Latest Odisha News

BREAKING NEWS

Browsing Category

ରାଜନୀତି

ହ୍ୟାଟ୍ରିକ ପାଇଁ ମୋଦିଙ୍କ ପ୍ଲାନ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ହ୍ୟାଟ୍ରିକ ପାଇଁ ବିଜେପିର ବଡ଼ ପ୍ରସ୍ତୁତି। ଲୋକସଭା ନିର୍ବାଚନରେ ସଫଳତା ଦୋହରାଇବାକୁ କୌଣସି ବି ସୁଯୋଗ ହାତଛଡା କରିବାକୁ ଚାହୁଁନି ବିଜେପି। ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। ମୋଦି ବିଜେପି ଶାସିତ ରାଜ୍ୟର…

ନୂଆ ସଂସଦ ଭବନ ଉଦଘାଟନକୁ ବର୍ଜନ କଲା ଟିଏମସି, କିନ୍ତୁ ସାମିଲ ହେଲେ ୨ ସାଂସଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନୂଆ ସଂସଦ ଗୃହର ଉଦଘାଟନ କରିଛନ୍ତି। ଉଦ୍‌ଘାଟନୀ ସମାରୋହରେ ବିରୋଧୀ ଦଳ ସମେତ ଟିଏମସି ଏହାକୁ ବର୍ଜନ କରିଛି। କିନ୍ତୁ ଏହି କାର୍ଯ୍ୟକ୍ରମରେ ଦୁଇ ଟିଏମସି ସାଂସଦ ଶିଶିର ଅଧିକାରୀ ଏବଂ ଦ୍ବିବେନ୍ଦୁ ଅଧିକାରୀ ଉପସ୍ଥିତ ଥିଲେ। ନୂଆ ସଂସଦ…

ନୂଆ ସଂସଦ ଭବନ ଉଦଘାଟନ, ବିଜେଡି ସୁପ୍ରିମୋଙ୍କ ନିରବତା ଓ ଭର୍ତ୍ତୃହରିଙ୍କ ଫଟୋ ବଢ଼ାଇଲା ଚର୍ଚ୍ଚା

ଭୁବନେଶ୍ୱର: ନୂଆ ସଂସଦ ଭବନ ଉଦଘାଟନ ଅବସରରେ ଯଦିଓ ବିଜେଡି ଯୋଗ ଦେଇଛି ବୋଲି କହିଛି କିନ୍ତୁ ଏହାକୁ ନେଇ ଦଳ ଆନ୍ତରିକ ଭାବେ କେତେ ଖୁସି ଅଛି ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? କାରଣ ଉଦଘାଟନୀ ଉତ୍ସବରେ ବିଜେଡି ସାଂସଦ ଯୋଗ ଦେଇଥିଲେ ବୋଲି ଦଳ କହିଛି। କିନ୍ତୁ ଯେଉଁ ସାଂସଦ…

ପ୍ରତ୍ୟେକ ବୁଥ୍‌ରେ କଂଗ୍ରେସ ସେବା ଦଳ କର୍ମୀଙ୍କୁ ନିଯୁକ୍ତି ଦିଆଯିବ: ଶରତ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ସେବା ଦଳ ପକ୍ଷରୁ ଆଜି ପୂର୍ବାହ୍ନରେ କଂଗ୍ରେସ ଭବନଠାରେ କଂଗ୍ରେସ ସେବାଦଳର ଜିଲ୍ଲା କର୍ମକର୍ତ୍ତା ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି । ସମ୍ମିଳନୀକୁ ଉଦଘାଟନ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ କହିଛନ୍ତି,…

ନବ ଦାସ ହତ୍ୟା ଚାର୍ଜସିଟକୁ ନେଇ ନାଖୁସ୍ ତାରା, କହିଲେ ‘ବଡ଼ବଡ଼ିଆ ସାମିଲ୍ ଥିବାରୁ ତଦନ୍ତ ବାଟବଣା’

ଭୁବନେଶ୍ୱର: ନବୀନ ଖୁସି ଥିବେ ମୁଁ ନୁହଁ । ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ଏମିତି ଢ଼ଙ୍ଗରେ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ରବିବାର ଚାର୍ଜସିଟ୍ ଉପରେ ପ୍ରତିକ୍ରିୟା ଦେଇ ବରିଷ୍ଠ କଂଗ୍ରେସ ନେତା ବାହିନୀପତି କହିଛନ୍ତି,…

କଂଗ୍ରେସ ନେତା ଚିରଞ୍ଜିବ ବିଶ୍ୱାଳ ଓ ମହମ୍ମଦ ମୋକିମ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସରେ ରହିଛି କି ନେତୃତ୍ୱ ସଂକଟ ? ଦଳରେ ନେତୃତ୍ୱ ସଂକଟ ନେଇ ଦେଇଥିବା ମନ୍ତବ୍ୟ ଏବେ ଦୁଇ କଂଗ୍ରେସ ନେତାଙ୍କୁ ମହଙ୍ଗା ପଡ଼ିଛି । ଦଳ ବିରୋଧୀ ମନ୍ତବ୍ୟ ପାଇଁ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବ ବିଶ୍ୱାଳ ଓ ବାରବାଟି-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଦଳ ପକ୍ଷରୁ…

କର୍ଣ୍ଣାଟକରେ କଂଗ୍ରେସକୁ ଚ୍ୟାଲେଞ୍ଜ, କହିଛ ମାନେ ଦିଅ ନହେଲେ ଛାଡ଼ିବୁନି

ଭୁବନେଶ୍ୱର: ନୂଆ ଷ୍ଟ୍ରାଟେଜି, ପାଞ୍ଚଟି ଗ୍ୟାରେଣ୍ଟି ଓ ଦମଦାର ପ୍ରଚାର ମାଧ୍ୟମରେ କର୍ଣ୍ଣାଟକରେ ବିପୁଳ ସଫଳତା ପାଇଥିବା କଂଗ୍ରେସ ବିଜେପିକୁ ଜୋରଦାର ଟାର୍ଗେଟ କରୁଛି। ପୂର୍ବର ବିଜେପି ସରକାରର ଯୋଜନା ଗୁଡିକ ଉପରେ ରୋକ ଲଗାଇବା ସହ ବରାଦ ହୋଇଥିବା ଅର୍ଥ ଅଟକାଇବା ସହ ବହୁ କଡା ପଦକ୍ଷେପ…

‘ନୂଆ ସଂସଦରେ ରଖ ରାମଙ୍କ ପାଦୁକା’

ଭୁବନେଶ୍ୱର: ରାତି ପାହିଲେ ଦେଶର ନୂଆ ସଂସଦ ଭବନ ଉଦଘାଟନ ହେବ। ଯାହାକୁ ନେଇ ଦେଶବ୍ୟାପୀ ବିରୋଧୀ ଶାସକ ମୁହାଁମୁହିଁ ହୋଇଛନ୍ତି। ଏପରିକି ନୂଆ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବାକୁ ନେଇ ବିରୋଧୀ ଦଳଗୁଡିକ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହ ଉତ୍ସବକୁ ବର୍ଜନ ମଧ୍ୟ କରିଛନ୍ତି।…

ରାଜସ୍ଥାନରେ ‘ହାତ’ ହତିଆର, ଗେହଲଟ ହଟିବେ ନା ପାଇଲଟ କଟିବେ ?

ଭୁବନେଶ୍ୱର: ସମାଧାନ ହେବ କି ରାଜସ୍ଥାନ କଂଗ୍ରେସ କଳି ? ଗେହଲଟ ପାଇଲଟ ବିବାଦରେ ପଡିବ କି ପୂର୍ଣ୍ଣଛେଦ ? ହାଇକମାଣ୍ଡ ଉଭୟଙ୍କ ମଧ୍ୟରେ ସମାଧାନର ରାସ୍ତା ବାହାର କରିପାରିବେ କି ? ଯଦି କିଛି ସମାଧାନ ନ ହୁଏ ତେବେ କଂଗ୍ରେସକୁ କଣ କ୍ଷତି ହେବ। ଆଗକୁ ରାଜସ୍ଥାନ ବିଧାନସଭା ନିର୍ବାଚନ ଥିବାବେଳେ…

ବର୍ଷିଲେ ବିଜୟ, କହିଲେ ନବ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ କରିନି ବାସ୍ତବ ତଦନ୍ତ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଗତକାଲି କ୍ରାଇମବ୍ରାଞ୍ଚ ୫୪୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଏଥିସହ ପ୍ରେସ୍ ଇସ୍ତାହାର ଜାରି କରି ଗୋପାଳ ବ୍ୟକ୍ତିଗତ ରାଗ ପାଇଁ ନବଙ୍କୁ ଗୁଳି କରିଥିବା ଓ ସେ ପାଗଳ ନୁହେଁ ବୋଲି କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଜାଣିବାକୁ…