Latest Odisha News

BREAKING NEWS

Browsing Category

ରାଜନୀତି

ଯିଏ ଜନତାଙ୍କୁ ଯେତେ ବୋକା ବନାଇପାରିବ, ସେ ସେତେ ସଫଳ ରାଜନେତା: ନୀତିନ ଗଡକରୀ 

ନୂଆଦିଲ୍ଲୀ: ନିଜ ସ୍ପଷ୍ଟବାଦୀ ବକ୍ତବ୍ୟ ପାଇଁ ଜଣାଶୁଣା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଆଉ ଏକ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ନାଗପୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ସେ ଏଭଳୀ କହି ଯେ ଯାହାକୁ ଖୋଲା ମଞ୍ଚରେ କୌଣସି କେନ୍ଦ୍ରମନ୍ତ୍ରୀ ଗ୍ରହଣ କରିବେ ନାହିଁ। ନୀତିନ…

ସେପ୍ଟେମ୍ବରରେ ମୋଦିଙ୍କ ମଣିପୁର ଗସ୍ତ, ହିଂସା ପରଠୁ ପ୍ରଥମ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟେମ୍ବର ମାସ ୧୨ କିମ୍ବା ୧୩ରେ ମଣିପୁର ଗସ୍ତ ନେଇ ଯୋଜନା ରହିଛି। ଏଠାରେ ମେ ୨୦୨୩ ଠାରୁ କୁକି-ମେଇତେଇ ମଧ୍ୟରେ ଚାଲିଥିବା ହିଂସା ପରେ ଏହା ତାଙ୍କର ପ୍ରଥମ ଗସ୍ତ ହୋଇପାରେ। ତେବେ ସେ ସେପ୍ଟେମ୍ବର ୧୩ ରେ ମିଜୋରାମ ଗସ୍ତ ସହିତ…

ଆମେରିକା ସହ ଲଢିବାକୁ ପ୍ରସ୍ତୁତ ସତ୍ୟ ସାଇଙ୍କ ଭକ୍ତ !

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଭେନେଜୁଏଲା ଉପରେ ଆକ୍ରମଣ କରିପାରେ ଆମେରିକା ସେନା। ତେଲ ଉତ୍ପାଦନକାରୀ ଏହି ଦେଶ ନିକଟରେ ଆମେରିକା ପ୍ରାୟ ପ୍ରତିଦିନ ସେନା ଉପସ୍ଥିତି ବଢାଇବାରେ ଲାଗିଛି। ଶୁକ୍ରବାର ରାତିରେ ଆଟଲାଣ୍ଟିକ ମହାସାଗର ଆଡକୁ ଆମେରିକା ଯୁଦ୍ଧ ଜାହାଜ ଆଗଉଥିବା…

ନଭେମ୍ବର କିମ୍ବା ଡିସେମ୍ବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର: ରାଜ୍ୟରେ ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଚଳିତ ବର୍ଷ ନଭେମ୍ବର କିମ୍ବା ଡିସେମ୍ବର ମାସରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ରାହୁଲ ଗାନ୍ଧୀଙ୍କ ଏହି ଗସ୍ତ ସମୟରେ ମେଗା କାର୍ଯ୍ୟକ୍ରମ ଆୟୋଜନ…

ଅଶ୍ଳିଳ ସାଇଟରେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି…

ନୂଆଦିଲ୍ଲୀ: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ପର୍ଣ୍ଣ ସାଇଟରେ ନିଜର ଏବଂ ଅନ୍ୟ ମହିଳାଙ୍କ ଫଟୋ ସେୟାରକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଦୋଷୀ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ୱେବସାଇଟର ନାମ ଫିକା ଥିବା ଜଣାପଡିଛି।…

ରାଜ୍ୟରେ ସାର ଅଭାବ; କେନ୍ଦ୍ରକୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ ସାର ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା, କଳାବଜାର, ଅପମିଶ୍ରଣ ଏବଂ ବଜାରରେ ୟୁରିଆ ମିଳୁନଥିବାରୁ ଚାଷୀ କୂଳ ଏକପ୍ରକାର ହନ୍ତସନ୍ତ ହେଉଛନ୍ତି। ବିଭିନ୍ନ ସ୍ଥାନରେ ବିଶେଷ କରି ଆଦିବାସୀ ବହୁଳ ଜିଲ୍ଲାରେ ସାର ସମସ୍ୟା ଉତ୍କଟ ହୋଇଛି। ସାର ପାଇଁ ଆଜି ରାସ୍ତାରେ ଚାଷୀ…

ବିବାଦରେ ପିନାକି ମିଶ୍ରଙ୍କ ସାଂସଦ ପତ୍ନୀ, କହିଲେ ଅମିତ ଶାହଙ୍କ ମୁଣ୍ଡକାଟ ହେଉ; ବର୍ଷିଲା ବିଜେପି

ନୂଆଦିଲ୍ଲୀ: ବିବାଦରେ ପୁରୀର ପୂର୍ବତନ ସାଂସଦ ତଥା ବିଜେଡି ନେତା ପିନାକି ମିଶ୍ରଙ୍କ ସାଂସଦ ପତ୍ନୀ ମହୁଆ ମୈତ୍ରା। କୋଲକାତାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିବା ବେଳେ ଦେଇଥିବା ବିବାଦୀୟ ମନ୍ତବ୍ୟ ଏବେ ରାଜନୈତିକ ବିବାଦ ପାଲଟିଛି। ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ…

ମୋଦିଙ୍କୁ ଉପହାରରେ ମିଳିଲା ଦାରୁମା କଣ୍ଢେଇ, ଜାଣନ୍ତୁ କଣ ରହିଛି ଖାସ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ବର୍ତ୍ତମାନ୍ ଦୁଇ ଦିନିଆ ଜାପାନ ଗସ୍ତରେ ଅଛନ୍ତି। ସେଠାରେ ସେ ୧୫ତମ ଭାରତ-ଜାପାନ ସମ୍ମିଳନୀରେ ଯୋଗ ଦେବା ନେଇ ଯୋଜନା ମଧ୍ୟ ରହିଛି। ତେବେ ଜାପାନର ରାଜଧାନୀ ଟୋକିଓର ଶୋରିଞ୍ଜାନ ମନ୍ଦିରର ମୁଖ୍ୟ ପୁରୋହିତ ରେଭ. ସେଇଶି ହିରୋସେ ଶୁକ୍ରବାର ପ୍ରଧାନମନ୍ତ୍ରୀ…

Diversion Tactic: ଯେବେ ସୀମା ପାର୍ କରନ୍ତି ନେତା…

ନୂଆଦିଲ୍ଲୀ: ବିହାରର ଦରଭଙ୍ଗାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭୋଟର ଅଧିକାର ଯାତ୍ରା ସମୟରେ ବୟାନକୁ ନେଇ ବଡ଼ ବିବାଦ ସାମନାକୁ ଆସିଛି । ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଆପତ୍ତିଜନକ ବା ଅପଶବ୍ଦର ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ…

Mahua Moitra Controversial Statement: ଅମିତ ଶାହଙ୍କୁ ନେଇ ବିବାଦୀୟ ବୟାନ ଦେଇ ଫସିଗଲେ ମହୁଆ ମୋଇତ୍ରା, କହିଦେଲେ…

ନୂଆଦିଲ୍ଲୀ: ବିବାଦୀୟ ବୟାନ ଦେଇ ପୁଣି ଚର୍ଚ୍ଚାରେ ଟିଏମସି ସାଂସଦ ମହୁଆ ମୋଇତ୍ରା। ଗୃହମନ୍ତ୍ରୀଙ୍କୁ ନେଇ ଦେଲେ ଆପତ୍ତିଜନକ ବୟାନ। ମହୁଆ ମୋଇତ୍ରା ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ସମୟରେ ଏହି ବୟାନ ଦେଇଥିଲେ। ଯେତେବେଳେ ସାମ୍ବାଦିକମାନେ ତାଙ୍କୁ…