Latest Odisha News

BREAKING NEWS

Browsing Category

ରାଜନୀତି

ବିଜେପିରେ ସାମିଲ ହେଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖଉଛି ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି ।ଏହି କ୍ରମେର ବିଜେପିରେ ସାମିଲ ହେଲେ ହେଭିଓ୍ବେଟ୍ ନେତା । ଆଜି ପଦ୍ମ ଧରିଲେ କଟକ ସାଂସଦ ଭର୍ତ୍ତୁହରି ମହତାବ, ବିଜେଡିରୁ ୨ ଥର ସାଂସଦ ଥିବା ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା । ଆଜି…

‘ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌’

ଭୁବନେଶ୍ୱର: ନିର୍ବାଚନ ପାଇଁ ସାମ୍ନାକୁ ଆସୁଛି ପ୍ରାର୍ଥୀ ତାଲିକା । ବିଜେପି ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ, କିନ୍ତୁ ପଛରେ ପଡ଼ିଯାଇଛି କଂଗ୍ରେସ । କଂଗ୍ରେସ କେବେ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଚର୍ଚ୍ଚା ହେଉଥିବାବେଳେ, ଏହାରି…

ଖୁବ୍ ଶୀଘ୍ର ଆସିପାରେ ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା, ପୁଣି ଦିଲ୍ଲୀ ଗଲେ ମନମୋହନ

ଭୁବନେଶ୍ବର: ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା ସହିତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କିନ୍ତୁ ଏଯାବତ୍ ବିଜେପି କେବଳ ୧୮ ସାଂସଦଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତେବେ କଂଗ୍ରେସ ଏଯାବତ୍ ପ୍ରାର୍ଥୀ ଘୋଷଣା କରିନାହିଁ । ଏହାରି ଭିତରେ ଖୁବ୍ ଶୀଘ୍ର ଆସିପାରେ…

କଟକ ଦେଖିବ ସନ୍ତୃପ୍ତ ବନାମ ଭର୍ତ୍ତୃହରି ଲଢ଼େଇ !

କଟକ: ୨୬ ବର୍ଷରେ ବିଜେଡି ବଦଳାଇଲା କଟକ ସାଂସଦ ପ୍ରାର୍ଥୀ । କଟକ ଲୋକସଭା ଦେଖିପାରେ ଭେଟେରାନ୍ ବନାମ ନବାଗତ ଲଢେଇ । ସନ୍ତୃପ୍ତ ମିଶ୍ର ବନାମ ଭର୍ତ୍ତୃହରି ମହତାବ ମୁକାବିଲା ହୋଇପାରେ । ରାଜ୍ୟ ରାଜନୀତିରେ ଏହି ଚର୍ଚ୍ଚା ଜୋର ଧରିଛି । ଚର୍ଚ୍ଚାକୁ ଖୋରାକ ଯୋଗାଇଛି ବିଜେଡି ସାଂସଦ ପ୍ରାର୍ଥୀ…

ଟିକେଟ ନମିଳିବାରୁ ବରୁଣ ଗାନ୍ଧୀ ଲେଖିଲେ ଭାବପ୍ରବଣ ବାର୍ତ୍ତା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଆରମ୍ଭ ହୋଇଛି। ବିଭିନ୍ନ ଦଳ ପୁନର୍ବାର ଅନେକ ସାଂସଦଙ୍କୁ ଟିକେଟ୍ ଦେଇଥିବାବେଳେ ଅନେକଙ୍କ ଟିକେଟ୍ ମଧ୍ୟ ବାତିଲ କରିଛନ୍ତି l ଏହି କ୍ରମରେ ବିଜେପି ପିଲିଭୀତରୁ ବର୍ତ୍ତମାନର ସାଂସଦ ବରୁଣ ଗାନ୍ଧୀଙ୍କ ବଦଳରେ ଜିତିନ ପ୍ରସାଦଙ୍କୁ ଟିକେଟ ଦେଇଛନ୍ତି। ଟିକେଟ…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ହାତ ଛାଡ଼ିଲେ ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ

ନୂଆଦିଲ୍ଲୀ: ଯେତିକି ଯେତିକି ଲୋକସଭା ନିର୍ବାଚନ ପାଖେଇ ଆସୁଛି କଂଗ୍ରେସକୁ ଗୋଟେ ପରେ ଗୋଟେ ଝଟକା ମିଳୁଛି । ବର୍ତ୍ତମାନ ଭାରତର ସବୁଠାରୁ ଧନୀ ମହିଳା ତଥା ଦେଶର ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ତାଲିକାରେ ଥିବା ସାବିତ୍ରୀ ଜିନ୍ଦଲ କଂଗ୍ରେସ ଛାଡିବାକୁ ଘୋଷଣା କରିଛନ୍ତି । ସେ ଗତକାଲି କଂଗ୍ରେସର…

ଲୋକସଭା ନୁହଁ, ବିଧାନସଭା ଆସନରୁ ଲଢିବାକୁ ଆଗ୍ରହୀ ଅଂଶୁମାନ

ଭୁବନେଶ୍ୱର: ଗତକାଲି (ବୁଧବାର) ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ପ୍ରଥମ ପର୍ଯ୍ୟାୟରେ ମୋଟ ୭୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ, ସେହିପରି ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେଡି ଦୁଇଟି…

ପୁଣିଥରେ ଗୁଣୁପୁରରୁ ଲଢିବେ ରଘୁନାଥ ଗମାଙ୍ଗ

ଗୁଣୁପୁର: ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଯାଇଛି। ପ୍ରତି ୫ ବର୍ଷରେ ପୁଣି ଗୁଣୁପୁର ବିଧାୟକଙ୍କୁ ଟିକେଟ ନଦେବାର ଚର୍ଚ୍ଚା ଚାଲିଥିବା ବେଳେ ଚଳିତଥର ପ୍ରଥମଥର ପାଇଁ ପୁନଃ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କୁ ଗୁଣୁପୁର ନିର୍ବାଚନରେ…

ପାଖରେ ପଇସା ନଥିବାରୁ ଲୋକସଭା ନିର୍ବାଚନ ଲଢିବେନି କହିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ୨୦୧୬ରୁ ରାଜ୍ୟସଭା ସାଂସଦ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ସେ ତାଙ୍କ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ଦ୍ବାରା ଲୋକସଭା ଆସନ ପାଇଁ ଟିକେଟ ପାଇଛନ୍ତି। କିନ୍ତୁ ତାଙ୍କ ପାଖରେ ପଇସାର ଅଭାବ…

ବିଜେପିର ଫୋକସ ଲୋକସଭା ଆସନ ବେଳେ ବିଜେଡିର ଅଧିକାଂଶ ସ୍ଥାନରେ ନୂଆ ଚେହେରା

ଭୁବନେଶ୍ୱର: ବିଜେପିର ଫୋକସ ଲୋକସଭା ଆସନ ରହିଥିବା ବେଳେ ବିଜେଡିର ଅଧିକାଂଶ ସ୍ଥାନରେ ନୂଆ ଚେହେରା ପ୍ରାର୍ଥୀ ହୋଇଛନ୍ତି। ଦୁଇଟି ପର୍ଯାୟରେ ୧୫ଟି ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଏହାକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି ହୋଇଛି। ୧୫ ଲୋକସଭା ଆସନରୁ ୧୧ଟି ଆସନରେ…