Latest Odisha News

BREAKING NEWS

Browsing Category

ଭାଷା ଭାଗବତ

ଭାଷା ଭାଗବତ : ଅତୀତ ଅନୁସାରୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ସଂସ୍କୃତ ହେବାରୁ ଦୁର୍ବୋଧ୍ୟ ଲେଖକେ କଲେ ଅନୁବାଦ ଅନେକ ସ୍ଥାନୀୟ ଭାଷାରେ ବ୍ୟାପିଲା ସମଗ୍ର ଦେଶରେ ଲୌକିକ ଭାଷାକୁ ଆଶ୍ରୟି ଗ୍ରଂଥ, ପୁରାଣ କାଳଜୟୀ ହୋଇଲେ, ପାଇଲେ ସ୍ବୀକୃତି ଏପରି ହେଲା ଜ୍ଞାନୋନ୍ନତି ଏବେ ପୁଣି ପଛକୁ ଫେରି ହେଲେ…

ଭାଷା ଭାଗବତ : ଭାଷା ପାଇଁ ମନସ୍ତାପ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ କି ହୁଏ ଛପାଇଲେ ବହି ? ମଲାଟ ପିଂଧି ଥାଏ ରହି ପାଠକ ବାଟ ଚାହିଁ ଚାହିଁ କାଳେ କେ ନେବ କି ଉଠାଇ ଏମିତି କିଛି ଘଟେନାହିଁ ସ୍ବଭାଷୀ ପାରେ ସବୁ ସହି କେବଳ କଥା କହି କହି ହୁଏ ମନ ଭିତରେ ଦହି ଭାଷାର ପ୍ରୟୋଗ ସୀମିତ ହେବାରୁ ହୋଇ…

ଭାଷା ଭାଗବତ : ଅଲୋଡ଼ା ବିଶ୍ରାମ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଦୁର୍ବଚନ ଶୁଣିଲେ କାନ ସୁଦ୍ଧା ଯେଣୁ ରହୁଛିଁ ମୌନ ଆଖିରେ ଦେଖି ଦୁର୍ଲିଖନ ସ୍ଥିର ରଖିପାରେଁ ମୋ ମନ ଖୋଜି ଅନ୍ୟର ଦୋଷ, ତ୍ରୁଟି ଦେଖାଏଁନାହିଁ ଗୋଟି ଗୋଟି ସବୁ ବିଚ୍ୟୁତି ନେଇ ସହି ଏହି ସଂସାରେ ଥାଏଁ ରହି ପାରିଲେ ନିଜ ତ୍ରୁଟି ଜାଣି…

ଭାଷା ଭାଗବତ : ଭାଷା ଉନ୍ନୟନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଭାବନା ଲେଖି ପାଏଁ ଖୁସି ହୋଇପାରିନି ମାର୍ଗଦର୍ଶୀ ' ମୁଁ ଜାଣିନାହିଁ ' ବୋଲି ଜାଣେ ନିଜକୁ ଭାଷାପ୍ରେମୀ ମଣେ କରିନି ବେଶି ଅଧ୍ୟୟନ ତତ୍ତ୍ବପୂରିତ ଗ୍ରଂଥମାନ ଶୁଣିଛିଁ ଦେଇ ମନ ଧ୍ୟାନ ତହିଁରୁ ପାଇଅଛିଁ ଜ୍ଞାନ ତାହା ହିଁ କରୁଛିଁ…

ଭାଷା ଭାଗବତ : ଭାଷା ତ କେବଳ ମାଧ୍ୟମ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଅଜଣା ଶବ୍ଦ ବ୍ୟବହାର ହୁଏତ ଶୁଭେ ଚମତ୍କାର ନ କଲେ ଭାବନା ସଂଚାର ଅଥବା ଜ୍ଞାନର ପ୍ରସାର ବୃଥା ଶାବ୍ଦିକ ଆଡ଼ଂବର କଲେ ହେଁ ଭାବନା ସଂହାର ଚେତନା ଜାଗୁନି ଆମର କ'ଣ କରିବା ଦରକାର ଭାଷା ତ କେବଳ ମାଧ୍ୟମ କୁତ୍ସିତ ଅବା ମନୋରମ ହେଲେ…

ଭାଷା ଭାଗବତ : ଅସହ୍ୟ ବିପତ୍ତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଅପରିଚିତ ଶବ୍ଦାବଳି ବହିରୁ ବାଛି ନାନା ଭଳି ଲେଖିଲେ ପାରେନାହିଁ ଚଳି ଲେଖା ଉଦ୍ଦେଶ୍ଯ ପଡ଼େ ଟଳି ଲେଖକ ଜ୍ଞାନ-ପ୍ରଦର୍ଶନ ଆଡ଼କୁ ଦେଇ ବେଶି ମନ କରିଲେ ସ୍ବକୃତି ଲିଖନ ହୁଏ ମୁଖ୍ୟତଃ ଭାବହୀନ ଶବ୍ଦର ଅର୍ଥ ଖୋଜି ଖୋଜି ଶବ୍ଦାରଣ୍ୟରେ…

ଭାଷା ଭାଗବତ : ଦଳ ଦଳ ଦାସ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଗଣମାଧ୍ୟମ ଲୋକ ଚିତ୍ତ କରୁଛି ନିତି ପ୍ରଭାବିତ କାହିଁ ବ୍ୟକ୍ତିର ସ୍ବାଧୀନତା ? କେହି କହୁନି ମନୋବ୍ୟଥା ସୁଅରେ ଗଲେ ଭାସି ଭାସି କେହି କି ବୋଲାଏ ସାହସୀ ? ନିଜଠୁଁ ହୋଇଛୁଁ ବିଚ୍ଛିନ୍ନ କେହି ତ ହୋଇନୁ ସ୍ବାଧୀନ ଅଭ୍ୟାସ ବଶବର୍ତୀ ହୋଇ…

ଭାଷା ଭାଗବତ : ବକ୍ତାର ଭଂଗିମା ଓ ଠାଣି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ପୁନର୍ଲିଖନକାରୀ ଜଣେ ନିଜକୁ ଚିଂତାଶୀଳ ମଣେ ଘଷରା ଭାବନା ପ୍ରକାଶ କରିଲେ ଲଭଇ ଉଲ୍ଲାସ ଅନ୍ୟର ଉକ୍ତି ସଂକଳନ କରି ସେ ଲେଖେ ପ୍ରତି ଦିନ ସବୁ ନିଜସ୍ବ ଚିଂତା ଶୂନ୍ୟ କେବଳ ଚର୍ବିତ ଚର୍ବଣ ଅନୁଭବରୁ କିଛି ଲେଖି ଯିଏ ପାରିନି କେବେ…

ଭାଷା ଭାଗବତ : ସ୍ବଭାଷାର କଷଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଏଠାରେ ଲେଖକଂକ ମନ ଏଯାଏଁ ସଂସ୍କୃତ ଆଚ୍ଛନ୍ନ ହୋଇଥିବାରୁ ଲୋକଭାଷା ଅଯଥା ହୁଏ ଲୋକହସା ପ୍ରାଚୀନ ପରଂପରା ବୋହି ସ୍ବଭାଷା ବଢ଼ି ପାରୁନାହିଁ ଜ୍ଞାନୀ ସମୂହ ଉଦାସୀନ ଘଟାଂତିନାହିଁ ଉନ୍ନୟନ …

ଭାଷା ଭାଗବତ : ଦୁଃଖଭୋଗ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଚିଂତନ, ମନନର ଯୁଗ ବିଲୁପ୍ତ ହେବାରୁ ଦୁର୍ଯୋଗ ପଡ଼ିଛି ବୌଦ୍ଧିକ ସ୍ତରରେ କେହି କିଛି କରି ନ ପାରେ ଅଯଥା ମତ ଓ ମଂତବ୍ୟ ହୋଇଛି ଏବେ ଉପଜୀବ୍ୟ ଗୋଟିଏ ଅଧାବାକ୍ୟ ପଢ଼ି ଲୋକେ ଲେଖଂତି ଶହେ ଧାଡ଼ି…