Latest Odisha News

BREAKING NEWS

Browsing Category

ରାଜନୀତି

ମନ୍ଦିର ଉଦଘାଟନ ଉତ୍ସବରେ ଯୋଗଦେବାକୁ ଆସି ଦଳର ପ୍ରତିପକ୍ଷ ଗୋଷ୍ଠୀଙ୍କ ଦ୍ବାରା ହଟହଟା ହେଲେ ନଳିନୀ ପ୍ରଧାନ

ଆଠମଲ୍ଲିକ: ନିର୍ବାଚନ ପୂର୍ବରୁ ଶାସକ ଦଳରେ ଗୋଷ୍ଠୀ କନ୍ଦଳ। ଗଣ୍ଡ ସମାଜ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅନୁଗୁଳ ଆଠମଲ୍ଲିକରେ ଶାସକ ବିଜୁ ଜନତା ଦଳ (ବିଜେଡି) ଦଳ ମଧ୍ୟରେ ଥିବା ଫାଟ ସାମ୍ନାକୁ ଆସିଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ବେଳେ ଦଳୀୟ ନେତା ତଥା ପୂର୍ବତନ ପୂର୍ତ୍ତ…

ମମିତା ମେହେର ଓ ମହିଳାଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ବିଜେଡି ନେତୃତ୍ୱାଧୀନ ଓଡ଼ିଶା ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ, ଏ ସରକାର ଅହଂକାରରେ ବୁଡିଛି। ମମିତା ମେହେର ହତ୍ୟା ମାମଲାକୁ ଲୁଚାଇବା ଏବଂ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବାରେ ଏ ସରକାର…

ରାମ ମନ୍ଦିର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ କଂଗ୍ରେସ ଯୋଗନଦେବା ପଛର କାରଣ କହିଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ ହୋଇଯାଇଛି । ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ମହାରାଷ୍ଟ୍ରରେ ଶେଷ ହେବ । ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ନାଗାଲାଣ୍ଡରେ ପହଞ୍ଚିଛି । କାହିଁକି ରାମ ମନ୍ଦିର ପ୍ରାଣ…

ସକାଳେ ‘ହାତ’ ଛାଡ଼ିଲେ, ସନ୍ଧ୍ୟାରେ ଏକନାଥ ସିନ୍ଦେଙ୍କ ଧନୁତୀର ଧରିଲେ ମିଲିନ୍ଦ

ନୂଆଦିଲ୍ଲୀ: ମହାରାଷ୍ଟ୍ର କଂଗ୍ରେସକୁ ଏକ ବଡ଼ ଝଟକା ଦେଇଥିବା ଭେଟେରାନ ନେତା ମିଲିନ୍ଦ ଦେଓରା ଶେଷରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଶ୍ରୀ ଦେଓରା ଶିବସେନାରେ ଯୋଗ ଦେଇଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ମିଲିନ୍ଦ ଦେଓରା…

ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଲେ ରେଳମନ୍ତ୍ରୀ, ବାଲେଶ୍ଵରକୁ ନା କହିବା ପରେ ଚର୍ଚ୍ଚାରେ କଟକ

ଭୁବନେଶ୍ୱର: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତି। ସେ ଓଡ଼ିଶାର ବାଲେଶ୍ୱର ଆସନରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା ଆଜିର ବାଲେଶ୍ୱର ଗସ୍ତ। ତେବେ ଆଜି ରବିବାର ଦିନ ଏହି ଚର୍ଚ୍ଚାକୁ ନେଇ ମୁଁହ ଖୋଲିଛନ୍ତି…

ଭାରତ ନ୍ୟାୟ ଯାତ୍ରା ଆରମ୍ଭରୁ କଂଗ୍ରେସକୁ ବଡ଼ ଝଟ୍କା, ହାତ ଛାଡିଲେ ମିଲିନ୍ଦ

ନୂଆଦିଲ୍ଲୀ: ଭାରତ ନ୍ୟାୟ ଯାତ୍ରା ଆରମ୍ଭରୁ କଂଗ୍ରେସକୁ ଲାଗିଲା ବଡ଼ ଝଟ୍‌କା । ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ମିଲିନ୍ଦ ଦେଓରା କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ଏ ନେଇ ସେ ନିଜ ‘ଏକ୍ସ’ ଏକାଉଣ୍ଟରେ ଏକ ପୋଷ୍ଟ କରି  ସୂଚନା…

ସାଧାରଣ ନିର୍ବାଚନକୁ ନେଇ ରାଜ୍ୟ ବିଜେପିର ସ୍ୱତନ୍ତ୍ର ରଣନୀତି

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ବିରୋଧୀ INDIA ମେଣ୍ଟ ଗଠନ କରିଛନ୍ତି। ମୋଦୀଙ୍କୁ ହରାଇବା ପାଇଁ ବିରୋଧୀ ସମସ୍ତ ପ୍ରକାରର ଚେଷ୍ଟ ଚଳାଇଛନ୍ତି। ସମାନ ଢଙ୍ଗରେ ବିଜେପି ଏହି ନିର୍ବାଚନ ଜିତିବା ପାଇଁ କୌଣସି ପ୍ରକାରର ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହିଁ।…

ଓଡ଼ିଶା ଆସିବେ ମଲ୍ଲିକାର୍ଜୁନ ଖଡ଼ଗେ, ଭୁବନେଶ୍ୱରରେ ହେବ ବିଶାଳ ସମାବେଶ

ଭୁବନେଶ୍ୱର: ଚଳିତ ମାସ ଶେଷ ସପ୍ତାହରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ରାଜ୍ୟ କଂଗ୍ରେସ ନେତାଙ୍କ ମନୋବଳ ବଢାଇବା ସହିତ ବିଶାଳ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି…

ଇଣ୍ଡିଆ ମେଣ୍ଟ ବୈଠକ: ମେଣ୍ଟର ସଂଯୋଜକ ହେବାକୁ ନୀତିଶ ଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟର ବୈଠକକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଏହି ବୈଠକରେ ଭାବେ ନୀତିଶ କୁମାରଙ୍କ ନାଁ ଘୋଷଣା ହୋଇଥିଲା । ହେଲେ ସେ ଏହି ପ୍ରସ୍ତାବକୁ ମନା କରିଦେଇଛନ୍ତି । ନୀତିଶ କହିଛନ୍ତି ଯେ, ମୁଁ କୌଣସି ପଦବୀ ପାଇଁ ଆଗ୍ରହୀ ନୁହେଁ । ସଂଯୋଜକ କେବଳ କଂଗ୍ରେସରୁ ହେବା…

ରାଜ୍ୟ ନିର୍ବାଚନ କମିଟି ଘୋଷଣା କଲା ଏଆଇସିସି

ଭୁବନେଶ୍ୱର: ଆସନ୍ତା ୨୦୨୪ ଲୋକସଭା ଓ ବିଧାନ ସଭା ନିର୍ବାଚନକୁ ଆଖି ଆଗରେ ରଖି ଆଜି ଏଆଇସିସି ତରଫରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଘୋଷଣା କରାଯାଇଛି । ଏଆଇସିସି ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖର୍ଗେ ଉକ୍ତ କମିଟିକୁ ଅନୁମୋଦନ କରିଛନ୍ତି । ଏନେଇ ଏଆଇସିସିର ସାଧାରଣ…