Latest Odisha News

BREAKING NEWS

Browsing Category

ରାଜନୀତି

‘ଏମପିରେ ନିର୍ବାଚନ କଟକଣା’, ହେଲିକ୍ୟାପ୍ଟର ଉଡାଇଲେ ୨ ଲକ୍ଷ,ମିଠା ଖୁଆଇଲେ ୪୯୫!

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହେବା ପରେ ମଧ୍ୟପ୍ରଦେଶରେ ଜୋରଦାର ପ୍ରଚାର ଦେଖିବାକୁ ମିଳିଛି। ହାତରେ ସମୟ ଅଳ୍ପ ଥିବାରୁ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ନେତାମାନେ ଭିନ୍ନ ଭିନ୍ନ ରଣନୀତି ସହ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି। ଏଭଳି ସ୍ଥିତିରେ ନିର୍ବାଚନ ଆୟୋଗ ମଧ୍ୟ ସ୍ଵଛ…

‘ମହାରାଷ୍ଟ୍ର ରାଜନୀତି’, ଉଦ୍ଧବଙ୍କୁ ବୁଡାଇଦେବେ ସିନ୍ଦେ!

ଭୁବନେଶ୍ୱର: ନିର୍ବାଚନ ପାଖେଇ ଆସୁଥିବା ବେଳେ ମହାରାଷ୍ଟ୍ର ରାଜନୀତି ପୁଣିଥରେ ଚଳଚଂଚଳ ହୋଇଉଠିଛି। ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀ ନିଜର ଶକ୍ତି ବୃଦ୍ଧିରେ ଲାଗି ପଡିଛନ୍ତି। ମୁମ୍ବାଇର ୪୦ ଜଣ ପୂର୍ବତନ କର୍ପୋରେଟର ସିନ୍ଦେଙ୍କ ଶିବସେନା…

ଏମପିରେ ଆପ ନିର୍ବାଚନ ଲଢୁଛି, କିନ୍ତୁ କଂଗ୍ରେସ ପାଇଁ ପ୍ରଚାର କରୁଛି !

ଭୁବନେଶ୍ୱର: ଇଣ୍ଡିଆ ମେଣ୍ଟର ପ୍ରମୁଖ ସଦସ୍ୟ ହେଲେ ମଧ୍ୟ ଆମ ଆଦମୀ ପାର୍ଟି ଆଗାମୀ ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶ, ଛତିଶଗଡ଼ରେ ସବୁ ଶକ୍ତି ଖଟାଇ ଲଢୁଛି। ଉଭୟ ରାଜ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେ଼ଇ ହୁଏ। ତେଣୁ ଇଣ୍ଡିଆ ମେଣ୍ଟର ଅନ୍ୟତମ ପ୍ରମୁଖ ଦଳ କଂଗ୍ରେସ ବିଜେପିକୁ…

ପ୍ରାର୍ଥୀ ଘୋଷଣା ପରେ ବିଜେପିରେ ବିଦ୍ରୋହ,ବାଜି ମାରିନେବ କଂଗ୍ରେସ !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବା ବେଳେ ବିଜେପି ବହୁ ଆଗରୁ ପ୍ରାର୍ଥୀ ଘୋଷଣା କରିଛି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଦଳ ବହୁ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ନିର୍ବାଚନ ତାରିଖ ଘୋଷଣା ପରେ ମଧ୍ୟ ଆଉ କିଛି ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା…

ବିଜେପି ସାଂସଦମାନେ ଦିବାସ୍ୱପ୍ନ ଦେଖାନ୍ତି, ପ୍ରତିଶ୍ରୁତି ଦିଅନ୍ତି, ହେଲେ କାମ ବେଳକୁ ଭୁଲି ଯାଆନ୍ତି- ବିଜେଡି

ଭୁବନେଶ୍ୱର: ଜାତୀୟ ରାଜପଥକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି । କଟକ-ସମ୍ବଲପୁର ଜାତୀୟ ରାଜପଥ ଅତ୍ୟନ୍ତ ଦୟନୀୟ   ସ୍ଥିତିରେ ରହିଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା ଏବଂ ରକ୍ଷଣା ବେକ୍ଷଣ ଅଭାବରୁ ଶହ ଶହ ଦୁର୍ଘଟଣା ଘଟୁଛି । ଅନେକ ଜୀବନ ଗଲାଣି ।   ଉପକୂଳ ରାଜପଥ ଓ…

ଏମପିରେ ଭାଇ-ଭଉଣୀ ବଦଳାଇବେ ରାଜନୈତିକ ଦୃଶ୍ୟପଟ୍ଟ, ଦଳକୁ ନୂତନ ଗୁରୁମନ୍ତ୍ର ଦେବେ ରାହୁଲ ଓ ପ୍ରିୟଙ୍କା

ଭୋପାଳ: ୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତି ସରଗରମ ହେଉଛି। ମଧ୍ୟପ୍ରଦେଶରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏବେ ଭାଇ-ଭଉଣୀଙ୍କ ଯୋଡି ରାଜନୈତିକ ଦୃଶ୍ୟପଟ୍ଟ ବଦଳାଇବେ ବୋଲି ଚର୍ଚ୍ଚା ଚାଲିଛି। ସୂଚନାନୁସାରେ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ବିନ୍ଧ୍ୟ ଏବଂ…

ଶଙ୍ଖକୁ ବିରୋଧ କରି ଓଡିଆ ସଂସ୍କୃତିକୁ ଅପମାନିତ କରୁଛି ବିଜେପି: ବିଜେଡି

ଭୁବନେଶ୍ୱର: ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ନୂଆ ଯୋଜନା ଆମ ଓଡିଶା ନବୀନ ଓଡିଶା। ମାତ୍ର ଯୋଜନା ଆରମ୍ଭରୁ ହିଁ ଲୋଗକୁ ନେଇ ଛିଡା ହୋଇଛି ଅନେକ ବିବାଦ। ଏହି ନୂତନ ଯୋଜନାର ଲୋଗ ଭାବେ ବିଜେଡିର ଦଳୀୟ ଚିହ୍ନ ଶଙ୍ଖକୁ ବ୍ୟବହାର କରାଯାଇଥିବାରୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ବିରୋଧୀ…

ଏମପି ଭଳି ରାଜସ୍ଥାନରେ ବି ଫସିଲା ବିଜେପି, ଟିକେଟ ନ ପାଇ ଅନିତାଙ୍କ ବିଦ୍ରୋହ!

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜେପି ପୁଣିଥରେ ଆଉ ଏକ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ରାଜସ୍ଥାନ ପାଇଁ ଦଳ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୪୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ। ସବୁଠୁ ବଡ଼ କଥା ହେଲା ସେ ଭିତରେ ଦଳର ସାତ ଜଣ…

ବିଜେପି ସାଂସଦ କହୁଛନ୍ତି କଂଗ୍ରେସ ଆତଙ୍କବାଦୀଙ୍କୁ ସମର୍ଥନ କରୁଛି !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏସବୁ ରାଜ୍ୟରେ ରାଜନୈତିକ ଲଢେଇ ତୀଵ୍ର ହୋଇଛି। ଏହି ଅବସରରେ ତେଲେଙ୍ଗାନା ବିଜେପିର ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ବନ୍ଦୀ ସଞ୍ଜୟ କୁମାର କଂଗ୍ରେସ ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। କଂଗ୍ରେସ…

ଛତିଶଗଡରେ ‘ଧାନ’ ଜିତାଇବ ଆଉ ହରାଇବ !

ଭୁବନେଶ୍ୱର: ଛତିଶଗଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଛି। କଂଗ୍ରେସ ଶାସିତ ଏହି ରାଜ୍ୟରେ ଆଗାମୀ ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ହେବାକୁ ଯାଉଛି। ଏହି କ୍ରମରେ ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ଅର୍ଥାତ ନଭେମ୍ବର ସାତ ଓ ସତର ତାରିଖରେ ନିର୍ବାଚନ ହେବ। ତାରିଖ…