Latest Odisha News

BREAKING NEWS

Browsing Category

ରାଜନୀତି

ଭାରତ ଗସ୍ତରେ ଆସିବେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ

ନୂଆଦିଲ୍ଲୀ: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଆସନ୍ତା ଏପ୍ରିଲ ୧୮ରୁ ୨୪ ତାରିଖ ମଧ୍ୟରେ ସପରିବାର ଇଟାଲୀ ଏବଂ ଭାରତ ଗସ୍ତ କରିବେ। ଏହା ମଧ୍ୟରେ ସେ ଉଭୟ ଦେଶର ନେତାମାନଙ୍କ ସହ ସାଧାରଣ ଅର୍ଥନୈତିକ ଏବଂ ରାଜନୈତିକ ଚର୍ଚ୍ଚା କରିବେ ବୋଲି ଜଣାପଡିଛି। ଆମେରିକାର ଉପରାଷ୍ଟ୍ରପତି ଭାରତ…

ଚୀନ୍ ଉପରେ ୨୪୫% ଟାରିଫ୍ ଲଗାଇଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଥିବା ଟାରିଫ୍ ୱାର ଥମିବାର ନା ନେଉନାହିଁ। ଉଭୟ ଦେଶ ପରସ୍ପର ଉପରେ ଟାରିଫକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛନ୍ତି। ଗତ ୨ ଏପ୍ରିଲରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଉପରେ ୩୪ ପ୍ରତିଶତ ଶୁଳ୍କ ଲଗାଇଥିବା ବେଳେ…

ପୁରୀରେ ମହାପ୍ରଭୁଙ୍କ ଆଶିଷ ନେଲେ ଅଖିଳେଶ ଯାଦବ ଓ ତାଙ୍କ ପତ୍ନୀ

ପୁରୀ: ସମାଜବାଦୀ ପାର୍ଟି ମୁଖ୍ୟ ତଥା ସାଂସଦ ଅଖିଳେଶ ଯାଦବ ବୁଧବାର ଦିନ ପୁରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କ ଆଶିଷ ନେଇଛନ୍ତି। ତାଙ୍କ ପତ୍ନୀ ତଥା ଲୋକସଭା ସାଂସଦ ଡିମ୍ପଲ ଯାଦବ ମଧ୍ୟ ଦର୍ଶନ କରିଥିଲେ। ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। "ଆଜି, ମୁଁ ପ୍ରଭୁ…

ବିଜେଡି ସଭାପତି ପଦ ପାଇଁ ଆସନ୍ତାକାଲି ନାମାଙ୍କନ ଭରିବେ ନବୀନ

ଭୁବନେଶ୍ବର: ଆସନ୍ତାକାଲି ବିଜେଡିର ସଭାପତି ପ୍ରାର୍ଥୀ ଭାବେ ପୁଣି ପ୍ରାର୍ଥୀପତ୍ର ଦାଖଲ କରିବେ ନବୀନ ପଟ୍ଟନାୟକ । ଅନ୍ୟ କେହି ବିଜେଡି ସଭାପତି ପଦ ଲାଗି ନାମାଙ୍କନ ଭରିବାର ସମ୍ଭାବନା ନଥିବାର ସେ ପୁଣି ଥରେ ବିଜେଡି ସଭାପତି ହେବା ନିଶ୍ଚିତ ବୋଲି କୁହାଯାଉଛି । ୧୯ ତାରିଖରେ ଘୋଷଣା ହେବ…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଝଟକା, ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ

ବେଙ୍ଗାଲୁରୁ: ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ (ମୁଦା) ମାମଲାରେ ବରିଷ୍ଠ କଂଗ୍ରେସ ନେତା ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଝଟକା ଲାଗିଛି। କାରଣ କର୍ଣ୍ଣାଟକର ସ୍ୱତନ୍ତ୍ର କୋର୍ଟ ମୁଦା ମାମଲାର ତଦନ୍ତ ଜାରି ରଖିବାକୁ ଲୋକାୟୁକ୍ତ ପୋଲିସକୁ ନିର୍ଦ୍ଦେଶ ଦେବା ସହ କ୍ଲିନଚିଟକୁ…

୧୮ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେଡ଼ି

ଭୁବନେଶ୍ୱର: ବିଜେଡିର ସାଙ୍ଗଠନିକ ନିର୍ବାଚନ ୨୦୨୫। ୩୩ ଜିଲ୍ଲା ମଧ୍ୟରୁ ୧୮ ଜିଲ୍ଲା ପାଇଁ ସଭାପତିଙ୍କ ନାଁ ଘୋଷଣା କଲା ବିଜେଡ଼ି। ଅନୁଗୁଳ ଜିଲ୍ଲା ପାଇଁ ବିଜେଡି ସଭାପତି ହେଲେ ବ୍ରଜ ପ୍ରଧାନ। ବୌଦ୍ଧ ପାଇଁ ପ୍ରଦୀପ ଅମାତ, ଜଗତସିଂହପୁର ପାଇଁ ପ୍ରଶାନ୍ତ ମୁଦୁଲି, କନ୍ଧମାଳ ପାଇଁ…

ବିହାର ଫର୍ମୁଲା… ଛିଡୁନି ସିଟ୍ ଭାଗ!

ନୂଆଦିଲ୍ଲୀ: ଦିଲ୍ଲୀରେ ‘ବିହାର’ ମନ୍ଥନ । ପାଟନା ଗଣିତ ନେଇ କଂଗ୍ରେସ-ଆରଜେଡି ଚର୍ଚ୍ଚା । ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ଆରଜେଡିର ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ବୀ ଯାଦବ । ଏପ୍ରିଲ ୧୭ତାରିଖରେ ମହାଗଠବନ୍ଧନ ନେତାଙ୍କ ବୈଠକ ହେବାକୁ…

ପୂର୍ବତନ ଧର୍ମଶାଳା ବିଧାୟକଙ୍କ ଗାଡ଼ିକୁ ଆକ୍ରମଣ ଘଟଣାରେ ୪ ଗିରଫ 

ଭୁବନେଶ୍ୱର: ବିଜେଡି ନେତା ତଥା ପୂର୍ବତନ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଗାଡ଼ି ଉପରେ ରବିବାର ଦିନ ହୋଇଥିବା ଆକ୍ରମଣ ଘଟଣାରେ ଯାଜପୁର ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ସେମାନଙ୍କୁ କୋର୍ଟକୁ ପଠାଯାଇଛି। ଉଲ୍ଲେଖଯୋଗ୍ୟ, ଆରୁଅ…

ନିର୍ବାଚନ ପୂର୍ବରୁ ବିହାରରେ ଏନଡିଏକୁ ଝଟକା, ହାତ ଛାଡ଼ିଲେ ପାରସ ପାସଓ୍ୱାନ୍

ପାଟଣା: ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି (ଆରଏଲଜେପି) ସୋମବାର ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସହ ସମ୍ପର୍କ ଛିନ୍ନ କରିଥିବା ଘୋଷଣା କରିଛି। ଦଳର ମୁଖ୍ୟ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପଶୁପତି କୁମାର ପାରସ ଏହି ନିଷ୍ପତ୍ତି ନେଇଛନ୍ତି। ବିଆର ଆମ୍ବେଦକରଙ୍କ…

ଓଡ଼ିଶା ଆସିବେ ଦିଲ୍ଲୀ ବାଚସ୍ପତି; କାଗଜବିହୀନ ବିଧାନସଭା ପ୍ରକ୍ରିୟାର ଅଧ୍ୟୟନ କରିବେ 

ନୂଆଦିଲ୍ଲୀ: ଓଡ଼ିଶା ଆସିବେ ଦିଲ୍ଲୀ ବାଚସ୍ପତି ବିଜେନ୍ଦର ଗୁପ୍ତା। କାଗଜବିହୀନ ବିଧାନସଭା ପ୍ରକ୍ରିୟାର ଅଧ୍ୟୟନ କରିବେ । ଜାତୀୟ ଇ-ବିଧାନ ଆବେଦନ (ନେଭା) ପ୍ରକ୍ରିୟା ମାଧ୍ୟମରେ କାଗଜବିହୀନ ଏବଂ ଡିଜିଟାଲ୍ ବିଧାନସଭା ପ୍ରକ୍ରିୟା ଗ୍ରହଣ କରିଥିବା ଅନେକ ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ।…