Latest Odisha News

BREAKING NEWS

Browsing Category

ରାଜନୀତି

ନିଜେ ନୀତୀଶ କୁମାର ଚର୍ଚ୍ଚାରେ କିନ୍ତୁ ପରିବାର ସଦସ୍ୟ ପରଦା ଆଢୁଆଳରେ

ପାଟନା: ବିହାର ସମେତ ସାରା ଦେଶରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜଣେ ଚର୍ଚ୍ଚିତ ବ୍ୟକ୍ତି। କିନ୍ତୁ ତାଙ୍କ ପରିବାର ସଦସ୍ୟ ଚର୍ଚ୍ଚାରୁ ବହୁ ଦୂରରେ। ନୀତୀଶ କୁମାରଙ୍କ ଏକମାତ୍ର ପୁଅ ନିଶାନ୍ତ କୁମାର ମଧ୍ୟ ଏହି ଖବରରେ କ୍ୱଚିତ୍ ଅଛନ୍ତି। ଏହା ବ୍ୟତୀତ ନୀତୀଶଙ୍କ ଭାଇ, ଭଉଣୀ ଏବଂ ପତ୍ନୀ…

ଫେବ୍ରୁଆରୀ ୩ ଓ ୧୦ ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ପ୍ରଥମେ ଫେବ୍ରୁଆରୀ ୩ ଓ ପରେ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ପ୍ରଥମେ ୩ ତାରିଖରେ ସମ୍ବଲପୁର ଗସ୍ତରେ ଆସି ଆଇଆଇଏମ୍‌ର ସ୍ଥାୟୀ କ୍ୟାମ୍ପସ ଉଦ୍‌ଘାଟନ ସମ୍ମିଳନୀରେ ଯୋଗଦେବେ । ଏହାପରେ ପୁଣି ୧୦ ତାରିଖରେ ମଧ୍ୟ ମୋଦି ଓଡ଼ିଶା…

ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ, ଅପରାହ୍ନରେ ୪ଟା ରେ ନେବେ ଶପଥ

ପାଟନା: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର । ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି ଜେଡିୟୁ ମୁଖ୍ୟ । ବିଧାୟକ ଦଳ ବୈଠକ ପରେ ରାଜଭବନକୁ ଯାଇ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି ।…

ନୀତୀଶ କୁମାର: ‘ସୁଶାସନ ବାବୁ’ରୁ ‘ପଲଟୁରାମ’, ଜାଣନ୍ତୁ କେତେଥର କଲେଣି ପଟ ପରିବର୍ତନ

ପାଟନା: ଦିନ ଥିଲା ଯେତବେଳେ ଉତ୍ତମ ଶାସନ ପାଇଁ କମାଇଥିଲେ ନାଁ। ଘରେ ଘରେ 'ସୁଶାସନ ବାବୁ' ଭାବେ କରାଯାଉଥିଲା ବିବେଚନା। କିନ୍ତୁ ଏବେ ବାରମ୍ବାର ପଟ୍ଟ ପରିବର୍ତ୍ତନ ପାଇଁ ପଲଟୁରାମ ନାମରେ ଜାଣୁଛନ୍ତି ଦେଶବାସୀ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ଦଳ ଡିଆଁ ରାଜନୀତିର ପୁରୁଣା ପୃଷ୍ଠା…

୨୦୨୪ ନିର୍ବାଚନୀ ଫାଇଟ୍: ନିର୍ବାଚନ ପ୍ରଭାରୀ ଘୋଷଣା କଲା ବିଜେପି; ବିଜୟପାଲଙ୍କୁ ଓଡ଼ିଶା ଓ ବୈଜୟନ୍ତଙ୍କୁ ୟୁପି…

ଭୁବନେଶ୍ବର: ୨୦୨୪ ନିର୍ବାଚନ ଲଢେଇ ପାଇଁ ବିଜେପିର ରଣନୀତି ପ୍ରସ୍ତୁତ । ଆଜି ବିଭିନ୍ନ ରାଜ୍ୟର ନିର୍ବାଚନ ପ୍ରଭାରୀଙ୍କ ନାମ ଘୋଷଣା କରିଛି ବିଜେପି । ୧୭ଟି ରାଜ୍ୟ ଏବଂ ୬ଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଘୋଷଣା ହୋଇଛନ୍ତି ପ୍ରଭାରୀ । ତେବେ ଓଡିଶାର ପ୍ରଭାରୀ ଭାବେ ବିଜୟ ପାଲ ସିଂହ…

ଅଖିଳେଶଙ୍କ ବଡ ଘୋଷଣା, ଉତ୍ତର ପ୍ରଦେଶରେ ୧୧ ଲୋକସଭା ଆସନରେ ଲଢିବ କଂଗ୍ରେସ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଏବଂ ପଞ୍ଜାବ ରେ 'ଇଣ୍ଡିଆ' ମେଣ୍ଟର ମୁଖ୍ୟ କଂଗ୍ରେସକୁ ବଡ ଝଟକା ମିଳିବା ପରେ, ଏବେ ଉତ୍ତର ପ୍ରଦେଶରୁ କଂଗ୍ରେସ ପାଇଁ ଆସିଛି ଖୁସି ଖବର । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏକ ବଡ ଘୋଷଣା କରିଛନ୍ତି । ଆଜି ଟ୍ବିଟ୍ କରି କହିଛନ୍ତି ଯେ, ସମାଜବାଦୀ ପାର୍ଟି…

ଆପ୍ ର ୭ ବିଧାୟକଙ୍କୁ ୨୫ କୋଟି ଟଙ୍କା ସହ ଟିକେଟ୍ ଯାଚୁଛି ବିଜେପି: କେଜ୍ରିୱାଲ

ନୂଆଦିଲ୍ଲୀ: ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ ରେ ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀ ର ଆମ ଆପ୍ ର ୭ ଜଣ ବିଧାୟକଙ୍କ ସହ ଯୋଗାଯୋଗ କରାଯାଇଛି ଏବଂ ସେମାନଙ୍କୁ କୋଟି ଏ ଟଙ୍କା ସହ ବିଜେପି…

ଫୋକସରେ ପଶ୍ଚିମ ଓଡ଼ିଶା: ଯେଉଁ ଦଳ ମନ ଜିିଣିବ; ତାକୁ ଜିତାଇବେ ଜନତା!

ଭୁବନେଶ୍ୱର: ୧୧ଟି ଲୋକସଭା ଆସନ ଓ ୩୫ଟି ବିଧାନସଭା ଆସନ ବିଶିଷ୍ଟ ପଶ୍ଚିମ ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି), ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଜଣାପଡିଛି। ଶନିବାର ମା ସମେଲଇ ମନ୍ଦିର ପ୍ରକଳ୍ପର ଲୋକାର୍ପଣ କରି ରାଜ୍ୟ ସରକାର…

ଲାଲୁଙ୍କ ସହ ସମ୍ପର୍କ ଛିନ୍ନ କରିବା ପୂର୍ବରୁ ଜେଡିୟୁ ବିଧାୟକମାନେ ନୀତୀଶଙ୍କ ସହ ବିଶ୍ୱାସଘାତକତା କରିବେ କି?

ପାଟଣା: ବତ୍ୟା ଯେପରି ସ୍ଥଳଭାଗ ଛୁଇଁବା ପରେ କ'ଣ କରିବ କିଛି ଜଣାନଥାଏ ଠିକ୍ ସେହିପରି ବିହାର ରାଜନୀତି ଏବେ କେଉଁ ମୋଡ ନେବ ତାହା ଆକଳନ କରିବା କଷ୍ଟକର ହୋଇପଡିଛି। ମହାମେଣ୍ଟରୁ ଓହରି ବିଜେପି ସହିତ ପୁଣିଥରେ ମିଶି ନୀତୀଶ କୁମାର ସରକାର ଗଢିବା ନେଇ କଳ୍ପନାଜଳ୍ପନା ହେଉଛି। ଏହାରି ଭିତରେ…

ଆରଜେଡି ସହ ନୀତୀଶଙ୍କ ବିବାଦ: ଦିଲ୍ଲୀରେ ଅମିତ ଶାହଙ୍କ ବୈଠକ, ଭାଙ୍ଗିବ କି ସରକାର?

ପାଟନା: ୨୦୨୨ରେ ବିଜେପି ସହ ସମ୍ପର୍କ ଛିନ୍ନ କରିବା ପରେ ଲାଲୁଙ୍କ ଦଳ ଆରଜେଡି ସହ ଦ୍ଵିତୀୟ ଥର ସମ୍ପର୍କ ଗଢ଼ିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। କିନ୍ତୁ ଏହି ସଂପର୍କର ଅବଧି କେତେ ଦିନ ରହିବ ତାକୁ ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ…