Latest Odisha News

BREAKING NEWS

Browsing Category

ରାଜନୀତି

ବିଜେଡି କନ୍ଦଳକୁ ନେଇ ଆସୁଛି ବିସ୍ଫୋରକ ବୟାନ: ନବୀନଙ୍କ ଉପରେ କାହାର ଭରସା ନାହିଁ!

ଭୁବନେଶ୍ୱର: ୱାକଫ ବିଲ୍ ସପକ୍ଷରେ ବିଜେଡି ସାଂସଦ ସସ୍ମିତ ପାତ୍ର ଭୋଟ୍ ଦେବାକୁ ନେଇ ଦଳ ଭିତରେ ବଢୁଛି ଅସନ୍ତୋଷ। ପ୍ରଫୁଲ୍ଲ ସାମଲ କାର୍ଯ୍ୟାନୁଷ୍ଠାନ ଦାବି କରି ନବୀନଙ୍କୁ ଚିଠି ଲେଖିଥିବା ବେଳେ ଆଜି ପୁଣି ଥରେ ସସ୍ମିତଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଧାୟକ ବଦ୍ରି ପାତ୍ର। ୱାକଫ୍‌…

୨୭ ବର୍ଷ ପରେ ପର୍ତ୍ତୁଗାଲ ଗସ୍ତରେ ଭାରତୀୟ ରାଷ୍ଟ୍ରପତି, କାହିଁକି ଖାସ ଏହି ଯାତ୍ରା…

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏପ୍ରିଲ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାରି ଦିନିଆ ପର୍ତ୍ତୁଗାଲ ଏବଂ ସ୍ଲୋଭାକିଆ ଗସ୍ତରେ ଯିବେ। ସେ ଏପ୍ରିଲ ୭ ରୁ ୮ ପର୍ଯ୍ୟନ୍ତ ପର୍ତ୍ତୁଗାଲରେ ରହିବେ। ଏନେଇ ବୈଦେଶିକ ମନ୍ତ୍ରଣାଳୟ ସଚିବ (ପଶ୍ଚିମ) ତନ୍ମୟ ଲାଲ ସୂଚନା ଦେଇଛନ୍ତି। ସେ…

୬ ବର୍ଷ ପରେ ଶ୍ରୀଲଙ୍କା ଗସ୍ତରେ ମୋଦି, ମିଳିଲା ଗାର୍ଡ ଅଫ୍ ଅନର

କଲମ୍ବୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଥାଇଲ୍ୟାଣ୍ଡ ଗସ୍ତ ପରେ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି। କଲମ୍ବୋର ବନ୍ଦରାନାଇକେ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେଠାରେ ତାଙ୍କୁ ଶ୍ରୀଲଙ୍କାର ପାଞ୍ଚ ଜଣ ପ୍ରମୁଖ ମନ୍ତ୍ରୀ ସ୍ୱାଗତ ଜଣାଇଥିଲେ। ସେମାନଙ୍କ ମଧ୍ୟରେ…

ନବୀନ ନିବାସରେ ରୋଚକ ଦୃଶ୍ୟ, ଭିତିରି ଖେଳ ବୁଝି ପାରିଲେନି ନେତା?

ଭୁବନେଶ୍ୱର: ପ୍ରଥମେ ଲୋକସଭା ଏବଂ ପରେ ରାଜ୍ୟସଭାରେ ପାରିତ ହୋଇଯାଇଛି ୱାକଫ (ସଂଶୋଧନ) ବିଲ୍ ୨୦୨୫ । ବିଜେପି ପାଖରେ ସଂଖ୍ୟା ବଳ ଥିବାରୁ ଏହି ବିଲକୁ ସହଜରେ ପାରିତ କରାଇବାରେ ସକ୍ଷମ ହୋଇଛନ୍ତି ମୋଦି ସରକାର। ହେଲେ ଏବେ ୱାକଫ ବଲିକୁ ନେଇ ଯେତିକି ଚର୍ଚ୍ଚା ହେଉନି, ଏହି ବିଲ ବିରୋଧରେ କିଏ…

ବିଜେଡିର ଆଭିମୁଖ୍ୟ ନେଇ ନବୀନଙ୍କୁ ଘେରିଲେ ବରିଷ୍ଠ ନେତା, ସୁପ୍ରିମୋ କହିଲେ ଆମ ଆଭିମୁଖ୍ୟ ଧର୍ମନିରପେକ୍ଷ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ଶୁକ୍ରବାର ଦିନ ନିଜର ଧର୍ମନିରପେକ୍ଷ ନୀତି ପ୍ରତି ପୁନର୍ବାର ପ୍ରତିଶ୍ରୁତି ଦେଇଛି। ଏହି କଥା ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। ନବୀନ ନିବାସରେ ଦଳର ସଭାପତିଙ୍କ ସହ ବୈଠକ ପରେ ସେ କହିଛନ୍ତି ଯେ ବିଜେଡି କୌଣସି ରାଷ୍ଟ୍ରୀୟ…

ଆଗାମୀ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ କଲା କଂଗ୍ରେସ

ଭୁବନେଶ୍ଵର: ଆଗାମୀ ଦିନରେ କଂଗ୍ରେସର ଜିଲ୍ଲାସ୍ତରୀୟ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ, ବିକ୍ଷୋଭ, ରାଲି ଇତ୍ୟାଦି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ କଂଗ୍ରେସର ୩୫ ଗୋଟି ସାଂଗଠନିକ ଜିଲ୍ଲା ନିମନ୍ତେ ଜିଲ୍ଲା ପର୍ଯ୍ୟବେକ୍ଷକ…

ଓ୍ବକଫ ସମର୍ଥନ…ଫସିଯିବେ ନୀତିଶ !

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଜେଡିୟୁରେ ‘ଓ୍ବକଫ ଝଡ଼’ । ବିଲକୁ ସମର୍ଥନ କରିବା ପରେ ଦଳ ଛାଡିଲେ ନେତା । ବିଜେପି ସ୍ବର ମିଳାଇ ଫସିଯିବେ କି ନୀତିଶ କୁମାର ? ବିହାର ବିଧାନସଭା ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିବା ବେଳେ ସଂସଦରେ ଓ୍ବକଫ ବିଲକୁ ସମର୍ଥନ କରିଛି…

ୱାକଫ୍‌ ବିଲ୍‌ ଭୋଟିଂରେ ବିଜେଡିର ଦ୍ବିମତ: ଉଷ୍ମ ହେଲା ରାଜ୍ୟ ରାଜନୀତି

ଭୁବନେଶ୍ବର: କେନ୍ଦ୍ରସରକାରଙ୍କ ଦ୍ବାରା ସଂସଦର ଉଭୟ ଗୃହରେ ପାରିତ ହୋଇଯାଇଛି, ବିବାଦୀୟ ଓ୍ବାକଫ୍ (ସଂଶୋଧିତ) ବିଲ୍ । ଉଭୟ ଗୃହରେ ବିଜେପି ନେତୃତ୍ବାଧିନ ଏନଡିଏ ସରକାର ବହୁମତ ହାସଲ କରିଛି । କିନ୍ତୁ ଗତ ଦୁଇ ଦିନ ଧରି ଓ୍ବାକଫ୍ ବିଲକୁ ନେଇ ଚାଲିଥିବା ମହାସମରରେ ସମସ୍ତଙ୍କୁ ବଡ ଝଟକା…

ଓ୍ୱାକଫ ବିଲ: ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟ, ବିରୋଧୀ-ମୋଦୀ ହତବାକ!

ନୂଆଦିଲ୍ଲୀ: ସଂସଦରେ ବଜେଟ୍‌ ଅଧିବେଶନର ଆଉ ଦୁଇ ଦିନ ବାକି ଥିବା ବେଳେ ଗୁରୁବାର ରାଜ୍ୟସଭାରେ ଓ୍ୱାକଫ୍‌ (ସଂଶୋଧନ) ବିଲ୍‌ ଉପସ୍ଥାପନ ହୋଇଛି। ଏହାପୂର୍ବ ଦିନ ଲୋକସଭାରେ ୧୨ ଘଣ୍ଟାର ଜୋରଦାର ଆଲୋଚନା ପରେ ପାସ ହୋଇଥିଲା। ଏବେ ରାଜ୍ୟସଭାରେ ଏହାର ଭାଗ୍ୟ ନିର୍ଣ୍ଣୟ ହେବ।  ଏହି ସମୟରେ ବିଜେଡିର…

ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ କ’ଣ?

ଭୁବନେଶ୍ବର: ବିଧାନସଭାରେ ପାରିତ ହୋଇଛି ବିଶ୍ବ ବିଦ୍ୟାଳୟ ସଂଶୋଧନ ବିଲ୍ । ସାରା ରାତି ବିଲ ଉପରେ ଚର୍ଚ୍ଚା ହୋଇଥିଲା । ୧୨ ଘଣ୍ଟାରୁ ଅଧିକ ସମୟର ଆଲୋଚନା ପରେ ଭୋର୍ ସାଢେ ୪ଟା ବେଳକୁ ଏହା ବାଚନିକ ଭୋଟରେ ପାରିତ ହୋଇଛି । ବିରୋଧୀ ଦଳ ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲେ ।…