Latest Odisha News

BREAKING NEWS

Browsing Category

ରାଜନୀତି

ଡିକେ ଶିବକୁମାର ହେବେ ମୁଖ୍ୟମନ୍ତ୍ରୀ !

ନୂଆଦିଲ୍ଲୀ: କର୍ଣ୍ଣାଟକ କଂଗ୍ରେସକୁ ଘାରିଲାଣି ଡିସେମ୍ବର ଚିନ୍ତା ! ଦଳ ଲୁଚାଇବାକୁ ଯେତେ ଚେଷ୍ଟା କଲେ ବି ନେତାଙ୍କ ବୟାନବାଜି କଂଗ୍ରେସ ଭିତରର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବୟାନ ପରେ ଡିକେ ଶିବକୁମାର ମହାକୁମ୍ଭରେ ବୁଡ ପକାଇବା ହେଉ କି…

ରୋହିତଙ୍କୁ ‘ମୋଟା’ କହି ଫସିଲେ କଂଗ୍ରେସ ନେତ୍ରୀ, କଟାକ୍ଷ କଲା ବିଜେପି

ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ମୋଟା କହି ତାତ୍ସଲ୍ୟ କଲେ କଂଗ୍ରେସ ନେତ୍ରୀ ଶମା ମହମ୍ମଦ । ସୋସିଆଲ ମିଡିଆରେ ହେଲେ ଟ୍ରୋଲ୍ । ରୋହିତ ଶର୍ମାଙ୍କ ଉପରେ ତାଙ୍କର ମନ୍ତବ୍ୟ ପାଇଁ କ୍ରିକେଟ୍ ପ୍ରଶଂସକଙ୍କଠାରୁ ଆରମ୍ଭ କରି ରାଜନୈତିକ ଦଳ ପର୍ଯ୍ୟନ୍ତ ସମସ୍ତେ ଏବେ ତାଙ୍କୁ…

ମାୟାବତୀଙ୍କ ବଡ଼ ନିଷ୍ପତ୍ତି: ପୁତୁରା ଆକାଶ ଆନନ୍ଦଙ୍କୁ ସମସ୍ତ ପଦବୀରୁ ହଟାଇ ବଡ଼ ଭାଇଙ୍କୁ ଦେଲେ ଦାୟିତ୍ବ

ଲକ୍ଷ୍ନୌ: ରବିବାର ବିଏସପିର ଅଖିଳ ଭାରତୀୟ ପଦାଧିକାରୀଙ୍କ ବୈଠକରେ ମାୟାବତୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦଳକୁ ଦୁଇଜଣ ନୂତନ ଜାତୀୟ ସଂଯୋଜକ ମିଳିଛି। ସେ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ସମସ୍ତ ପଦବୀରୁ ହଟାଇ ଦେଇଛନ୍ତି। ଆକାଶ ଆନନ୍ଦଙ୍କ ସ୍ଥାନରେ ତାଙ୍କ ବାପା ତଥା ଦଳର ମହାସଚିବ…

ଡେଷ୍ଟିନେସନ ୱେଡିଂ କରିବେ ମାହାଙ୍ଗା ବିଧାୟକ, ଟ୍ରେନି ଓଏଏସ୍ ଅଧିକାରୀଙ୍କ ବନିବେ ଜୀବନ ସାଥି

କଟକ: ମାର୍ଚ୍ଚ ୨ ତାରିଖରେ ରାଜସ୍ଥାନ ଜୟପୁରର ଏକ ରିସର୍ଟରେ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ ବିବାହ ବନ୍ଧନରେ ଆବଦ୍ଧ ହେବେ। ୪୬ ବର୍ଷୀୟ ଏହି ସ୍ୱାଧୀନ ବିଧାୟକ ଜଣକ କେନ୍ଦ୍ରାପଡ଼ାର ଡେରାବିଶ ବ୍ଲକ ଅନ୍ତର୍ଗତ ବାରିମୂଳର ଝିଅ ସିପ୍ରା ପ୍ରିୟଦର୍ଶିନୀ ବଳ (୨୭)ଙ୍କୁ ବିବାହ…

ନୀତିଶଙ୍କ ନିଦ ହଜାଇଲା ସର୍ଭେ !

ନୂଆଦିଲ୍ଲୀ: ଆଉ କିଛି ମାସ ମଧ୍ୟରେ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ । ଏହାପୂର୍ବରୁ ଚମକାଇଛି ଇଣ୍ଡିଆ ଟୁଡେ ଓ ସି-ଭୋଟର୍ସ ସର୍ଭେ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଲୋକପ୍ରିୟତା ଆଶାତୀତ ଭାବେ କମିଥିବା ସର୍ଭେରେ ଜଣାପଡିଛି । ଏହାସହ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠୁ…

ଏଇଥି ପାଇଁ ଟ୍ରମ୍ପ- ଜେଲେନସ୍କିଙ୍କ ମଧ୍ୟରେ ହେଲା ଯୁକ୍ତିତର୍କ

ନୂଆଦିଲ୍ଲୀ: ଜେଲେନସ୍କି-ଟ୍ରମ୍ପ ବାକଯୁଦ୍ଧ । ଫସିଗଲେ ଜେଲେନସ୍କି! ଟ୍ରମ୍ପଙ୍କୁ ମନାଇବାକୁ ଯାଇଥିଲେ, ହୋଇଗଲା ବାକଯୁଦ୍ଧ । ହ୍ବାଇଟ୍ ହାଉସର ଓଭାଲ ଅଫିସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭଲୋଦିମିର ଜେଲେନସ୍କିଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଛି ।…

ବିହାରରେ ଆଗୁଆ ନିର୍ବାଚନ !

ନୂଆଦିଲ୍ଲୀ: ନୀତିଶଙ୍କ ପ୍ରଗତି ଯାତ୍ରା, ମୋଦିଙ୍କ ଗସ୍ତ । ବିହାରରେ ଆଗୁଆ ହେବ କି ଭୋଟ୍? ବିହାରରେ ଚଳିତ ବର୍ଷ ଅକ୍ଟୋବର, ନଭେମ୍ବରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେବେ ରାଜ୍ୟରେ ଆଗୁଆ ନିର୍ବାଚନ ହେବା ନେଇ ଜୋରଦାର ଚର୍ଚ୍ଚା ହେଲାଣି। ଏନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନଥିଲେ…

ହିନ୍ଦୀ ଭାଷା ମାସ୍କ ଭଳି, ସଂସ୍କୃତ ଚେହେରା: ମୁଖ୍ୟମନ୍ତ୍ରୀ ଷ୍ଟାଲିନ

ଚେନ୍ନାଇ: ଦକ୍ଷିଣରେ ଜାରି ରହିଛି ଭାଷା ଆନ୍ଦୋଳନ। ଏହାରି ମଧ୍ୟରେ କେନ୍ଦ୍ର ସରକାର ହିନ୍ଦୀ ଭାଷା ଲାଗୁ କରିବାକୁ ଏକପ୍ରକାର ବାଧ୍ୟ କରୁଥିବା ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ହିନ୍ଦୀ ଭାଷାକୁ ଲାଗୁ କରିବାକୁ ଅନୁମତି ଦେବ…

ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ନେଇ କଂଗ୍ରେସ ଜାରି କଲା ନିର୍ଦ୍ଦେଶନାମା

ଭୁବନେଶ୍ୱର: ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ନେଇ ଦଳୀୟ ନେତାଙ୍କ ପାଇଁ କଂଗ୍ରେସ ଜାରି କଲା ନିର୍ଦ୍ଦେଶନାମା। ଯାହାଫଳରେ ଦଳର ଭାବମୂର୍ତିକୁ କ୍ଷତି ହେବ ନାହିଁ। ସୂଚନା ଅନୁଯାୟୀ, କୌଣସି ଘଟଣା ସମ୍ପର୍କରେ ଗଣମାଧ୍ଯମ ଓ ସାମାଜିକ ଗଣମାଧ୍ଯମରେ ମତ ଦେବା ପୂର୍ବରୁ ନେତୃବୃନ୍ଦ ପ୍ରଦେଶ…

ପରିସୀମନକୁ ନେଇ କାହିଁକି ଦକ୍ଷିଣରେ କମ୍ପନ?

ନୂଆଦିଲ୍ଲୀ: ପରିସୀମନକୁ ନେଇ କାହିଁକି ଦକ୍ଷିଣରେ କମ୍ପନ? ୟୁପି, ବିହାରରେ ଅଧିକ ଜନସଂଖ୍ୟା, ଫସିଯିବେ କି ଦକ୍ଷିଣ ରାଜ୍ୟ ! ଆସନ୍ତାବର୍ଷ ସାରା ଦେଶରେ ଲୋକସଭା ସିଟର ପରିସୀମନ ହୋଇପାରେ । ତେବେ କେବଳ ଜନସଂଖ୍ୟା ଭିତ୍ତିରେ ପରିସୀମନ କରାଗଲେ ଦେଶରେ କ୍ଷମତାର ସନ୍ତୁଳନ ବିଗିଡିବା ଆଶଙ୍କା…