Latest Odisha News

BREAKING NEWS

Browsing Category

ରାଜନୀତି

୩୪୦ କୋଟିରୁ ଅଧିକ ନୋଟ୍ ଜବତ ଘଟଣା, ଲୋକଙ୍କ ଟଙ୍କା ଫେରାଇବାକୁ ହେବ କହିଲେ ମୋଦୀ

ନୂଆଦିଲ୍ଲୀ: ୭୦ ବର୍ଷ ଧରି କଂଗ୍ରେସ ଦଳ ଦେଶକୁ ଲୁଟ୍ କରିଚାଲିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍ କରି କହିଛନ୍ତି। ଓଡ଼ିଶା ବଲାଙ୍ଗୀରରେ ଝାଡଖଣ୍ଡ କଂଗ୍ରେସ ସାଂସଦଙ୍କ ସମ୍ପତ୍ତିରୁ ୩୪୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ଘଟଣାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଧାରା ୩୭୦ ରାୟ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଦେଲା କି ଗତି?

ନୂଆଦିଲ୍ଲୀ: ତିନି ରାଜ୍ୟରେ ବିଧାନସଭା ନିର୍ବାଚନରେ ବିଜୟୀ ହେବା, ଧାରା ୩୭୦ ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ନିଜ ସପକ୍ଷପରେ ଗୋଟିଏ ବାତାବରଣ ସୃଷ୍ଟି କରିବାରେ ସହାୟକ ହୋଇଛି ବୋଲି…

ଡିସେମ୍ବର ୨୪ରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଡିସେମ୍ବର ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ନେଇ ପିଏମଓ ପକ୍ଷରୁ କୌଣସି ସୂଚନା ଦିଆ ଯାଇ ନ ଥିଲେ ହେଁ ବିରୋଧୀଦଳ ମୁଖ୍ୟ ସଚେତନ ମୋହନ ମାଝିଙ୍କ ପକ୍ଷରୁ ଏହି ସୁଚନା ମିଳିଛି । ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ…

‘ମଦ ଦୁର୍ନୀତି ଓ ବିପୁଳ ଗଚ୍ଛିତ କଳାଟଙ୍କା ବିରୋଧରେ ଆସନ୍ତାକାଲି ଆନ୍ଦୋଳନ କରିବ ବିଜେପି’

ଭୁବନେଶ୍ୱର: ରାଜ୍ୟରେ ମଦ ସାମ୍ରାଜ୍ୟରେ  ଆୟକର ବିଭାଗର ରେଡ୍ ରେ ପୁଳା ପୁଳା କଳା ଟଙ୍କା ର ଗୁମର ଫିଟୁଛି । ଯାହାକୁ ନେଇ ଆସନ୍ତାକାଲି (ସୋମବର) ରାଜ୍ୟର ସମସ୍ତ ସବ୍‌ଡିଭିଜନ ସମ୍ମୁଖରେ ବିଜେପି ପକ୍ଷରୁ ବିଜେଡି ସରକାରର ଏହି ମଦ ଦୁର୍ନୀତି ଓ ଗଚ୍ଛିତ ବିପୁଳ କଳାଟଙ୍କା ବିରୋଧରେ ପ୍ରତିବାଦ…

ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

ପାଟନା: ଆଜି ବିହାରର ରାଜଧାନୀ ପାଟନାଠାରେ ପୂର୍ବାଞ୍ଚଳ ପରିଷଦର ୨୬ ତମ ବୈଠକରେ ଯୋଗଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଏହି ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାରର ବରିଷ୍ଠ ମନ୍ତ୍ରୀମାନେ ଯୋଗ ଦେଇଥିଲେ । ବୈଠକରେ…

ଆକାଶଙ୍କୁ ବିଏସପି ଦାୟିତ୍ବ ଭାର ଦେବା ଘଟଣା; ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯିବ ଦଳ:ବିଜେପି

ଲକ୍ଷ୍ନୌ: ବିଏସପିର କମାଣ୍ଡ ଏବେ ଆକାଶ ଆନନ୍ଦଙ୍କ ହାତରେ ରହିବ । ମାୟାବତୀ ଆକାଶ ଆନନ୍ଦଙ୍କୁ ତାଙ୍କର ଉତ୍ତରାଧିକାରୀ ବୋଲି ଘୋଷଣା କରିଛନ୍ତି । ମାୟାବତୀଙ୍କ ନିଷ୍ପତ୍ତିକୁ ବିଏସପି ସ୍ୱାଗତ କରିଛି । ଯୁବ ନେତାଙ୍କୁ ବିଏସପି କମାଣ୍ଡ ଦେବା ପରେ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ରହିଛି ।…

ବିଜେପି ଏବେ ଯାହା ଚିନ୍ତା କରୁଛି ତାହା ପୂର୍ବରୁ ବିଜେଡି କରି ସାରିଛି: ଦେବୀ ମିଶ୍ର

ଭୁବନେଶ୍ୱର: ଲୋକଙ୍କ ସହ ରହିଲେ ନିର୍ବାଚନ ଜିତିହେବ। କ୍ଷମତାରେ ଯିଏବା ଥାଉନା କାହିଁକି। ତେଣୁ ଗାଁ ଲୋକଙ୍କ ସହ ନିରନ୍ତର ଯୋଗାଯୋଗରେ ରହିବାକୁ ଦିଲ୍ଲୀର କେନ୍ଦ୍ର ନେତୃତ୍ୱ ରାଜ୍ୟ ବିଜେପି ସଭାପତିଙ୍କୁ ପରାମର୍ଶ ଦେଇଛନ୍ତି। ଦିଲ୍ଲୀରେ ଫେରି ଏହା କହିଛନ୍ତି ମନମୋହନ ସାମଲ। ଏହାପରେ…

କେମିତି ହେବ ଓଡ଼ିଶା ବିଜେପିର ରଣନୀତି: କେନ୍ଦ୍ରୀୟ ନେତାଙ୍କ ସହ କଥା ହୋଇ ଫେରିଲେ ମନମୋହନ

ଭୁବନେଶ୍ୱର: ହିନ୍ଦୀ ହାର୍ଟଲ୍ଯାଣ୍ଡ ବିଜୟ ହେବା ପରେ ଖୁସିରେ ଗଦ ଗଦ ଥିବା ସମାନ ସଫଳତାକୁ ଅନ୍ୟ ରାଜ୍ୟରେ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଲୋକସଭା ନିର୍ବାଚନରେ ଦୋହରାଇବାକୁ ଲକ୍ଷ୍ଯ ରଖିଛି। ଏଥିପାଇଁ ଦିଲ୍ଲୀରେ ବିଜେପି ନେତା ବୈଠକ କରୁଥିବା ବେଳେ ରାଜ୍ୟ ବିଜେପି…

‘ସେମିଫାଇନାଲ’ ପରେ ‘ଫାଇନାଲ’ ବିଜୟର ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିରୋଧୀ ଏବେ ୨୦୨୪ ସାଧାରଣ ନିର୍ବାଚନ ବା ଫାଇନାଲ ମୁକାବିଲା ପୂର୍ବରୁ ସେମିଫାଇନାଲ ବା ହିନ୍ଦୀ ହାର୍ଟାଲ୍ଯାଣ୍ଡ ହାରିବାର କାରଣ ଖୋଜୁଥିବା ବେଳେ ଶାସକ ଦଳ ବିଜେପି ଏବେ କିଭଳି ନିଜର ଦବଦବା ଆଗାମୀ ଦିନରେ ଜାରି ରଖିବ ତାଉପରେ ଗୁରୁତ୍ବ ଦେଉଛି। ଗୁରୁବାର ସଂସଦୀୟ ଦଳ ବୈଠକରେ…

ସାରା ଦେଶରେ ସରକାର ଗଢ଼ିବା ପାଇଁ ବିଜେପିକୁ କାହିଁକି ଅଧିକ ଲୋକ ପସନ୍ଦ କରୁଛନ୍ତି?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ସଂସଦୀୟ ଦଳ ବୈଠକରେ ଉଦବୋଧନ ଦେଇ କହିଛନ୍ତି ଯେ, ସରକାର ଗଠନ ପାଇଁ ଦଳ ଲୋକଙ୍କର ସବୁଠାରୁ ପସନ୍ଦର ବିଜେପି ପାଲଟିଛି। ସେ ଦଶନ୍ଧି ଦଶନ୍ଧି ଧରି ହୋଇଥିବା ନିର୍ବାଚନ ତଥ୍ୟକୁ ଉଲ୍ଲେଖ କରି କଂଗ୍ରେସ ଏବଂ ଅନ୍ୟ ଦଳ ତୁଳନାରେ କ୍ଷମତା ବଜାୟ…