ସଦନରେ ବହୁମତ ସାବ୍ୟସ୍ତ କରିବାକୁ ହେବ ନୀତୀଶ କୁମାର। କିନ୍ତୁ ଅୱଧ ବିହାରୀ ଚୌଧୂରୀ ବାଚସ୍ପତି ପଦରେ ରହିଥିବାରୁ ଜେଡ଼ିୟୁ ଓ ବିଜେପି ନେତାଙ୍କ ପାଇଁ ସମସ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସୂଚାଉଛି…

ଖଡଗେଙ୍କୁ ଆଚାର୍ଯ୍ୟ ପ୍ରମୋଦଙ୍କ ୭ଟି ପ୍ରଶ୍ନ

ନୂଆଦିଲ୍ଲୀ:ଆଚାର୍ଯ୍ୟ ପ୍ରମୋଦ କୃଷ୍ଣନଙ୍କୁ ଦଳ ଦେଖାଇଛି ବାହାରର ରାସ୍ତା। ଏହାରି ଭିତରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଆଚାର୍ଯ୍ୟ ପ୍ରମୋଦ ପଚାରିଛନ୍ତି ୭ଟି ପ୍ରଶ୍ନ। ସେ ତାଙ୍କ ପ୍ରଶ୍ନବାଣରେ କହିଛନ୍ତି ମୁଁ କଂଗ୍ରେସ ନେତାମାନଙ୍କୁ ପଚାରିଥିଲି ଯେ ମୁଁ ଦଳ ବିରୋଧୀ…

ସଂସଦରେ ରାମ ଗାଥା ବର୍ଣ୍ଣନା କଲେ ପ୍ରତାପ ଷଡଙ୍ଗୀ

ନୂଆଦିଲ୍ଲୀ: ରାମମୟ ହେଲା ସଂସଦ ଭବନ। ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ ଅଧିବେଶନର ଶେଷ ଦିନରେ ରାମ ମନ୍ଦିର ଉପରେ ନିୟମ ୧୯୩ ଅନୁଯାୟୀ ଲୋକସଭାରେ ଏହି ସ୍ୱତନ୍ତ୍ର କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଲୋଚନାବେଳେ ଓଡ଼ିଶାର ବାଲେଶ୍ୱରର ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ…

ମୈଦାନକୁ ଓହ୍ଲାଇବେ ଯୁବରାଜ ସିଂ, କ୍ରିକେଟ୍ ପାଇଁ ନୁହେଁ ରାଜନୀତିରେ କରିବେ ଡେବ୍ୟୁ

ନୂଆଦିଲ୍ଲୀ: ମୈଦାନରେ ହେବ ଚୌକା ଓ ଛକାର ବର୍ଷା। କ୍ରିକେଟ ମୈଦାନରେ ନୁହେଁ, ରାଜନୀତି ପଡିଆରେ। କାରଣ ରାଜନୀତିକୁ ଓହ୍ଲାଇବେ କ୍ରିକେଟର ଯୁବରାଜ ସିଂ। ଖୁବଶୀଘ୍ର ସେ ପଲିଟିକ୍ସକୁ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ନିର୍ବାଚନ ନିମନ୍ତେ ସବୁ ରାଜନୈତିକ ଦଳ ବିଗୁଲ ଫୁଙ୍କି ସାରିଲେଣି ଓ…