Latest Odisha News

BREAKING NEWS

Browsing Category

ରାଜନୀତି

କଂଗ୍ରେସର ଦୁଇ ତିନି ଫର୍ମୁଲା, ସିଦ୍ଦରମୈୟା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ !

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଅଙ୍କ ଛିଡୁନି। ଯାହାକୁ ନେଇ କର୍ଣ୍ଣାଟକ ସମେତ ଦେଶବ୍ୟାପୀ ଚର୍ଚ୍ଚା। ବିଭିନ୍ନ ରାଜ୍ୟରେ କଂଗ୍ରେସର ଏଭଳି ସ୍ଥିତି ପାଇଁ ଦଳ ବହୁ ସମସ୍ୟାର ସମ୍ମୁଖୀନ ହେଉଛି। ଯେଉଁ କାରଣ ପାଇଁ ମଧ୍ୟପ୍ରଦେଶରେ ଜିତି ସରକାର ଗଢ଼ିଥିଲେ ମଧ୍ୟ…

ବିଜେପି ହାତରୁ ଖସୁଛି କ୍ଷମତା ! ୨୦୨୪ରେ ଶକ୍ତିଶାଳୀ ହେବେ କି ବିରୋଧୀ ?

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଆସିବା ପରେ ବିଜେପି ହାତରୁ ଆଉ ଏକ ରାଜ୍ୟ ଖସିଛି । ଏବେ ୧୫ ରାଜ୍ୟରେ ସରକାରରେ ଅଛି ବିଜେପି । ବହୁମତ ସହ ୬ ରାଜ୍ୟରେ ବିଜେପି କ୍ଷମତାରେ ଥିବା ବେଳେ ୯ ରାଜ୍ୟରେ ସହଯୋଗୀ ଦଳ ସହ ସରକାର ଚଳାଉଛି । ଉତ୍ତର-ପୂର୍ବ ରାଜ୍ୟରେ ବିଜେପିର ସର୍ବାଧିକ…

ମହାରାଷ୍ଟ୍ରରେ ପାୱାର କଷୁଛନ୍ତି କର୍ଣ୍ଣାଟକ ଗଣିତ !

ଭୁବନେଶ୍ୱର: କଂଗ୍ରେସର ୪୦ ପ୍ରତିଶତ କମିଶନ ଫଣ୍ଡା କର୍ଣ୍ଣାଟକରେ କାମ କରିବା ପରେ ଏହି ଫଣ୍ଡାକୁ ଅନ୍ୟ ରାଜ୍ୟରେ ଆପଣାଇବା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଯଦି କର୍ଣ୍ଣାଟକରେ ୪୦ ପ୍ରତିଶତ କମିଶନର ଦୁର୍ନୀତି ଥିଲା ତହେଲେ ମହାରାଷ୍ଟ୍ରରେ ଦୁର୍ନୀତିର ମାତ୍ରା ଶହେ ପ୍ରତିଶତ। ତେଣୁ ଏହି…

କର୍ଣ୍ଣାଟକରୁ କଂଗ୍ରେସ ଖସାଇଲା, ଦେଶରୁ ଖସାଇଦେବେ କି ବିରୋଧୀ ?

ଭୁବନେଶ୍ୱର: କଂଗ୍ରେସର କର୍ଣ୍ଣାଟକ ବିଜୟ ବିରୋଧୀଙ୍କ ପାଇଁ ନୂତନ ଆଶାର ସଂଚାର କରିଛି। ବିରୋଧୀ ଏକତା ଦିଗରେ ଏହା ଏକ ବଡ଼ ଉପଲବ୍ଧି କୁହାଯାଉଥିବା ବେଳେ ଆସନ୍ତା ୧୦ ଦିନ ମଧ୍ୟରେ ବିରୋଧୀମାନେ ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରିବେ। ଦେଶର ପ୍ରମୁଖ ୧୨ ଟି ବିରୋଧୀ ଦଳ ବିହାରର ପାଟନାରେ…

ରାହୁଲ ଦୌଡୁଛନ୍ତି, ହାତ ବଢୁଛି !

ଭୁବନେଶ୍ୱର: କର୍ଣ୍ଣାଟକରେ ବଡ଼ ବିଜୟ ପରେ ଏବେ ରାହୁଲଙ୍କ ଭାରତ ଯୋଡୋ ଯାତ୍ରାକୁ ନେଇ ଜୋରଦାର ଚର୍ଚ୍ଚା। ଭାରତ ଯୋଡୋ ଯାତ୍ରା ହିଁ କର୍ଣ୍ଣାଟକରେ କଂଗ୍ରେସ ବିଜୟର ମୂଳଦୁଆ ପକାଇଲା ବୋଲି କୁହାଯାଉଛି। ୫ ମାସ ଧରି ପ୍ରାୟ ୪ ହଜାର କିଲୋମିଟରର ଏହି ଯାତ୍ରା କଂଗ୍ରେସ ସପକ୍ଷରେ ଦେଶବ୍ୟାପୀ ଏକ…

ଝାରସୁଗୁଡା ବିକାଶ ପାଇଁ ବାପା ଦେଖିଥିବା ସ୍ୱପ୍ନ ପୂରଣ କରିବି-ଦୀପାଳି

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନରେ ବିଜେଡି ଟିକେଟରେ ଲଢି ବିପୁଳ ଭୋଟରେ ବିଜୟୀ ହେବା ପରେ  ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସ ଆଜି ବିଧାୟିକା ଭାବେ ଶପଥ  ନେଇଛନ୍ତି । ମା’ ଓ ଭାଇଙ୍କ ସହ ଗତକାଲି ଭୁବନେଶ୍ୱର ଆସି  ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଏବଂ ଆଶୀର୍ବାଦ…

କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ?

ବେଙ୍ଗଳୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବହୁମତ ମିଳିବା ପରେ କିଏ ହେବ ମୁଖ୍ୟମନ୍ତ୍ରୀ ? ଯାହାକୁ ନେଇ ଆଜି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ଆଶା କରାଯାଉଛି ମୁଖ୍ୟମନ୍ତ୍ରୀ ବାଛିବା ଦାୟିତ୍ୱ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଉପରେ ଛାଡ଼ିଦେବେ ବିଧାୟକ । ତେବେ…

ମୋଦି ଫେଲ୍, ଯୋଗୀ ପାସ୍ !

ଭୁବନେଶ୍ୱର: ଗୋଟିଏ ପଟେ କର୍ଣ୍ଣାଟକ ବିଜେପିକୁ ଝଟକା ଦେଇଥିବା ବେଳେ ସେପଟେ ଉତ୍ତରପ୍ରଦେଶ ବିଜେପିକୁ ଶୁଭ ଖବର ଦେଇଛି। ଉତ୍ତରପ୍ରଦେଶ ନଗର ନିଗମ ନିର୍ବାଚନରେ ବିଜେପି ବେଶ ଭଲ ପ୍ରଦର୍ଶନ କରିଛି। ପ୍ରତିଦ୍ବନ୍ଦୀ ସମାଜବାଦୀ ପାର୍ଟି ସମେତ ଅନ୍ୟ ବିରୋଧୀ ଦଳଗୁଡିକୁ ବହୁ ପଛରେ ପକାଇ ବିଜେପି…

‘ମହାରାଷ୍ଟ୍ର ରାଜନୀତି’, ସିନ୍ଦେଙ୍କୁ ଡରାଉଛନ୍ତି ଉଦ୍ଧବ !

ଭୁବନେଶ୍ୱର: ଶିବସେନା ବିବାଦ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ମହାରାଷ୍ଟ୍ର ରାଜନୀତି ଉଗ୍ର ରୁପ ନେବାରେ ଲାଗିଛି। ସିନ୍ଦେ ଗୋଷ୍ଠୀର ୧୬ ଜଣ ବିଧାୟକ ଅଯୋଗ୍ୟ ଘୋଷିତ ହେବେ ବୋଲି ବିରୋଧୀ ଆଶା ରଖିଥିବା ବେଳେ ଏ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। କିନ୍ତୁ ସୁପ୍ରିମକୋର୍ଟ ଏ…

କର୍ଣ୍ଣାଟକରେ ମୋଦିଙ୍କୁ ହରାଇଦେଲେ ରାହୁଲ

ଭୁବନେଶ୍ୱର: କର୍ଣ୍ଣାଟକରେ କାମ କଲାନି ମୋଦିଙ୍କ ଯାଦୁ। କଂଗ୍ରେସର ବହୁ ସଂଖ୍ୟାରେ ବିଜୟ ବିଜେପିର ସମସ୍ତ ଉଦ୍ୟମକୁ ଫିକା ପକାଇ ଦେଇଛି। କର୍ଣ୍ଣାଟକରେ ୯ ଦିନ ଧରି ବିଜେପିର ସବୁଠୁ ଲୋକପ୍ରିୟ ଚେହେରା ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୮ ଟି ବଡ଼ ସାଧାରଣ ସଭା, ୬ ଟି ଦୀର୍ଘ ସମୟର ରୋଡ଼ ଶୋର କିଛି…