Latest Odisha News

BREAKING NEWS

Browsing Category

ରାଜନୀତି

ବିପଦରେ ଗଣତନ୍ତ୍ର, ଓଡ଼ିଶାରେ ସ୍ଥାଣୁ ଓ ଅଦୃଶ୍ୟ ସରକାର ଚାଲିଛି-ମନମୋହନ ସାମଲ

ବଲାଙ୍ଗୀର / ଭୁବନେଶ୍ୱର:ରାଜ୍ୟରେ ଗଣତନ୍ତ୍ର ବିପଦରେ ।  ପଂଚାୟତରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡୁ ପଡିଛି । ମୁଖ୍ୟମନ୍ତ୍ରୀଙ୍କ ଦେଖା ମିଳୁନାହିଁ । ଓଡ଼ିଶାରେ କିଏ ସରକାର ଚଳାଉଛି ତାହା ଜାଣି ହେଉନାହିଁ । ଓଡ଼ିଶାର ମନ୍ତ୍ରୀ, ବିଧାୟକଙ୍କ ବାକ୍‌ଶକ୍ତି ହରାଇବା ସହ ସେମାନଙ୍କୁ ଗୃହ ବନ୍ଦୀ…

ରାଜ୍ୟସଭାରୁ ନିଲମ୍ବିତ ମାମଲାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ପହଞ୍ଚିଲେ ରାଘବ ଚଢା

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାରୁ ନିଲମ୍ବନ କରିବା ମାମଲାରେ ସୁପ୍ରିମକୋର୍ଟଙ୍କୁ ଚ୍ୟାଲେଞ୍ଜ ଦିଆଯାଇଛି। ରାଜ୍ୟ ସଭାରୁ ନିଲମ୍ବନ ବିରୋଧରେ ଆପ୍ ସାଂସଦ ରାଘବ ଚଢା ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଅଗଷ୍ଟ ମାସରେ ରାଘବଙ୍କୁ ନିଲମ୍ବିତ କରାଯାଇଥିଲା। ୫ ଜଣ…

ରାଜ୍ୟ ସରକାରଙ୍କ ନୂଆ ଭେଳିକି ‘ନବୀନ ଓଡିଶା, ଲୁଟ୍ ଓଡିଶା’-ବିରୋଧୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଛି ମୋ ଓଡ଼ିଶା ନବୀନ ଓଡ଼ିଶା କାର୍ଟକ୍ରମ । ଏହି କାର୍ଯ୍ୟକ୍ରମକୁ ନେଇ ବର୍ଷିଛି ବିଜେପି ।  ଏହାକୁ “ନବୀନ ଓଡିଶା ଲୁଟ୍ ଓଡିଶା”  ବୋଲି କହିଛି ବିଜେପି । କାରଣ ଏହି ଯୋଜନାରେ ଖର୍ଚ୍ଚ ହେବାକୁ ଥିବା ୪,୦୦୦…

ଭାଷଣ ଦେବା ବେଳେ ଏମିତି କିଛି କହିଗଲେ ରାହୁଲ ଗାନ୍ଧୀ ! ଭିଡିଓ ସେୟାର କରି ଟ୍ରୋଲ କଲା ବିଜେପି

ନୂଆଦିଲ୍ଲୀ: ଘୋଷଣା ହୋଇଛି ପାଞ୍ଚଟି ରାଜ୍ୟରେ ନିର୍ବାଚନ ତାରିଖ। ଅନ୍ୟପକ୍ଷରେ ଦିଲ୍ଲୀରେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ପରେ ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀରେ ଜାତି ଜନଗଣନା ସମ୍ପର୍କରେ କଂଗ୍ରେସର ମତାମତ ଦେଇଛନ୍ତି।…

ବିଧାନସଭା ନିର୍ବାଚନ ତାରିଖ ଘୋଷଣା, ଖଡ଼ଗେ କହିଲେ ବିଜେପିକୁ ବିଦାୟ ଦେବାର ବେଳ ଆସିଗଲା

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ସୋମବାର କହିଛନ୍ତି ଯେ ତାଙ୍କ ଦଳ ଲୋକଙ୍କ ପାଖକୁ ଯିବ ଏବଂ ଆଗାମୀ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଜନକଲ୍ୟାଣ, ସାମାଜିକ ନ୍ୟାୟ ଏବଂ ପ୍ରଗତିଶୀଳ ବିକାଶକୁ ଏହାର ଗ୍ୟାରେଣ୍ଟି ଭାବେ ଉପସ୍ଥାପନ କରିବ। ନିର୍ବାଚନ…

ରାୟପୁରରେ ନିର୍ବାଚନ ଲଢ଼ିବେ ଓଡ଼ିଆ ପୁଅ ପୁରନ୍ଦର ମିଶ୍ର; ବିଜେପି ଦେଲା ଟିକେଟ

ରାୟପୁର/ଭୁବନେଶ୍ୱର: ରାୟପୁରରେ ନିର୍ବାଚନ ଲଢ଼ିବେ ଓଡ଼ିଆ ପୁଅ। ବିଜେପି କଲା ଟିକେଟ କନଫର୍ମ। ବିଶିଷ୍ଟ ସମାଜସେବୀ ଏବଂ ରାୟପୁରସ୍ଥିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ଅଧ୍ୟକ୍ଷ ପୁରନ୍ଦର ମିଶ୍ର ଛତିଶଗଡ଼ ରାଜ୍ୟର ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର ପାର୍ଥୀ ଭାବେ…

ନିର୍ବାଚନ ଜିତିବାକୁ ଏମପିରେ ‘ମାଗଣା’ ଲଢେଇ!

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା ହେବା ସହ ରାଜନୀତି ଚଳଚଂଚଳ ହୋଇଛି। ନିର୍ବାଚନର ବହୁ ପୂର୍ବରୁ ରାଜନୈତିକ ଦଳଗୁଡିକ ପ୍ରଚାର ପ୍ରସାର ଆରମ୍ଭ କରିସାରିଛନ୍ତି। କିନ୍ତୁ ଏବେ ନିର୍ବାଚନ ତାରିଖ ଘୋଷଣା ପରେ କେଉଁ ରାଜ୍ୟରେ ରାଜନୈତିକ ସ୍ଥିତି କଣ ହେବ ତାକୁ ନେଇ…

ତଲସରାରେ ବିଜେଡି, ବିଜେପି ସହ ହେବ ପ୍ରବୋଧଙ୍କ ଟକ୍କର!

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲାର ଅନ୍ୟତମ ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବେ ତଲସରାକୁ ଗଣାଯାଏ। ଆଦିବାସୀ ବହୁଳ ଏହି ଅଞ୍ଚଳରେ କଂଗ୍ରେସର ଦବଦବା ଦେଖିବାକୁ ମିଳେ। କିନ୍ତୁ ବହୁ ବର୍ଷର ଏହି ଟ୍ରେଣ୍ଡକୁ ଭାଙ୍ଗି ଗତ ନିର୍ବାଚନରେ ବିଜେପି ଏହି ସିଟରେ ବିଜୟ ଲାଭ କରିଛି। ୨୦୧୯ ନିର୍ବାଚନରେ…

ବୋମିଖାଲ ବ୍ରିଜ ନିର୍ମାଣ ଅବଧିକୁ ଦେଖିଲେ ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ନିର୍ବାଚନୀ ଲଲିପପ୍: ବିଜେପି

ଭୁବନେଶ୍ୱର: ନୂଆବର୍ଷରେ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଥିବା ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ବିଜେପି ସନ୍ଦେହ ପ୍ରକାଶ କରିଛି। ରାଜଧାନୀରେ ରାଜ୍ୟ ସରକାର ତିଆରି କରିଥିବା ବୋମିଖାଲ ଓଭରବ୍ରିଜ ନିର୍ମାଣ ସମୟର ଅବଧି କଥାକୁ ମନେ ପକାଇ ବିରୋଧୀ ବିଜେପି କହିଛି ରାଜ୍ୟ ସରକାର …

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସ୍ଥିର ହେଲା କଂଗ୍ରେସର ୧୦୩ ପ୍ରାର୍ଥୀଙ୍କ ନାମ

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକାକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଏହି ଅପେକ୍ଷା ବର୍ତ୍ତମାନ ଶେଷ ହୋଇଛି। ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏଥିପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ ହେଲେଣି। ଏହି…