Latest Odisha News
Browsing Category

ରାଜନୀତି

ବିଜେପି ନେତାଙ୍କ ସହ ବନ୍ଧୁତ୍ୱ ରହିବ: ନୀତୀଶଙ୍କ ବୟାନ ପରେ ତେଜସ୍ବୀଙ୍କ କଟାକ୍ଷ

ପାଟଣା: ଭାରତୀୟ ଜନତା ପାର୍ଟିର ଜଣେ ନେତାଙ୍କ ପ୍ରତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦେଇଥିବା ବନ୍ଧୁତ୍ୱପୂର୍ଣ୍ଣ ମନ୍ତବ୍ୟକୁ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସୋମବାର କଟାକ୍ଷ କରିଛନ୍ତି। ନୀତୀଶ କୁମାର କହିଥିଲେ ଯେ, ସେ ଜୀବନ ଥିବା ଯାଏଁ ବିଜେପି ନେତାଙ୍କ ସହ ବନ୍ଧୁତାରେ…

ତୃଣମୂଳ ସ୍ତରରେ ଯୋଜନା ପହଁଚାଇବେ ‘ବାବୁ’, କେନ୍ଦ୍ରର ନିଷ୍ପତ୍ତିକୁ ବିରୋଧୀଙ୍କ ସମାଲୋଚନା

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ କେନ୍ଦ୍ରର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଆଣିବା ଘଟଣା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। କଂଗ୍ରେସ ଅଭିଯୋଗ କରିଛି ଯେ ସରକାରୀ କର୍ମଚାରୀଙ୍କୁ ପ୍ରଚାର ପାଇଁ ବ୍ୟବହାର…

ଜୟ ଶ୍ରୀରାମ ନାରା ଲଗାଇବାକୁ ପ୍ରସ୍ତୁତ ମୁସଲମାନ ଯୁବକ, ଜାଣନ୍ତୁ କାରଣ…

ଲକ୍ଷ୍ନୌ: ଚଳିତବର୍ଷ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଏବଂ  ଆସନ୍ତା ବର୍ଷ ୨୦୨୪ରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ ପୁଣି ଥରେ ହିନ୍ଦୁ-ମୁସଲମାନ ଉପରେ ରାଜନୀତି ସରଗରମ ହୋଇଛି । ଜଣେ ମୁସଲମାନ ବ୍ୟକ୍ତି ଜୟ ଶ୍ରୀରାମ ସ୍ଲୋଗାନ ଦେବାପାଇଁ ପ୍ରସ୍ତୁତ ଥିବା…

‘ମିଳିତ ବିରୋଧୀ ଏକତା ମେଣ୍ଟ’ର ଜନଆକ୍ରୋଶ ସମାବେଶ ସାମୟିକ ସ୍ଥଗିତ

ଭୁବନେଶ୍ୱର: ସ୍ଥଗିତ ରହିଲା 'ମିଳିତ ବିରୋଧୀ ଏକତା ମେଣ୍ଟ'ର ଜନଆକ୍ରୋଶ ସମାବେଶ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଜନବିରୋଧୀ ନୀତି ବିରୁଦ୍ଧରେ ରାଜ୍ୟର ଅଣବିଜେପି ଓ ଅଣ ବିଜେଡ଼ି ଦଳ ମାନଙ୍କ ପକ୍ଷରୁ ନଭେମ୍ବର ୮ ତାରିଖରେ ରାୟଗଡ଼ା ଠାରେ ଓ ନଭେମ୍ବର ୧୫ରେ ବାଲେଶ୍ୱର ଠାରେ ହେବାକୁ ଥିବା ମିଳିତ…

ତେଲେଙ୍ଗାନାରେ ବିଜେପି ଜାରି କଲା ପ୍ରାର୍ଥୀଙ୍କ ତାଲିକା, ୩ ସାଂସଦଙ୍କୁ ମିଳିଲା ଟିକେଟ

ହାଇଦ୍ରାବାଦ: ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା ହେବା ପରେ ସମସ୍ତ ଦଳ ଏବେ ନିର୍ବାଚନୀ ପ୍ରସ୍ତୁତ ଚଳାଇଛି। ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ୫୨ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଦଳ ରାଜ୍ୟର ୪ ଜଣ ସାଂସଦଙ୍କ ମଧ୍ୟରୁ ୩ ଜଣଙ୍କୁ…

ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ଉତ୍ତରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ। ସିଂହଦ୍ଵାର ସମ୍ମୁଖରେ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରି ସ୍ୱାଗତ…

ରାଜସ୍ଥାନରେ ବସୁନ୍ଧରାଙ୍କୁ ଖୁସି କରାଇଲା ବିଜେପି, ପାଇଲଟଙ୍କ କଥା ବୁଝିଲା କଂଗ୍ରେସ !

ଭୁବନେଶ୍ୱର: ବିଭିନ୍ନ ଚର୍ଚ୍ଚା ଓ କଳ୍ପନା ଜଳ୍ପନା ମଧ୍ୟରେ ରାଜସ୍ଥାନରେ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ବହୁ ପୂର୍ବରୁ ଦଳ ପକ୍ଷରୁ ପ୍ରାର୍ଥୀ ଚୟନ ପାଇଁ ଲଗାତର ବୈଠକ ହେଉଥିଲେ ମଧ୍ୟ ଟିକେଟ ତାଲିକା ଉପରେ ଚୁଡାନ୍ତ ମୋହର ଲାଗି ପାରୁ ନ ଥିଲା। କିନ୍ତୁ…

ମୌଜ ମଜଲିସ୍ ଓ ମାଇଣ୍ଡଫ୍ରେସରେ ବ୍ୟସ୍ତ ବିଜେଡି ସରକାରଙ୍କ ମନ୍ତ୍ରୀ,ବିଧାୟକ ଓ ସାଂସଦ: ବିଜେପି

ଭୁବନେଶ୍ୱର: ଦୀର୍ଘ ୨୩ ବର୍ଷର ଗର୍ବ ଓ ଅହଙ୍କାରରେ ମସ୍‌ଗୁଲ୍ ବିଜେଡି ସରକାରଙ୍କ ମନ୍ତ୍ରୀ, ବିଧାୟକ ଓ ସାଂସଦ । ଲୋକଙ୍କ ସମସ୍ୟା ଠାରୁ ଦୂରେଇ ରହି ମୌଜ, ମଜଲିସ୍‌, ମଦମସ୍ତ ଓ ମାଇଣ୍ଡଫ୍ରେସ୍ ପାଇଁ ସେମାନେ ବ୍ୟଗ୍ର ଓ ବ୍ୟସ୍ତ  । ଏମିତି କହି ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ରାଜ୍ୟ…

ଛତିଶଗଡ ବିଧାନସଭା ନିର୍ବାଚନ: କଂଗ୍ରେସର ଷ୍ଟାର କ୍ୟାମ୍ପେନର ତାଲିକାରେ ୩ ଓଡ଼ିଆ 

ରାୟପୁର:ଛତିଶଗଡରେ କଂଗ୍ରେସର ଷ୍ଟାର କ୍ୟାମ୍ପେନର ତାଲିକାରେ ଅଛନ୍ତି ୩ ଓଡ଼ିଆ  । ସମସ୍ତ ତାରକା ପ୍ରଚାରକଙ୍କ ତାଲିକା ଆଜି ଦଳ ପକ୍ଷରୁ ପ୍ରକାଶ ପାଇଛି । ଏହି ତାଲିକାରେ ୪୦ ଜଣ ତାରକା ପ୍ରଚାର ରହିଛନ୍ତି । ପାଖେଇ ଆସୁଛି ଛତିଶଗଡ ବିଧାନସଭା ନିର୍ବାଚନ । ପ୍ରଚାର ଜୋରଦାର ଚାଲିଛି ।…

ପ୍ରମିଳା ବିଶୋଇଙ୍କ ପରେ ବିଧାୟକ ଦେବୀ ମିଶ୍ର ୫ଟି ସଚିବ ପାଣ୍ଡିଆନଙ୍କୁ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ବରିଷ୍ଠ ବିଜେଡି ନେତା ତଥା ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ବୋଲି କହିବା ରାଜନୈତିକ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି । ଯଦିଓ ବିଧାୟକ ଦେବୀ ମିଶ୍ର ନିଜ ଅଜାଣତରେ ଏହା କହିଛନ୍ତି ତଥାପି ଏହାକୁ ନେଇ ଚର୍ଚ୍ଚା ଜୋର…