Latest Odisha News

BREAKING NEWS

Browsing Category

ରାଜନୀତି

ବିଧାୟକ ବିଷ୍ଣୁ ଦାସ ଗୁରୁତର

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁଇ ଦିନ ତଳେ ତାଙ୍କୁ ବ୍ରେନ ଷ୍ଟ୍ରୋକ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଅଣାଯାଇଥିଲା ।…

ରାଜ୍ୟସଭା ନିର୍ବାଚନ ରେଜଲ୍ଟ: ବିଜେପିକୁ ୮ ଓ କଂଗ୍ରେସ ଖାତାରେ ୪ ଆସନ

ନୂଆଦିଲ୍ଲୀ: ୮ଟି ରାଜ୍ୟର ୧୯ଟି ରାଜ୍ୟସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ବିଜେପି ୮ଟି ଆସନ ହାତେଇଥିବା ବେଳେ କଂଗ୍ରେସ ଖାତାରେ ପଡିଛି ଚାରିଟି ସିଟ୍ । କିଛି ରାଜ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଅନ୍ୟସ୍ଥାନରେ ସ୍ଥାନୀୟ…

ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସେନାକୁ ସ୍ୱାଧୀନତା ଦିଆଯାଇଛି: ମୋଦି

ନୂଆଦିଲ୍ଲୀ: ଲଦାଖ୍ ଗଲୱାନ ଘାଟିରେ ଭାରତୀୟ ଓ ଚୀନ ସେନା ମୁହାଁମୁହିଁ ସଂଘର୍ଷ ପ୍ରସଙ୍ଗରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ଭାରତୀୟ ସେନାକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସ୍ୱାଧୀନତା ଦିଆଯାଇଥିଲା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଭାରତର ୨୦ ଜଣ ବୀର ଯୋଦ୍ଧା ବଳିଦାନ ଦେଇଥିଲେ…

କୋଭିଡ୍ ସାମଗ୍ରୀ କିଣା ନେଇ କଂଗ୍ରେସର ନୂଆ ଅଭିଯୋଗ

ଭୁବନେଶ୍ୱର: ଗୋଟିଏ ପଟେ ରାଜ୍ୟ ସରକାର କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ରାଜ୍ୟରେ କୋଭିଡ୍ ସାମଗ୍ରୀ କିଣା ନେଇ ଆଜି ନୂଆ ଦୁର୍ନୀତି ଅଭିଯୋଗ ଆଣିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ପ୍ରଦୀପ ମାଝି କହିଛନ୍ତି ଯେ, ଶ୍ରମିକଙ୍କୁ ଉପକରଣ ଓ…

ମୋଦିଙ୍କ ସର୍ବଦଳୀୟ ବୈଠକରେ ବିଜେଡି ପକ୍ଷରୁ ପ୍ରତିନିଧିତ୍ୱ କରିବେ ପିନାକୀ ମିଶ୍ର

ଭୁବନେଶ୍ୱର : ଗଲୱାନ ଘାଟିରେ ଭାରତ-ଚୀନ ସଂଘର୍ଷ ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଥିବା ସର୍ବଦଳୀୟ ବୈଠକରେ ବିଜେଡି ପକ୍ଷରୁ ପ୍ରତିନିଧିତ୍ୱ କରିବେ ସାଂସଦ ପିନାକୀ ମିଶ୍ର । ଗତ ୧୬ ତାରିଖ ରାତିରେ ଭାରତ-ଚୀନ ସେନା ମୁହାଁମୁହିଁ ହେବାରୁ ୨୦ ଜଣ ଭାରତୀୟ ଯବାନ ସହିଦ…

ଭାରତ-ଚୀନ ସଂଘର୍ଷ ପ୍ରସଙ୍ଗରେ ଆଜି ବସିବ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ଗଲୱାନ ଘାଟିରେ ଭାରତ-ଚୀନ ସଂଘର୍ଷ ପ୍ରସଙ୍ଗରେ ଆଜି ବସିବ ସର୍ବଦଳୀୟ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟା ଭର୍ଚୁଆଲ ବୈଠକ ହେବ । ସବୁ ଦଳର ସଭାପତିମାନେ ଏହି ବୈଠକରେ ଯୋଗ ଦେବେ । ସୀମା ଲାଗି ରହିଥିବା ଅଶାନ୍ତିର ସମାଧାନ ନେଇ ଏଥିରେ…

ଆଜି ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ: ଭୋପାଳରେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଶୁକ୍ରବାର ମଧ୍ୟପ୍ରଦେଶରେ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କ ସହ ବୁଧବାର ଭୋପାଳରେ ପହଞ୍ଚିଛନ୍ତି। ରାଜ୍ୟସଭା ଆସନ ଲାଗି ବିଜେପି ଜୋରସୋରରେ…

ସ୍ମୃତି ରଞ୍ଜନ ଲେଙ୍କାଙ୍କୁ ଓଡିଶା ଯୁବ କଂଗ୍ରେସର ଅନ୍ତରୀଣ ଯୁବ ସଭାପତି ଭାବେ ନୂଆ ଦାୟିତ୍ୱ

ଭୁବନେଶ୍ୱର: ଲୋକନାଥ ମହାରଥୀଙ୍କ ବଦଳରେ ଓଡିଶା ପ୍ରଦେଶ ଯୁବ କଂଗ୍ରେସ (ଓପିଏସି)ର ମଧ୍ୟବର୍ତ୍ତୀକାଳୀନ ସଭାପତି ଭାବେ ସ୍ମୃତି ରଂଜନ ଲେଙ୍କା ଦାୟିତ୍ଵ ଗ୍ରହଣ କରିଛନ୍ତି। ଭାରତୀୟ ଯୁବ କଂଗ୍ରେସ ସଭାପତି ବି ଭି ଶ୍ରୀନିବାସ ତାଙ୍କୁ ଇମିଡିଏଟ୍ ଇଫେକ୍ଟରେ ଏହି ପଦରେ ନିଯୁକ୍ତ କରାଇଥିଲେ।…

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କରୋନା ପଜିଟିଭ୍

ନୂଆଦିଲ୍ଲୀ : ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାର ଜ୍ୱର ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷା ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ତାଙ୍କର ରାଜୀବଗାନ୍ଧି ସୁପର…

କରୋନା ସାମଗ୍ରୀ କିଣା ପ୍ରସଙ୍ଗ: ଲୋକାୟୁକ୍ତଙ୍କ ଦ୍ୱାରସ୍ତ ହେଲା କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ କରୋନା ସାମଗ୍ରୀ କିଣା ନେଇ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଆଜି ଲୋକାୟୁକ୍ତଙ୍କ ଦ୍ୱାରସ୍ତ ହୋଇଛି କଂଗ୍ରେସ । ଲୋକାୟୁକ୍ତଙ୍କ ନିକଟରେ କଂଗ୍ରେସ ପକ୍ଷରୁ ପିଟିସନ୍ ଦାଖଲ କରାଯାଇଛି । ବିଧାୟକ ସୁରେଶ ରାଉତରାୟ, ତାରା ପ୍ରସାଦ ବାହୀନିପତି, ବରିଷ୍ଠ ନେତା…