Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧୨)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’  ଟୁନିଅପାର ଝିଅମାନେ ସ୍ମାର୍ଟ ଆବଶ୍ୟକତା ଠାରୁ ଅଧିକ । ତାଙ୍କ ଚଳଣି, ଚାକଚକ୍ୟ, ଡ଼୍ରେସପଟାରେ ନିଗୁ ଅଭିଭୂତ ହୋଇପଡ଼ୁଥିଲା । ସେଇମାନଙ୍କ ମେଳରେ ସେ ନିଜକୁ ଖୁବ୍ ହୀନବୋଧ କରୁଥିଲା । ଯେମିତି ଟୁନିଦେଇ ଘରେ ପହଞ୍ôଚ ଖୁବ୍‌ଗୋଟେ ବଡ଼…

ରସଗୋଲା ଦିବସ ଅବସରରେ ରସଗୋଲା ସଙ୍ଗୀତ ଶ୍ରୋତାର୍ପିତ

ଭୁବନେଶ୍ୱର : ଲେଖକ ଶୁଭ୍ରାଂଶୁ ପଣ୍ଡାଙ୍କ ପରିକଳ୍ପନା ଓ ରଚନାରେ ପବିତ୍ର ନୀଳାଦ୍ରିବିଜେ ଓ ରସଗୋଲା ଦିବସର ଅବ୍ୟବହିତ ପୂର୍ବରୁ ଶ୍ରୋତାର୍ପିତ ହୋଇଯାଇଛି । ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଓ କଣ୍ଠଦାନ କରିଛନ୍ତି ଜଣାଶୁଣା କଣ୍ଠଶିଳ୍ପୀ ଅଭିଜିତ ମିଶ୍ର। ଜୟଦେବ ଭବନ ପରିସରରେ…

ଓଡ଼ିଆ ଭାଷାରେ କାର୍ଯ୍ୟ କରିବା ପାଇଁ ସରକାରୀ କର୍ମଚାରୀଙ୍କୁ ପ୍ରଶିକ୍ଷଣ

ଭୁବନେଶ୍ୱର : ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଓଡ଼ିଆ ଭାଷା ମାଧ୍ୟମରେ କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ସଂସ୍କୃତି ଭବନରେ ଏକ ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଦୁଇଶହରୁ ଅଧିକ ଜଣ କର୍ମଚାରୀ ଓ…

କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ଇଂରାଜୀ ଅନୁବାଦ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଉନବିଂଶ ଶତାବ୍ଦୀରେ କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ଇଂରାଜୀ ଅନୁବାଦ ପୁସ୍ତକ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଲୋକସଭା ସଦସ୍ୟ ଭତ୍ତୃହରି ମହତାବ, ବିଧାୟକ…

ବିଶିଷ୍ଟ ଭାଷାବିତ୍ ପ୍ରଫୁଲ୍ଲ ତ୍ରିପାଠୀ ପାଇଲେ ଓଡ଼ିଆ ଅସ୍ମିତା ସମ୍ମାନ- ୨୦୨୪

ଭୁବନେଶ୍ୱର : ‘ଆମ ଓଡ଼ିଶା’ ଅନୁଷ୍ଠାନର ୨୮ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଜୁଲାଇ ୧୭ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ବୁଦ୍ଧ ମନ୍ଦିରର ନୂତନ ସଭାଗାରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ବରିଷ୍ଠ ଭାଷାବିତ୍ ତଥା ସାହିତ୍ୟିକ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କୁ ଓଡ଼ିଶା ଅସ୍ମିତା ସମ୍ମାନ -୨୦୨୪ ପ୍ରଦାନ…

ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ ପ୍ରତିଯୋଗିତା 

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ରେ ଉପଲକ୍ଷେ ବିଭିନ୍ନ ଜିଲ୍ଲାରେ ଏକାଡେମୀ ପକ୍ଷରୁ ବିଦ୍ୟାଳୟସ୍ତରୀୟ ପ୍ରବନ୍ଧ, ବକ୍ତୃତା, କବିତା ଆବୃତ୍ତି ଓ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ନେଇ…

ସ୍ୱଳ୍ପ ଗଳ୍ପ : ଦି ଆର୍ଟିଷ୍ଟସ୍ ଶିଟ୍

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୬  କଳାକାର ମାନେ ସ୍ୱର୍ଣ୍ଣପ୍ରସୂ।ଏଥିରେ ଦ୍ବିମତ ଯଦି କେହି ହୁଅନ୍ତି ତେବେ ଏଇ ଲେଖାଟି ସେମାନଙ୍କ ମୁହଁ ବନ୍ଦ କରି ଦେବା ପାଇଁ ହୁଏତ ଯଥେଷ୍ଟ ,ଏକ ଉଦାହାରଣ । ଊଣେଇଶ ଏକଷଠି ସାଲରେ ପିଏରୋ ମନଜୋନି(୧୯୩୩-୬୩) ବୋଲି ଜଣେ…

କବିତା ନିରଂତର : ନାହାଂତି ଭାଷାର ଠାକୁର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  କଂପ୍ୟୁଟର୍‌ସବୁ ପରସ୍ପରକୁ ଖଂଜି ପଠାଇଲେ ଲେଖା ହସ୍ତାକ୍ଷର ସବୁ ଲାଜରେ ଲୁଚିବେ ଆଉ ଦେବେନାହିଁ ଦେଖା କଂପ୍ୟୁଟର୍‌ କି କମ୍ପ୍ୟୁଟର୍‌ ଲେଖିବା ଏହି ଚର୍ଚାରେ ମାତି ଏଠି ଭାଷାଜ୍ଞାନୀ ସବୁ ବୁଝି, ଜାଣି…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧୧)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’  ଗାଁ ପାଣି କାଦୁଅ - କୂଅପୋଖରୀ, ନଈ, ବିଲ ପାଟ ଭିତରେ ବଢ଼ି ଆସିଥିବା ଈଶ୍ୱର ଏକୁଟିଆ ହୋଇଯାଇଥିଲା । ନିଃସଙ୍ଗତା ଓ ଅସହାୟତା ତାକୁ ଯେମିତି ଭାରି କରିଦେଇଥିଲା । ସେ ଜାକିହୋଇ ବସିଥିଲା ଛୋଟା ଘରୁ ବାହାରି ଆସି ଖଣ୍ଡିଆ ପୋଲଆଡ଼େ ।…

ସଞ୍ଜୁରାଣୀ ମିଶ୍ରଙ୍କ ପୁସ୍ତକ ‘ସ୍ମୃତି ଖିଏ’ ଲୋକାର୍ପିତ

ଭୁବନେଶ୍ବର : ପବିତ୍ର ରଥଯାତ୍ରା ଅବସରରେ ଅବସର ପ୍ରାପ୍ତ ଅଧ୍ୟାପିକା ସଞ୍ଜୁରାଣୀ ମିଶ୍ରଙ୍କ ପ୍ରଥମ କ୍ଷୁଦ୍ର ଗଳ୍ପ ସଙ୍କଳନ ସ୍ମୃତି ଖିଏ ଲୋକାର୍ପିତ ହୋଇଯାଇଛି । ଏହି ସଙ୍କଳନର ପ୍ରଥମ ଭାଗରେ ରହିଛି ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ନ ଅନୁଭୂତି ଉପରେ ପର୍ଯ୍ୟବେଷିତ ୨୨ ଟି କ୍ଷୁଦ୍ରଗଳ୍ପ…