Latest Odisha News
Browsing Category

ରାଜନୀତି

ଏମପିରେ ଜିତିବ ବୋଲି ଆଗୁଆ ଆକ୍ସନ ନେଲାଣି କଂଗ୍ରେସ !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ମତଦାନ ଶେଷ ହେବା ପରେ ଆକ୍ସନ ମୋଡ଼କୁ ଆସିଛି କଂଗ୍ରେସ। ଦଳ ବିରୋଧି କାମ କରିଥିବା ନେତାଙ୍କ ସମେତ ଯେଉଁ କର୍ମଚାରୀ ମାନେ କଂଗ୍ରେସ ପ୍ରାର୍ଥୀଙ୍କ ବିରୋଧରେ କାମ କରିଛନ୍ତି ସେମାନଙ୍କ ତଥ୍ୟ ସଂଗ୍ରହ କରୁଛି ଦଳ। ନଭେମ୍ବର ୩୦ ତାରିଖ ସୁଦ୍ଧା ପ୍ରାର୍ଥୀମାନେ…

ଛତିଶଗଡରେ ହାରିଗଲେ ପୁରୁଷ, ଜିତିଗଲେ ମହିଳା !

ଭୁବନେଶ୍ୱର: ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟ ମତଦାନ ଶେଷ ହେବା ସହ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି। ଡିସେମ୍ବର ତିନି ତାରିଖରେ ଫଳାଫଳ ଆସିବା ସହ ନୂଆ ସରକାର କିଏ ଗଢିବ ସ୍ପଷ୍ଟ ହେବ। ସେ ଭିତରେ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ନାନା ଆକଳନ ମଧ୍ୟ…

ବିଜେପିକୁ ବିଜେଡିର କାଉଣ୍ଟର: କହିଲା,ସୁରେଶ ମହାପାତ୍ରଙ୍କୁ ବିରୋଧ ବିଜେପିର ଡରକୁ ପଦାରେ ପକାଇଛି

ଭୁବନେଶ୍ୱର: ପୂର୍ବତନ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁ୍କ୍ତି ଦିଆଯିବା ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । ଅପାରଗ ପ୍ରଶାସକକୁ ସରକାର ପୁରସ୍କୃତ  କରିଛନ୍ତି ବୋଲି କହି ବିଜେଡିକୁ ବିଜେପି…

ସୁରେଶ ମହାପାତ୍ରଙ୍କ ନିଯୁକ୍ତିକୁ ନେଇ ବର୍ଷିଲା ବିଜେପି; କହିଲା, ଅପାରଗ ପ୍ରଶାସକଙ୍କୁ ପୁରସ୍କାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟେରି ଭିକେ ପାଣ୍ଡିଆନଙ୍କ ଭିଆରଏସ ପରେ ପୂର୍ବତନ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁ୍କ୍ତି ଦିଆଯାଇଛି ।ଏହାକ ନେଇ ବର୍ଷିଛି ବିଜେପି । ଅପାରଗ ପ୍ରଶାସକକୁ ସରକାର ପୁରସ୍କୃତ…

‘ରେକର୍ଡସଂଖ୍ୟକ ମତଦାନ ଏମପିରେ ପରିବର୍ତ୍ତନ ସ୍ପଷ୍ଟ ସଂକେତ’

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ୨୩୦ ବିଧାନସଭା ସିଟରେ ୨୫୩୩ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି। ଏଥର ରେକର୍ଡ ସଂଖ୍ୟକ ମତଦାନ ହୋଇଛି। ଏମପିରେ ମତଦାନ ପ୍ରତିଶତ ୭୬ ରୁ ଅଧିକ ହୋଇଛି। ଯାହାକୁ ନେଇ ଭିନ୍ନ ଭିନ୍ନ ଆକଳନ ହେଉଛି। ଏମପିରେ ବିଜେପି ସରକାର ଥିବାବେଳେ କଂଗ୍ରେସ ଏଠାରେ…

ଦୋସା ଖୁଆଇ, ଚା ପିଇ, ଗ୍ୟାରେଣ୍ଟି ଦେଇ ତେଲେଙ୍ଗାନାରେ ଭୋଟ ନେଇଯିବେ ରାହୁଲ !

ଭୁବନେଶ୍ୱର: ତେଲେଙ୍ଗାନାରେ ବିଜୟ ପାଇଁ ଜୋରଶୋରରେ ଲାଗିପଡିଛି କଂଗ୍ରେସ। ଦଳ ସପକ୍ଷରେ ମାହୋଲ ପ୍ରସ୍ତୁତ କରିବା ସହ ଲୋକଙ୍କୁ ଆକର୍ଷିତ କରିବାରେ କୌଣସି ବି ସୁଯୋଗକୁ ହାତଛଡା କରୁନି ଦଳ। ପୂର୍ବରୁ ତେଲେଙ୍ଗାନାରେ କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଧାରକ କମିଟି ସିଡବ୍ଲୁସିର ବୈଠକ ହେଉ…

‘ରାଜସ୍ଥାନରେ କଂଗ୍ରେସ ହଟିବ, ଭ୍ରଷ୍ଟାଚାର ଦୂର ହେବ’

ଜୟପୁର: ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଜୋରସୋରେ ଚାଲିଛି ନିର୍ବାଚନୀ ପ୍ରଚାର । ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭରତପୁରରେ ପହଞ୍ଚିଛନ୍ତି । ଏହି ସମୟରେ ବିଜୟ ସଙ୍କଳ୍ପ ସଭାକୁ ସମ୍ବୋଧିତ କରିବାବେଳେ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ…

ଆଦିବାସୀ ଜମି ହସ୍ତାନ୍ତର ଉପରେ ରୋକ୍: ଦୁଇ ଦିନରେ ଶାସକ ଦଳର ଦୁଇଟି ଭିନ୍ନ ଯୁକ୍ତି?

ଭୁବନେଶ୍ୱର: ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତିର ୪୮ ଘଣ୍ଟା ପରେ ରୋକ୍ ଲଗାଯାଇଛି। ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ସେତେବେଳେ ଏହାକୁ ନେଇ ସରକାରଙ୍କ ଉଦ୍ଦେଶ୍ୟ ଉପରେ ବିରୋଧୀ ଯେତେବେଳେ ପ୍ରଶ୍ନ ଉଠାଇଲେ ଶାସକ ଦଳର ନେତା କହିଲେ, ବିରୋଧୀ…

କେନ୍ଦ୍ରର ପିଏମ-ଶ୍ରୀ ଯୋଜନା କାର୍ଯ୍ୟକାରୀ କରିବାରେ ଜାଣିଶୁଣି ବିଳମ୍ବ କରୁଛି କି ବିଜେଡି ସରକାର?

ଭୁବନେଶ୍ୱର: ରାଜ୍ୟରେ ପ୍ରଧାନମନ୍ତ୍ରୀ ସ୍କୁଲ୍ସ ଫର ରାଇଜିଂ ଇଣ୍ଡିଆ (ପିଏମଶ୍ରୀ) ଯୋଜନାକୁ କାର୍ଯ୍ୟକାରୀ କରିବାରେ ଶାସକ ବିଜୁ ଜନତା ଦଳର ବିଫଳତାକୁ ନେଇ ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି) ତୀବ୍ର ସମାଲୋଚନା କରିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ…

ତେଲେଙ୍ଗାନାରେ କଂଗ୍ରେସ ଜିତିଲା ସେମିଫାଇନାଲ !

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବା ସହ ଚୂଡାନ୍ତ ତାଲିକା ପଦାକୁ ଆସିଛି। ରାଜ୍ୟର କେଉଁ ସିଟରେ କିଭଳି ଲଢେଇ ହେବ ସେ ନେଇ ଚିତ୍ର ସ୍ପଷ୍ଟ ହୋଇଛି। ପ୍ରାର୍ଥୀପତ୍ର ଦାଖଲ ପରେ ବିଦ୍ରୋହୀଙ୍କ ପାଇଁ ଚିନ୍ତାରେ ଥିବା…