Latest Odisha News

BREAKING NEWS

Browsing Category

ଭାଷା ଭାଗବତ

ଭାଷା ଭାଗବତ : ସ୍ଥାୟୀ ଉପକାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅନ୍ୟ କାହାର ପଛେ ପଡ଼ି ଯେ ପାରେ ନିଜ କାମ ଛାଡ଼ି ସମୟ ଆସେନି ବାହୁଡ଼ି ଆଗ୍ରହ ଯାଏ ଦୂରେ ଉଡ଼ି ତତ୍କାଳ ପ୍ରତିକ୍ରିୟା ଦେଇ ଯେ ପାରେ ଉଲ୍ଲସିତ ହୋଇ ତାହାର ଲେଖା ଓ ବଚନ ଅବଶ୍ଯ ହୁଏ ମୂଲ୍ୟହୀନ ସାହିତ୍ୟ ଭଳି ପୁଣ୍ୟ…

ଭାଷା ଭାଗବତ : ଭାଷୋଦୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଜ୍ଞାନକୁ ରଖିଥିଲେ ସଂଚି ସମାଜ ଆପେ ପାରେ ବଂଚି ଋଷିଂକ କଥା ଶୁଣି ଚାଷୀ କେବେ ତ ହୁଏନି ସନ୍ନ୍ୟାସୀ ! ଜ୍ଞାନ ବଳେ ଚଳେ ଏ ବିଶ୍ବ ଧନ ଥାଇ ବି ମନ ନିଃସ୍ବ ହୋଇଲେ, ଘଟଇ ବିନାଶ ଏ ସତ୍ୟ କରେଁ ମୁଁ ବିଶ୍ବାସ…

ଭାଷା ଭାଗବତ : ମାନନୀୟ ଶ୍ରୋତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଏବେ ଜାଣିବା ଇଚ୍ଛା ପୋଷି ଭାଷା ଶିଖୁଛିଁ ଦିବାନିଶି କରିଚାଲିଛିଁ ଆହରଣ ଲୋକ ମୁହଁରୁ ପ୍ରତିଦିନ ଯେଉଁ ଭାଷା ମୁଁ ଶୁଣି, କହି ଏହି ସଂସାରେ ଅଛିଁ ରହି ତାହା ଶିଖିନି ପଢ଼ି ବହି ଅନୁଷ୍ଠାନର ଛାତ୍ର ହୋଇ ଯାହା ବି…

ଭାଷା ଭାଗବତ : ଭାବର ଜୀବନ୍ୟାସ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରତ୍ୟେକ ଭାଷାଭାଷୀ ବ୍ୟକ୍ତି ଯୋଗାଂତି ସ୍ବଭାଷାକୁ ଶକ୍ତି ଆବଶ୍ୟକତା ଅନୁସାରେ ଭାଷା ବିବିଧ ରୂପ ଧରେ ମଣିଷ ସ୍ବରୁଚି ସଂଭାଳି କହେ ଓ ଲେଖେ ଭଳି ଭଳି କେହି ନୁହଂତି କାହା ପରି ସର୍ବେ ସମାନ ଅଧିକାରୀ ନିଜ…

ଭାଷା ଭାଗବତ : ସରଳ ବନାନ ଧାରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବିଶ୍ଳେଷିତ ରୂପ ଶଙ୍‌କର ସଂଶ୍ଳେଷିତ ରୂପ ଶଙ୍କର ସାଂକେତିକ ରୂପ ଶଂକର ପ୍ରତି ରୂପରେ ଅନୁସ୍ବାର କେଉଁ ରୂପର ବ୍ୟବହାର କରିବା, ନିଜେ କରୁଁ ସ୍ଥିର ହଳଂତ ଆଉ ଅନୁସ୍ବାର କରଂତି ଲେଖାକୁ ସୁଂଦର ମୁଗ୍‌ଧ ଓ ମୁଗ୍ଧ…

ଭାଷା ଭାଗବତ : ବ୍ୟକ୍ତିତ୍ୱ ନିଶ୍ଚିହ୍ନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଖାଦ୍ୟ, ପାନୀୟ, ପରିଧାନ ପ୍ରତ୍ୟେକଟିରେ ଲୋକେ ଭିନ୍ନ ହେବାକୁ କରି ପରିଶ୍ରମ ପୋଷୁଥାଆଂତି ମହାଭ୍ରମ ନିଜ ସଂସ୍କୃତି, ଭାଷା ଛାଡ଼ି ଯେ ହୁଏ ଆନ ସହ ଯୋଡ଼ି ତାହାର ବିଶ୍ବସନୀୟତା ପୂର୍ଣତଃ ମନଗଢ଼ା କଥା କୃତିତ୍ୱ…

ଭାଷା ଭାଗବତ : ବାଟବଣା ସ୍ବଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ହ ୟ-ଫଳା ଯୁକ୍ତ ହେଲେ ହ୍ୟ କିଆଁ କହଂତି ଏହାକୁ ଝ୍ୟ ଅସହ୍ୟ ବଦଳେ ଅସଝ୍ୟ କହିଲେ ଧ୍ବନି ବିପର୍ଯୟ ଘଟୁଛି ଏଠି ପ୍ରତିଦିନ ଅଥଚ ସଭିଏଁ ମଉନ ଭିନ୍ନ ନ କହି, କହୁଁ ଭିର୍ନ ଏହା ଆମ ଲୋକଂକ ଗୁଣ ସଂସ୍କାର, ଶୃଂଖଳା…

ଭାଷା ଭାଗବତ : ଭାଷାଂଶ ବିଶ୍ଳେଷଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନ କହି ଚୁପ୍‌ଚାପ୍‌ ରହି ପାରୁଛିଁ ଦୁଃଖ ସୁଖ ସହି ନାକ ତ ପବନର ପଥ ସର୍ବଦା ଚଳେ ଯାତାୟାତ ଦେଖେଁ ନିରବେ ଆଖି ଖୋଲି ସ୍ଥିର, ଚଂଚଳ ଦୃଶ୍ୟାବଳି ସେ ଚିତ୍ର କରେଁ ଅଧ୍ୟୟନ ଶାଂତ, ନିର୍ମଳ ହୁଏ ମନ କାନରେ ବାଜେ…

ଭାଷା ଭାଗବତ : ଏବର ଉତ୍କଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦେଖିଲେ ଏବର ଉତ୍କଳ ଆଖିରେ ଲୁହ ଛଳଛଳ ହୃଦୟେ ନିରବ କାଂଦଣା ବୁଦ୍ଧି, ଜ୍ଞାନ, ବିବେକ ବଣା ଗତୋତ୍କଳ, ଚଳିତୋତ୍କଳ ନୁହଂତି ଯେଣୁ ଅବିକଳ ଚଳିତ କାଳ ପ୍ରତି ଧ୍ୟାନ ଦେଲେ ହିଁ ସଂଭବ ଉତ୍‌ଥାନ ଧର୍ମୋତ୍କଳ ଓ…

ଭାଷା ଭାଗବତ : ଭାଷାର ଏହି ଦଶା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଏ ଜାତି ଅପାଠୁଆ ବୋଲି ପଢ଼େନି, ଶୁଣି ଯାଏ ଚଳି ସରଳ ଭାଷାରେ ସାହିତ୍ୟ ଅଟେ ଏହାର ବିଶେଷତ୍ବ ଏବେ ଲେଖକେ ଯଶଲୋଭୀ ନୁହଂତି ଜଣେ ବି ପ୍ରଭାବୀ କେବଳ ସ୍ବଜନ ମଂଡଳେ ତାଂକର କୀର୍ତିଗାଥା ଚଳେ ପାରସ୍ପରିକ ସୁସଂପର୍କ…