Latest Odisha News

BREAKING NEWS

Browsing Category

ରାଜନୀତି

ସୁନ୍ଦରଗଡ ସମରସଜ୍ଜା : ପୁଣି ମଇଦାନକୁ ଓହ୍ଲାଇବେ କି ଜୁଏଲ୍!

ଭୁବନେଶ୍ଵର: ଚବିଶ ସମର ପାଇଁ ସୁନ୍ଦରଗଡ ପ୍ରସ୍ତୁତ । ଗତ ୫ବର୍ଷ ଧରି ଗ୍ରାଉଣ୍ଡରେ ହୋମୱାର୍କ କରିଛନ୍ତି ତିନି ଦଳ । ବିଜୟ ରେକର୍ଡ ଦେଖିଲେ, ଆଦିବାସୀ ବହୁଳ ସୁନ୍ଦରଗଡ ଲୋକସଭା ଆସନରେ ଆଜି ଯାଏଁ ଜିତିନାହିଁ ବିଜେଡି । ୭ଥର ବାଜି ମାରିଛି କଂଗ୍ରେସ ତ ୫ଥର ବିଜେପିରୁ ଜିତିଛନ୍ତି ଜୁଏଲ ଓରାମ ।…

ପଦ୍ମ ଧରିଲେ ପୂର୍ବତନ ଗୁଣୁପୁର ବିଧାୟକ ତ୍ରୀନାଥ ଗମାଙ୍ଗୋ

ଭୁବନେଶ୍ବର: ପଦ୍ମ ଧରିଲେ ତ୍ରୀନାଥ ଗମାଙ୍ଗୋ । ଆଜି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେଲେ ପୂର୍ବତନ ଗୁଣୁପୁରୁ ବିଧାୟକ ତ୍ରୀନାଥ ଗମାଙ୍ଗୋ । ସେ ଆଜି ଦଳୀୟ ପାର୍ଟି ଅଫିସରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତା ପ୍ରଦୀପ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଯୋଗଦେଇଛନ୍ତି…

ଇଡି ପକ୍ଷରୁ ୮ଥର ସମନକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡିର ଅଭିଯୋଗ ପରେ ରାଉଜ ଏଭିନ୍ୟୁ କୋର୍ଟ ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଆଯାଇଥିବା ସମନକୁ ସେଶନ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଏହି ମାମଲରେ ଆଜି ଶୁଣାଣି ହୋଇଥିଲା ।ଶୁଣାଣି ସମୟରେ ଅରବିନ୍ଦ…

ସିଏଏକୁ ବିରୋଧ କରିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ବିକ୍ଷୋଭ, ରାଗିଗଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦେଶରେ ନାଗରିକ ସଂଶୋଧନ ଆଇନ ଲାଗୁ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ଏହାକୁ ବିରୋଧ କରିଥିଲେ । ଏହି ଘଟଣାକୁ ନେଇ ପାକିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ଶରଣାର୍ଥୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ…

ନିର୍ବାଚନୀ ବଣ୍ଡ: ଆଞ୍ଚଳିକ ଦଳ ଭାବେ ବିଜେଡି ପାଇଛି ସର୍ବାଧିକ ଅନୁଦାନ

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜୁ ଜନତା ଦଳ ୨୦୧୬-୧୭ରୁ ୨୦୨୨-୨୩ ମଧ୍ୟରେ ନିର୍ବାଚନୀ ବଣ୍ଡ ଜରିଆରେ ୭୭୪ କୋଟି ଟଙ୍କା ପାଇ ଭାରତର ସବୁଠାରୁ ଧନୀ ଆଞ୍ଚଳିକ ରାଜନୈତିକ ଦଳ ଭାବେ ଉଭା ହୋଇଛି। ଏହି ସାତ ବର୍ଷ ମଧ୍ୟରେ ଦଳ ମୋଟ ୮୪୪.୬ କୋଟି ଟଙ୍କା ଚାନ୍ଦା ସଂଗ୍ରହ କରିଛି,…

୨୦୨୪ ନିର୍ବାଚନ ପାଇଁ କଂଗ୍ରେସର ୯ ଗ୍ୟାରେଣ୍ଟି

ଭୁବନେଶ୍ବର: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି । ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସ ଦେଇଛି ୯ ଗ୍ୟାରେଣ୍ଟି । ୨୦୧୪ରେ କ୍ଷମତାକୁ ଆସିଲେ କଂଗ୍ରେସ ଏହି ୯ ଗ୍ୟାରେଣ୍ଟି ଉପରେ କାମ କରିବ ବୋଲି ଲୋକଙ୍କୁ ଜଣାଇଛି କଂଗ୍ରେସ । ୨୪ ବର୍ଷ ବିଜେଡି ଶାସନ ଏବଂ ୯ ବର୍ଷ ବିଜେପି…

ବିଜେପିର ମିଶନ ସାଉଥ: କେରଳ, ତାମିଲନାଡୁ ଏବଂ ତେଲେଙ୍ଗାନାରେ ନିର୍ବାଚନୀ ପ୍ରଚାର କରିବେ ମୋଦୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛିଟା ଦିନର ଅପେକ୍ଷା । ଏହାରି ଭିତରେ ବିଜେପି ଦେଶର ଦକ୍ଷିଣ ରାଜ୍ୟ ମାନଙ୍କରେ ତା'ର ପ୍ରଚାର ପ୍ରସାରକୁ ଜୋରଦାର କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଠାରୁ ୧୮ ମାର୍ଚ୍ଚ ପର୍ଯ୍ୟନ୍ତ ଦେଶର ଦକ୍ଷିଣ ରାଜ୍ୟ ଗସ୍ତରେ ଅଛନ୍ତି ।…

ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ତଥ୍ୟରେ ବଣ୍ଡ ନମ୍ବର କାହିଁକି ନାହିଁ ପ୍ରଶ୍ନ କଲେ ପ୍ରଧାନ ବିଚାରପତି?

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ମାମଲାରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ନିର୍ବାଚନ ଆୟୋଗ ଏହି ସମୟରେ କହିଛନ୍ତି ରାଜନୖେତିକ ଦଳ ୨୦୧୯ ବର୍ଷ ପୂର୍ବରୁ ଦେଇଥିବା ଚାନ୍ଦା ବିଷୟରେ ବନ୍ଦ ଲଫାପାରେ ସେ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ । ଯାହାର ସେ କପି ରଖିନାହାଁନ୍ତି । ଏହା…

ନିର୍ବାଚନୀ ବଣ୍ଡ ଜରିଆରେ ସର୍ବାଧିକ ଅନୁଦାନ ପାଇଛି ବିଜେପି, ବିଜେଡି କେତେ ?

ନୂଆଦିଲ୍ଲୀ: ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଜାନୁଆରି ୨୪ ମଧ୍ୟରେ ୬୦୬୦.୫ କୋଟି ଟଙ୍କା ସହ ଭାରତୀୟ ଜନତା ପାର୍ଟି (ବିଜେପି) ଇଲେକ୍ଟୋରାଲ ବଣ୍ଡ୍ ଜରିଆରେ ସର୍ବାଧିକ ଅନୁଦାନ ପାଇଥିବା ରାଜନୈତିକ ଦଳମାନଙ୍କ ତାଲିକାରେ ଶୀର୍ଷରେ ରହିଛି। ଏହି ସମୟ ମଧ୍ୟରେ ନଗଦ ହୋଇଥିବା ମୋଟ ବଣ୍ଡର ଏହା ୪୭.୫% ରୁ…

ହାତ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ବିଧାୟକ ଅନାମ ନାୟକ ଏବଂ ପିସିସି ସଦସ୍ୟ ରାକେଶ ସିଂ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି । ରାଜ୍ୟରେ ଭାରତୀୟ ଜନତା ପାର୍ଟି ହିଁ ଓଡ଼ିଶାରେ ଏକମାତ୍ର ବିକଳ୍ପ । ମୋଦି ସରକାର ଏବଂ ମୋଦି ଗ୍ୟାରେଂଟି ଉପରେ…