Latest Odisha News

BREAKING NEWS

Browsing Category

ରାଜନୀତି

ତାମିଲନାଡୁ ବିଧାନସଭା ନିର୍ବାଚନରେ ପଲାନିସ୍ୱାମୀ AIADMK ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଆସନ୍ତାବର୍ଷ ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଏଆଇଏଡିଏମକେ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଥିବା ଇ. ପଲାନୀସ୍ୱାମୀଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଛନ୍ତି । ତାଙ୍କ ନେତୃତ୍ୱରେ ଆଗାମୀ ବିଧାନସଭା…

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ପାରିତ

ଭୁବନେଶ୍ୱର: ୪ ଦିନ ଧରି ତର୍କ ବିତର୍କ ଓ ଆଲୋଚନା ପରେ ଆଜି ବିଧାନସଭାରେ ପାରିତ ହୋଇଛି ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌-୨୦୨୦ । ଗୃହରେ ବାଚନିକ ଭୋଟ ମାଧ୍ୟମରେ ବିଲ୍‌ଟିକୁ ପାରିତ କରାଯାଇଛି । ବିଲ୍ ଆଲୋଚନା ବେଳେ ବିଜେପି ସଦସ୍ୟମାନେ ଗୃହରେ ଧାରଣାରେ ବସିଥିଲେ ଏବଂ ନାରାବାଜି…

ବିହାର ନିର୍ବାଚନ: ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେପି

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରୁଛି ବିଜେପି । ଗତକାଲି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଏନେଇ ବିଚାରବିମର୍ଶ ହୋଇଛି । ମେଣ୍ଟରେ ବିଜେପି ଭାଗରେ ପଡ଼ିଥିବା ୧୨୧ ଆସନ ପାଇଁ ମାନସମନ୍ଥନ ହୋଇଥିଲା । ୯୦ ଆସନରେ ପ୍ରାର୍ଥୀ ତାଲିକା…

ଝୁରୁଛି ବିଧାନସଭା: ‘ମରିନାହିଁ ମହାରଥୀ, ସରିନାହିଁ ରାଜନୀତି’

ଭୁବନେଶ୍ୱର: ମହାରଥୀଙ୍କୁ ଝୁରୁଛି ବିଧାନସଭା । ଗୃହରେ ସ୍ମୃତି ଚାରଣ ସମୟରେ ତାଙ୍କ ବିୟୋଗରେ ଭାବୁକ ହୋଇପଡିଥିଲେ ସମସ୍ତ ବିଧାୟକ। ମୁଖ୍ୟମନ୍ତ୍ରୀ ଆଣିଥିବା ଶୋକ ପ୍ରସ୍ତାବକୁ ସମର୍ଥନ କରି ଦୁଃଖିତ ଓ ମର୍ମାହତ ବୋଲି ବିବୃତି ରଖିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେହିପରି…

ବିହାର ନିର୍ବାଚନ: ୫୦-୫୦ ଫର୍ମୁଲାରେ ରାଜି ବିଜେପି-ଜେଡିୟୁ

ନୂଆଦିଲ୍ଲୀ: ବିହାର ବିଧାନସଭା ପାଇଁ ବାଜି ସାରିଛି ବିଗୁଲ । ସମସ୍ତ ରାଜନୈତିକ ଦଳ ଗୁଡିକ ଏଥିପାଇଁ ଆରମ୍ଭ କରିଦେଇଛନ୍ତି ଅଙ୍କକଷା । ନିର୍ବାଚନ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୫୦-୫୦ ଫର୍ମୁଲାରେ ରାଜି ହୋଇଛନ୍ତି । ଜେଡିୟୁ ଏବଂ ବିଜେପି ୫୦-୫୦ ଆସନ ବାଂଟିବା ଫର୍ମୁଲାକୁ…

ମହାରଥୀଙ୍କ ପାଇଁ ବିଧାନସଭାରେ ଶୋକପ୍ରସ୍ତାବ

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ବିୟୋଗରେ ବିଧାନସଭାରେ ଆଗତ ହେଲା ଶୋକପ୍ରସ୍ତାବ । ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶୋକପ୍ରସ୍ତାବ ଆଣିଛନ୍ତି । ଏହାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସମର୍ଥନ କରିଛନ୍ତି । ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ…

‘ଆନ୍ଦୋଳନ ଦିଲ୍ଲୀ ଯାଏଁ ଯିବ’

ଭୁବନେଶ୍ୱର: ୟୁପି ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ଆଜି ବିଧାନସଭାରେ ପ୍ରବଳ ତାତି ଦେଖିବାକୁ ମିଳିଛି । କଂଗ୍ରେସ ସଦସ୍ୟମାନେ ଗୃହ ଭିତରେ ହୋହଲ୍ଲା କରିଛନ୍ତି । ଏହାକୁ ନେଇ ବିଜେଡି ବିଧାନସଭା ବାହାରେ ପ୍ରତିକ୍ରିୟା ରଖିଛି । ଦଳିତ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଦିଲ୍ଲୀ ଯାଏଁ…

ଏମ୍‌ଏସ୍‌ପି ବନ୍ଦ ହେବାର ପ୍ରଶ୍ନ ଉଠୁନି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସପି ବନ୍ଦ ହେବାର ପ୍ରଶ୍ନ ଉଠୁନି । ମୋଦି ସରକାର ସମୟରେ ଏମଏସପି ସର୍ବାଧିକ ବୃଦ୍ଧି କରାଯାଇଛି । ଓଡିଶାର ଚାଷୀଙ୍କଠାରୁ ଅଧିକ ପରିମାଣ ଓ ଅଧିକ ଅର୍ଥର ଖାଦ୍ୟଶସ୍ୟ କିଣାଯାଇଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି…

ବିଧାନସଭାରେ ୟୁପି ତାତି, କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର: ୟୁପି ହାଥରସ ଘଟଣାକୁ ନେଇ ଆଜି ବିଧାନସଭାରେ ତୁମ୍ବି ତୋଫାନ ହୋଇଛି । ଗୃହ ମଧ୍ୟଭାଗକୁ ଆସି କଂଗ୍ରେସ ବିଧାୟକ ହଙ୍ଗାମା କରିଛନ୍ତି । ଯୋଗି-ମୋଦୀ ହାଏ ହାଏ ବୋଲି ନାରାବାଜି ଦେଇଛନ୍ତି । ଯୋଗି ଆଦିତ୍ୟ ନାଥଙ୍କ ଇସ୍ତଫା ଦାବି କରିଛନ୍ତି । ଏଥିସହ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ…

ଆଜି ହଥରସ ଯିବେ ରାହୁଲ, କହିଲେ କୌଣସି ଶକ୍ତି ଅଟକାଇ ପାରିବନି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହଥରସ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ରାଜନୀତି ଜୋରଦାର ହୋଇଛି । ଆକ୍ରମଣ ମୁଦ୍ରାରେ ଥିବା କଂଗ୍ରେସ ଟାର୍ଗେଟରେ ଯୋଗୀ ସରକାର । ପୂର୍ବରୁ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ଯିବା ବେଳେ ପୋଲିସ ଗ୍ରେଟର ନୋଏଡାରେ ରାହୁଲ ଓ ପ୍ରିୟଙ୍କାଙ୍କୁ…