Latest Odisha News

BREAKING NEWS

Browsing Category

ରାଜନୀତି

ମହିଳାଙ୍କୁ କେତେ ସଶକ୍ତ କରିଛି ସୁଭଦ୍ରା?

ଭୁବନେଶ୍ବର: ମହିଳାଙ୍କ ପାଇଁ କେତେ କରିଛନ୍ତି କିଏ? ବିଜେଡି ସମୟରେ ଚାଲିଥିବା ମିଶନ ଶକ୍ତି ନା ଏବେକାର ସୁଭଦ୍ରା ଯୋଜନା ଭଲ? କେଉଁ ଯୋଜନାରେ କେତେ ଲାଭବାନ ହେଉଛନ୍ତି ମହିଳା? ଗତ ନିର୍ବାଚନରେ ବିଜେପିର ଫୋକସରେ ରହିଥିଲେ ରାଜ୍ୟର ଅଧା ଜନସଂଖ୍ୟା, ମହିଳା । କ୍ଷମତାକୁ ଆସିବା ପରେ ମହିଳାଙ୍କୁ…

ଶିଳ୍ପାୟନ…ବିଜେପି ସରକାରରେ କେତେ ସଫଳ?

ଭୁବନେଶ୍ବର: ନିର୍ବାଚନ ସମୟରେ ଶିଳ୍ପ ସମୃଦ୍ଧି ସାଙ୍ଗକୁ ମେଗା ନିଯୁକ୍ତିର ସ୍ବପ୍ନ ଦେଖାଇଥିଲା ବିଜେପି । ୫ଲକ୍ଷ ଓଡିଆ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବା ନେଇ ପ୍ରତିଶ୍ରୁତି ଦେଇଥିଲେ ବିଜେପି ନେତା । କ୍ଷମତାରେ ରହିବାର ବର୍ଷକ ମଧ୍ୟରେ ଉତ୍କର୍ଷ ଓଡିଶା ସମ୍ମିଳନୀର ସଫଳ ଆୟୋଜନ କରିଛନ୍ତି…

ଶ୍ରୀମନ୍ଦିର ପାଇଁ କରିଛନ୍ତି କେତେ?

ଭୁବନେଶ୍ବର: ଗତ ନିର୍ବାଚନରେ ବିଜେପି ପାଇଁ ଶ୍ରୀମନ୍ଦିରରୁ ଖୋଲିଥିଲା ବିଜୟର ଦ୍ବାର । ଶ୍ରୀମନ୍ଦିର ପରିକ୍ରମାରୁ ଶ୍ରେୟ ନେବାକୁ ବିଜେଡି ଉଦ୍ୟମ କରୁଥିବା ବେଳେ ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଉଠାଇ ସିଧାସଳଖ ଟାର୍ଗେଟ୍ କରିଥିଲା ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଅନ୍ତୁ କି…

ନବବିବାହିତ ପିନାକୀ ମିଶ୍ର ଓ ମହୁଆଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ

ଭୁବନେଶ୍ୱର: ନିକଟରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ଏବଂ ପୂର୍ବତନ ଓଡ଼ିଶା ସାଂସଦ ତଥା ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପିନାକୀ ମିଶ୍ର ବିବାହ କରିଥିଲେ। ଦୁହିଁଙ୍କ ଏକ ଡ୍ୟାନ୍ସ ଭିଡିଓ ରବିବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଦୁହେଁ ବଲିଉଡ୍ ରୋମାଣ୍ଟିକ କ୍ଲାସିକ୍…

ଦୁର୍ନୀତି…କେତେ ବାଟ ଗଲା ତଦନ୍ତ?

ଭୁବନେଶ୍ବର: ୨୦୨୪ ନିର୍ବାଚନ ବେଳେ ବିଜେପିର ଅନ୍ୟ ଏକ ବଡ଼ ପ୍ରସଙ୍ଗ ଥିଲା ଦୁର୍ନୀତି । ପୂର୍ବ ବିଜେଡି ସରକାର ନାଁରେ ଦୁର୍ନୀତି ଅଭିଯୋଗ ଆଣି ଲଗାତର ଟାର୍ଗେଟ୍ କରିଥିଲେ ବିଜେପି ନେତା । ନିର୍ବାଚନୀ ରାଲିରେ ବର୍ଷିଥିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ନେତା । ଆଶା କରାଯାଉଥିଲା, ସରକାରକୁ ଆସିବା…

ବର୍ଷେ ପରେ ଏଇଠି ଓଡିଆ ଅସ୍ମିତା?

ଭୁବନେଶ୍ବର: ବର୍ଷେ ତଳେ ଐତିହାସିକ ରାୟ ଦେଇଥିଲା ଓଡିଶା। ଓଡିଆ ଅସ୍ମିତାର ନାରା ଲଗାଇଥିଲେ ବିଜେପି ନେତା, ତ ମନଖୋଲି ସମର୍ଥନ ଅଜାଡିଥିଲେ ଜନତା। ୨୦୨୪ ନିର୍ବାଚନରେ ଖୁବ୍ ଚର୍ଚ୍ଚାରେ ଥିଲା ଓଡିଆ ଅସ୍ମିତା। କହିବାକ ଗଲେ, ପୂରା ନିର୍ବାଚନରେ ପାଲଟିଥିଲା ଗେମଚେଞ୍ଜର। ଓଡିଆ ସ୍ବାଭିମାନ…

ମୋତେ ପଳାତକ କୁହନି; ଭାରତ ଛାଡିବା ପୂର୍ବରୁ ଅରୁଣ ଜେଟଲିଙ୍କୁ କହିଥିଲି.

ନୂଆଦିଲ୍ଲୀ: ଲଣ୍ଡନରେ ରହୁଥିବା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଭାରତ ଛାଡିବା ପରେ ପ୍ରଥମ ଥର ପାଇଁ ଏକ ପଡକାଷ୍ଟରେ ପ୍ରତିକ୍ରିୟା ରଖିଛନ୍ତି। ପଡକାଷ୍ଟରେ ସେ ନିଜ ପିଲାଦିନଠାରୁ ଆରମ୍ଭ କରି କିଙ୍ଗଫିସର ଏୟାରଲାଇନ୍ସ ପ୍ରତିଷ୍ଠା ଏବଂ ଆଇପିଏଲ୍ ଟିମ୍ କିଣିବା ପର୍ଯ୍ୟନ୍ତ ସବୁ ବିଷୟରେ…

ରାଜ୍ୟସଭାକୁ ଯିବେ ସାଉଥ୍ ସୁପରଷ୍ଟାର କମଲ ହାସନ, ପ୍ରାର୍ଥୀପତ୍ର କଲେ ଦାଖଲ

ଚେନ୍ନାଇ: ରାଜ୍ୟସଭାକୁ ଯିବେ ସାଉଥ୍ ସୁପରଷ୍ଟାର କମଲ ହାସନ। ଡିଏମକେ ତରଫରୁ ସେ ରାଜ୍ୟସଭାକୁ ଯାଉଛନ୍ତି। ସେ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରକୃତରେ, ତାମିଲନାଡୁର ଶାସକ ଡିଏମକେ ତାଙ୍କ କୋଟାର ଚାରୋଟି ରାଜ୍ୟସଭା ଆସନ ମଧ୍ୟରୁ ଗୋଟିଏ କମଲ ହାସନଙ୍କ ଦଳ ମକ୍କାଲ ନିଧି ମୟମ…

ବିହାର ଜନତାଙ୍କୁ ପସନ୍ଦ ତେଜସ୍ବୀ ଯାଦବ !

ନୂଆଦିଲ୍ଲୀ: ନା ନୀତିଶ ନା ପ୍ରଶାନ୍ତ କିଶୋର, ବିହାର ଜନତାଙ୍କୁ ପସନ୍ଦ ତେଜସ୍ବୀ ଯାଦବ । ଇଣ୍ଡିଆ ଟୁଡେ-ସି ଭୋଟର ସର୍ଭେ ରିପୋର୍ଟ ଅନୁସାରେ ନୀତିଶଙ୍କୁ ପଛରେ ପକାଇ ତେଜସ୍ବୀ ବିହାରର ମୁଖ୍ୟମନ୍ତ୍ରୀ ପଦ ପାଇଁ ରେସରେ ସବୁଠୁ ଆଗରେ ରହିଛନ୍ତି । ପୂର୍ବରୁ ଦୁଇ ଦୁଇ ଥର ବିହାରର…

ସ୍ୱାଧୀନତା ଅର୍ଥ ସେନାକୁ ଅପମାନ କରିବା ନୁହେଁ: ଆଲ୍ହାବାଦ ହାଇକୋର୍ଟ

ନୂଆଦିଲ୍ଲୀ: ୨୦୨୨ ଭାରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ  ଭାରତୀୟ ସୈନିକଙ୍କ ବିଷୟରେ ଅପମାନ ଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ। ଏହାକୁ ନେଇ ବୁଧବାର ଆଲ୍ହାବାଦ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କରିଛନ୍ତି। ଲକ୍ଷ୍ନୌ କୋର୍ଟ ଦ୍ୱାରା ରାହୁଲଙ୍କ…