Latest Odisha News

BREAKING NEWS

Browsing Category

ରାଜନୀତି

ଅସ୍ତ୍ରବିରତି ଉଲ୍ଲଂଘନ ପରେ ଇସ୍ରାଏଲ ଓ ଇରାନ ଉପରେ ଟ୍ରମ୍ପ ଖପ୍ପା 

ୱାଶିଂଟନ: ଅସ୍ତ୍ରବିରତି ଘୋଷଣା ପରେ ଇସ୍ରାଏଲ ଏବଂ ଇରାନ ଉଭୟ ଏହାର ଉଲ୍ଲଂଘନ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଟ୍ରମ୍ପ ଟ୍ରୁଥ ସୋସିଆଲରେ ଲେଖିଛନ୍ତି, "ଇସ୍ରାଏଲ, ଇରାନ ଉପରେ ବୋମା ମାଡ଼ ନକରୁ। ଯଦି ଏପରି ହୁଏ ତେବେ ଏହା ଏକ ବଡ଼ ଉଲ୍ଲଂଘନ ହେବ। ଇରାନରୁ…

ବିଜେଡି ଛାଡିଦେବେ କି ଦୀପାଳି ?

ଭୁବନେଶ୍ବର: ବିଜେଡି ଛାଡିବେ କି ପୂର୍ବତନ ଝାରସୁଗୁଡା ବିଧାୟକା ଦୀପାଳି ଦାସ । ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଘରେ ଘନ ଘନ ଆୟକର ଚଢାଉ ଚାଲିଥିବା ବେଳେ ବିଜେଡି ଚୁପ ରହିଛି । ଏହାକୁ ନେଇ ନବଙ୍କ ପରିବାରର ଅନୁଗତ ଓ ଦୀପାଳିଙ୍କ ସମର୍ଥକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ…

ସମ୍ଭାବ୍ୟ ଆକ୍ରମଣ ନେଇ ନାଗରିକଙ୍କୁ ସଚେତନ କଲା ଆମେରିକା

ୱାଶିଂଟନ: ଇରାନ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂଆ ଆଡଭାଇଜରି ଜାରି କରିଛି। ଯେଉଁଥିରେ ଦେଶ ମଧ୍ୟରେ "ସମ୍ଭାବ୍ୟ ଆକ୍ରମଣ ତଥା ହିଂସା" ବିଷୟରେ ଚେତାବନୀ ଦିଆଯାଇଛି। ଆମେରିକାର ଗୃହ ସୁରକ୍ଷା ବିଭାଗ (ଡିଏଚଏସ) ଦ୍ୱାରା ଏହା ଜାରି କରାଯାଇଛି।…

ଇରାନର ହର୍ମୁଜ୍ ଷ୍ଟ୍ରେଟ୍ ବନ୍ଦ ନିଷ୍ପତି ପରେ ଚୀନକୁ ଏହି ଅନୁରୋଧ କଲା ଆମେରିକା

ନୂଆଦିଲ୍ଲୀ: ଆମେରିକାର ଆକ୍ରମଣ ପରେ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ଷ୍ଟ୍ରେଟ୍ ବନ୍ଦ କରିବାକୁ ନିଷ୍ପତି ନେଇଛି ଇରାନ। ଯାହାଦ୍ବାରା ବିଶ୍ଵ ବାଣିଜ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେବେ ଏହି ନିଷ୍ପତ୍ତିରୁ ଇରାନ କିଭଳି ଓହରିବ, ସେଥିପାଇଁ ଆମେରିକା ବୈଦେଶିକ ମନ୍ତ୍ରୀ…

ମନ୍ତ୍ରିମଣ୍ଡଳ ସଂପ୍ରସାରଣ: ଯୁବ, ମହିଳାଙ୍କୁ ଫୋକସ୍ !

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପରେ ବଢିଛି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା । ବିଜେପି ହାଇକମାଣ୍ଡରୁ ଗ୍ରୀନ୍ ସିଗନାଲ ମିଳି ସାରିଥିବା ବେଳେ ମନ୍ତ୍ରୀ ପଦକୁ ନେଇ ଘନ ଘନ ବୈଠକ ବସୁଛି । ରାଜ୍ୟର ସବୁ ଅଞ୍ଚଳରୁ ପ୍ରତିନିଧିତ୍ବ ସାଙ୍ଗକୁ ଜାତି ସମୀକରଣ କଷୁଛନ୍ତି…

ଇସ୍ରାଏଲ-ଇରାନ ଯୁଦ୍ଧ; ଆମେରିକା ପରେ ଏଣ୍ଟ୍ରି କରିବ କି ଋଷ…

ନୂଆଦିଲ୍ଲୀ: ଇସ୍ରାଏଲ ଓ ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ଏଣ୍ଟ୍ରି କରିବା ସହ ଇରାନର ପରମାଣୁ ଘାଟି ଉପରେ ଆକ୍ରମଣ କରିଥିଲା। ଯାହା ପରେ ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ଇରାନ କେବଳ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରି ଏହାର ଜବାବ ଦେଇନାହିଁ ବରଂ କୌଣସି ପରିସ୍ଥିତିରେ…

ପ୍ରଶାନ୍ତ କିଶୋରଙ୍କୁ ତେଜସ୍ୱୀ ଯାଦବଙ୍କ ଜବାବ; ୯ମ ଫେଲ କହିଲେ…

ନୂଆଦିଲ୍ଲୀ: ଜନ ସୂରଜ ସଂଯୋଜକ ପ୍ରଶାନ୍ତ କିଶୋର ବାରମ୍ବାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କୁ ନବମ ଶ୍ରେଣୀ ଫେଲ ବୋଲି କହିଥାନ୍ତି। ଯାହାର ଜବାବ ଦେଇଛନ୍ତି ତେଜସ୍ୱୀ ଯାଦବ। ସେ କହିଛନ୍ତି ଯେ କେବଳ ଡିଗ୍ରୀ ପାଇଲେ ସମସ୍ତ ଗୁଣ ହାସଲ ହୁଏ ନାହିଁ। ନବମ ଶ୍ରେଣୀ ବିଫଳ ବୋଲି କହିବାକୁ…

‘ହରମୁଜ୍ ଷ୍ଟ୍ରେଟ୍’ ବନ୍ଦ କରିବ ଇରାନ; ପ୍ରଭାବିତ ହେବ ସାରା ବିଶ୍ଵ…

ତେହେରାନ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ଯୋଗୁଁ ପରିସ୍ଥିତି ଜଟିଳ ହୋଇପଡ଼ିଛି। ଆମେରିକା ଇରାନର ତିନୋଟି ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିଥିଲା। ଯାହାପରେ ଇରାନ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଯାହା ଫଳରେ ପ୍ରଭାବିତ ହେବ ସାରା ବିଶ୍ବ।…

ବିହାରରେ ହେବ ମାତା ସୀତାଙ୍କ ଭବ୍ୟ ମନ୍ଦିର, ଡିଜାଇନ୍ ଜାରି କଲେ ମୁଖ୍ୟମନ୍ତ୍ରୀ 

ପାଟଣା: ବିହାରରେ ହେବ ମାତା ସୀତାଙ୍କ ଭବ୍ୟ ମନ୍ଦିର। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ପ୍ରସ୍ତାବିତ ଡିଜାଇନର ଫଟୋ ସେୟାର କରିଛନ୍ତି ମୁଖ୍ୟମନ୍ତ୍ରୀ ନିତିଶ କୁମାର। ଏଥିସହିତ ସେ କହିଛନ୍ତି ଯେ, "ସୀତାମାଢ଼ିର ପୁନୌରାଧାମରେ ଜଗତ ଜନନୀ ମାତା ଜାନକୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏକ…

ତାମିଲନାଡୁରେ ବିଜେପିର ‘ବିଜୟ’ ବ୍ଲୁପ୍ରିଣ୍ଟ

ନୂଆଦିଲ୍ଲୀ: ଆସନ୍ତାବର୍ଷ ତାମିଲନାଡୁ ବିଧାନସଭା ନିର୍ବାଚନ ହେବ । ଏବେଠୁ ନିର୍ବାଚନ ମୋଡରେ ରାଜନୈତିକ ଦଳ । ଶାସକ ଡିଏମକେ ୨ଶହ ସିଟ୍ ଜିତିବାକୁ ଲକ୍ଷ୍ୟ ରଖିଛି ତ ତାମିଲ ରାଜନୀତିରେ ବିଜୟର ଅଙ୍କ କଷୁଛି ବିଜେପି । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାମିଲନାଡୁ ଗସ୍ତ କରି ଷ୍ଟାଲିନ…