Latest Odisha News

BREAKING NEWS

Browsing Category

ରାଜନୀତି

‘ରାମ ପୌରାଣିକ ବ୍ୟକ୍ତିତ୍ଵ’: ରାହୁଲଙ୍କ ମନ୍ତବ୍ୟକୁ ‘ହିନ୍ଦୁ ବିରୋଧୀ’ କହି ବର୍ଷିଲା…

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଯାଇଛନ୍ତି। ସେଠି ଆମେରିକା ବିଶ୍ୱବିଦ୍ୟାଳୟରେ ଏକ ଆଲୋଚନା ସମୟରେ ପ୍ରଭୁ ରାମଙ୍କୁ "ପୌରାଣିକ ବ୍ୟକ୍ତିତ୍ୱ" ବୋଲି ପରିପ୍ରକାଶ କରିବା ପରେ ଏହାକୁ ନେଇ ଏବେ ତୁମ୍ବିତୋଫନ ସୃଷ୍ଟି କରିଛି ବିଜେପି। ରାହୁଲଙ୍କ ଏହି ମନ୍ତବ୍ୟ…

ପହଲଗାମ ଆତଙ୍କବାଦୀ ଘଟଣା ବେଳେ ସରକାର କାହିଁକି ଜାତିଗତ ଜନଗଣନା ନିଷ୍ପତ୍ତି ନେଲେ?

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଜନଗଣନାରେ ଜାତି ଗଣନା ଅନ୍ତର୍ଭୁକ୍ତ କରିବାକୁ ଘୋଷଣା କରିଛନ୍ତି । ଯାହା ବିରୋଧୀଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଏପ୍ରିଲ ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ କମିଟି ଅନ ପୋଲିଟିକାଲ ଆଫେୟାର୍ସର ବୈଠକ ପରେ…

ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଲେ କଂଗ୍ରେସ ସାଂସଦ: ବିଜେପି କହିଲା, ‘ରାହୁଲଙ୍କୁ ନେଇ ଦେଖିଆସ’

ନୂଆଦିଲ୍ଲୀ: ବିବାଦରେ କଂଗ୍ରେସ ସାଂସଦ ତଥା ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ । ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଭାରତ ପକ୍ଷରୁ ହୋଇଥିବା ସର୍ଜିକାଲ ଷ୍ଟାଇକ୍ ନେଇ ଏବେ ୭ ବର୍ଷ ପରେ ପ୍ରଶ୍ନ ଉଠାଇବା ପ୍ରସଙ୍ଗ ତାକୁ ବିବାଦକୁ ଟାଣି ଆଣିଛି । ଜଣେ ପୂର୍ବତନ…

ବିଜେପିର ଜାତି ଜନଗଣନା ନିଷ୍ପତ୍ତି: ମୋଦୀ ସରକାର କାହିଁକି ନେଲେ ୟୁ-ଟର୍ଣ୍ଣ?

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଗାମୀ ଜନଗଣନାରେ ଜାତି ଆଧାରିତ ଗଣନା କରିବାକୁ ଘୋଷଣା କରିଛନ୍ତି । ଯାହା ବିରୋଧୀ ଓ ରାଜନୈତିକ ବିଶ୍ଳେଷକଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଜେପି ଦୀର୍ଘ ସମୟ ଧରି ଜାତି ଜନଗଣନାକୁ ବିଭାଜନକାରୀ ବୋଲି ଅଭିହିତ କରି…

ହସ୍ପିଟାଲରେ ଭର୍ତ୍ତି ହେଲେ କି ପାକିସ୍ତାନ ପ୍ରଧାନମନ୍ତ୍ରୀ?

କରାଚି: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହା ମଧ୍ୟରେ ସିନ୍ଧୁ ଜଳ ଚୁକ୍ତିନାମା ରଦ୍ଦ ସହିତ ପାକିସ୍ତାନୀ ଭିସା ବାତିଲ ଏବଂ ଭାରତରେ ରହୁଥିବା ପାକିସ୍ତାନୀମାନଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରି…

ବାଲାକୋଟ ଷ୍ଟ୍ରାଇକ ନୁହେଁ; ମୁଁହତୋଡ ଜବାବ ଦରକାର: ଫାରୁକ ଅବଦୁଲ୍ଲା

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ ଏବଂ କାଶ୍ମୀର ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ପାକିସ୍ତାନକୁ କଡ଼ା ନିନ୍ଦା କରିଛନ୍ତି। ସେ ପାକିସ୍ତାନର କାର୍ଯ୍ୟକୁ ସମାଲୋଚନା କରି କହିଛନ୍ତି ଯେ ସେମାନେ ମାନବତାକୁ ହତ୍ୟା କରିଛନ୍ତି ଏବଂ ଭାରତ ତା'ର ନୀତି ସହିତ…

ପାକିସ୍ତାନ ପାଖରେ ୧୩୦ ପରମାଣୁ ହତିଆର, ଭାରତକୁ ଧମକାଇଲେ ପାକ୍ ମନ୍ତ୍ରୀ 

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରିକି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନେଇଛି। ଏଭଳି ସମୟରେ ଜଣେ ପାକିସ୍ତାନୀ ମନ୍ତ୍ରୀ ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି। ଶାହବାଜ ସରିଫଙ୍କ କ୍ୟାବିନେଟର ଜଣେ ମନ୍ତ୍ରୀ ହନିଫ…

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ସୁଲତା ଦେଓଙ୍କ ବିବାଦୀୟ ବୟାନ; ତେଜିଲା ରାଜନୀତି 

ଭୁବନେଶ୍ୱର: ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ବିଜେଡି ନେତ୍ରୀ ତଥା ଓଡ଼ିଶାର ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ବିବାଦୀୟ ମନ୍ତବ୍ୟ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି। ଏଥିପାଇଁ ତାଙ୍କୁ ତୀବ୍ର ସମାଲୋଚନା ମଧ୍ୟ କରାଯାଉଛି। ଧର୍ମ…

ନୂଆ ଭାରତ କାହାକୁ ଛାଡ଼ିବ ନାହିଁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଏହା ହେଉଛି ନୂତନ ଭାରତ। ନୂତନ ଭାରତ କାହା ସହ ପ୍ରଥମେ ଯୁଦ୍ଧ ଆରମ୍ଭ କରିନାହିଁ। କିନ୍ତୁ କେହି ଲାଗିବାକୁ ଚେଷ୍ଟା କଲେ ଛାଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଖିମପୁର ଖେରି ଜିଲ୍ଲାରେ ଶାରଦା ନଦୀର ପ୍ରବାହ ନିୟନ୍ତ୍ରଣ (ଚାନେଲାଇଜେସନ୍) କାର୍ଯ୍ୟ ଏବଂ ପାଲିଆରେ…

ଜୁଏଲ ଓରାମଙ୍କ ନୂଆ ବ୍ୟକ୍ତିଗତ ସଚିବ ହେଲେ ଅମିତ କୁମାର

ଭୁବନେଶ୍ୱର: ଝାଡ଼ଖଣ୍ଡ-କ୍ୟାଡର ଆଇଏଏସ୍ ଅଧିକାରୀ ଅମିତ କୁମାରଙ୍କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ (ପିଏସ୍) ଭାବରେ ନିଯୁକ୍ତ କରାଯାଇଛି। କାର୍ମିକ ଏବଂ ତାଲିମ ବିଭାଗ ଦ୍ୱାରା ଏପ୍ରିଲ ୨୫ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ…