Latest Odisha News

BREAKING NEWS

Browsing Category

ରାଜନୀତି

ହାତ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ବିଧାୟକ ଅନାମ ନାୟକ ଏବଂ ପିସିସି ସଦସ୍ୟ ରାକେଶ ସିଂ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି । ରାଜ୍ୟରେ ଭାରତୀୟ ଜନତା ପାର୍ଟି ହିଁ ଓଡ଼ିଶାରେ ଏକମାତ୍ର ବିକଳ୍ପ । ମୋଦି ସରକାର ଏବଂ ମୋଦି ଗ୍ୟାରେଂଟି ଉପରେ…

ବାପାଙ୍କ ଆସନରୁ ନିର୍ବାଚନ ଲଢିପାରନ୍ତି ବରୁଣ ଗାନ୍ଧୀ, ଏପରି ରହିଛି ସମୀକରଣ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ସାଂସଦ ବରୁଣ ଗାନ୍ଧୀ ପାଇଁ ଆମେଥିରୁ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି। କୁହାଯାଉଛି ଯେ ଯଦି ବରୁଣ ଗାନ୍ଧୀ ବିଜେପିରୁ ଟିକେଟ ନ ପାଆନ୍ତି, ତେବେ ଆମେଥିରେ ଏକ ନୂତନ ରାଜନୈତିକ ସମୀକରଣ ଦେଖିବାକୁ ମିଳିବ। ବର୍ତ୍ତମାନ ଆମେଥିର…

ବିଜେଡି-ବିଜେପି ମେଣ୍ଟରେ ରହିଛି ଏଇ ୬ଟି ବାଧା !

ଭୁବନେଶ୍ଵର: ଗତ ସପ୍ତାହରୁ ମେଣ୍ଟ ଚର୍ଚ୍ଚାକୁ ନେଇ ଉଠୁଛି ପଡୁଛି ଓଡିଶା ରାଜନୀତି । ବିଜେଡି-ବିଜେପି ଏକାଠି ହେବେ, ନା ଧରିବେ ଅଲଗା ରାସ୍ତା । ଶୀର୍ଷ ନେତୃତ୍ୱ ରାଜି ହେବା ପରେ ବି କାହିଁକି ସରୁନି ମେଣ୍ଟ ସସପେନ୍ସ । କୁହାଯାଉଛି, ମେଣ୍ଟ ରାସ୍ତାରେ ରହିଛି ଏଇ ୬ଟି ବାଧା । ରାଜ୍ୟ…

ଲୋକସଭା ନିର୍ବାଚନ ପାଇଁ ଆପ୍ ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍) ଆଜି ପଞ୍ଜାବର ୧୩ ଲୋକସଭା ଆସନ ମଧ୍ୟରୁ ୮ଟି ଆସନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ତାଲିକାରେ ୫ ଜଣ ମନ୍ତ୍ରୀଙ୍କ ସମେତ ୮ ଜଣ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି । ଏହାସହ କଂଗ୍ରେସ ଛାଡି ଆମ୍ ଆଦମୀ…

ଓଡ଼ିଶାରେ ହବନି ମେଣ୍ଟ, ବିଜେପି ଏକାକୀ ଲଢିବା ନେଇ ଦୃଢ଼ୋକ୍ତି କଲେ ମନମୋହନ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର ଗଢ଼ିବ । ଓଡ଼ିଶାର ଅସ୍ମିତାକୁ ନେଇ ନିର୍ବାଚନ ଲଢ଼ିବ ବିଜେପି । ଲୋକ ନେବେ ନିର୍ବାଚନ ଦାୟିତ୍ୱ । ମେଂଟ ଚର୍ଚ୍ଚାରେ ସଡନ୍ ବ୍ରେକ୍ ଲଗାଇଛି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବିସ୍ଫୋରକ ବୟାନ । ଦିଲ୍ଲୀରୁ ଫେରି ମନମୋହନଙ୍କ ସିଧାକଥା…

ଓଡ଼ିଶାରେ ବିଜେପି ସରକାର ହେବ: ମନମୋହନ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର ହେବ । ଓଡ଼ିଶାର ଅସ୍ମିତା ନେଇ ନିର୍ବାଚନ ଲଢ଼ିବ ବିଜେପି । ଲୋକମାନଙ୍କ ଆଶୀର୍ବାଦ, ଶୁଭେଚ୍ଛାରେ ସରକାର କରିବୁ ବୋଲି  ବିଜେପି ସଭାପତି  ମନମୋହନ ସାମଲ ସୂଚନା ଦେଇଛନ୍ତି । ବିଜେପି-ବିଜେଡି ମେଣ୍ଟ ହେବ କି ନାହିଁ ପ୍ରଶ୍ନରେ ବିଜେପି ସଭାପତି …

‘ପୁଲୱାମା ଆକ୍ରମଣରେ ପାକିସ୍ତାନର କୌଣସି ହାତ ନଥିଲା’

ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଦେଶରେ ଯେକୌଣସି ମୁହୁର୍ତ୍ତରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ଏହା ଭିତରେ ରାଜନୈତିକ ଦଳ ଗୁଡିକ ପରସ୍ପରକୁ କାଦୁଅ ଫିଙ୍ଗା ଫିଙ୍ଗି ହେଉଛନ୍ତି । ଏହା ଭିତରେ କଂଗ୍ରେସ ସାଂସଦ ଆଣ୍ଟୋ ଆଣ୍ଟୋନି ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ…

କଦାପି ପ୍ରତ୍ୟାହାର ହେବନି ନାଗରିକତା ସଂଶୋଧନ ଆଇନ: ଅମିତ ଶାହ

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ପରେ ନାଗରିକତା ସଂଶୋଧନ ଆଇନ (ସିଏଏ) ସାରା ଦେଶରେ ଲାଗୁ ହୋଇଛି । କିନ୍ତୁ ବିରୋଧୀ ଏହାକୁ ବିରୋଧ କରିବା ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅନେକ ଥର ବିବୃତ୍ତି ଦେଇଛନ୍ତି ଯେ ଲୋକସଭା ନିର୍ବାଚନ ପୂର୍ବରୁ ସିଏଏ ଆଇନ…

ଉତ୍ତରପ୍ରଦେଶ ଲୋକସଭା ନିର୍ବାଚନରେ ଏକାକି ଲଢିବ ଏଆଇଏମଆଇଏମ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲୋକସଭା ନିର୍ବାଚନରେ ଏକା ଲଢିବ ଏଆଇଏମଆଇଏମ । ଏନେଇ ଘୋଷଣା କଲେ ଦଳ ମୁଖ୍ୟ ଅସଦୁଦ୍ଦିନ ଓବେସୀ । ଏଆଇଏମଆଇଏମ, ସମାଜବାଦୀ ପାର୍ଟି (ଏସପି) ସହିତ ଏକ ଚୁକ୍ତି କରିବାକୁ ଚାହୁଁଥିଲା, କିନ୍ତୁ ଏହା ସଫଳ ନହେବାରୁ, ନିର୍ବାଚନରେ ​ଏକାକି ​ପ୍ରତିଦ୍ୱନ୍ଦ୍ୱିତା କରିବାକୁ…

ଦିଲ୍ଲୀରୁ ଫେରି ମେଣ୍ଟ ପ୍ରସଙ୍ଗରେ ମନମୋହନ କହିଲେ; ‘ସବୁ ଠିକ୍ ଚାଲିଛି, ବିଚାର ଆଲୋଚନା କରୁଛୁ’

ଭୁବନେଶ୍ୱର: ଓଡ଼ିଶାରେ ବିଜେପି- ବିଜେଡି ମେଣ୍ଟ ନେଇ ଆଲୋଚନା ଚାଲିଥିବା କଥାକୁ ଶେଷରେ ସ୍ୱୀକାର କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଆଜି ଦିଲ୍ଲୀରୁ ଫେରିବା ପରେ ମେଣ୍ଟ ଚର୍ଚ୍ଚା ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନମୋହନ କହିଛନ୍ତି, ଆଲୋଚନା ଚାଲିଛି । ସବୁ ଠିକ୍…