Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅପରେସନ ଗ୍ରୀନ କ୍ଲିନ୍: ସାଢ଼େ ୪ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରି ପୋଡିଲା ଅବକାରୀ ବିଭାଗ

କୋରାପୁଟ: କୋରାପୁଟ ଜିଲ୍ଲା ଅପରେସନ ଗ୍ରୀନ କ୍ଲିନ୍ ଜରିଆରେ ଚଢ଼ାଉ କରାଯାଇ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ଅବକାରୀ ଓ ପୋଲିସ ମିଳିତ ଭାବେ ଚଢାଉ କରି ୩୮ ଏକର ଜମିରେ ସାଢ଼େ ୪ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି । କୋରାପୁଟ ଅବକାରୀ ଅଧୀକ୍ଷକ ଅରୁଣ ପାଢ଼ୀ ଏବଂ ବୈପାରିଗୁଡା…

ଲୋକସଭାର ୮ କଂଗ୍ରେସ ସାଂସଦଙ୍କୁ ନିଲମ୍ବିତ କଲେ ବାଚସ୍ପତି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ଲୋକସଭାରେ ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗିଥିବା ଆଠ ଜଣ ବିରୋଧୀ ସାଂସଦଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରବଳ ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ଓମ୍ ବିର୍ଲା ସମଗ୍ର ଅଧିବେଶନ ପାଇଁ ଆଠ ଜଣ ସାଂସଦଙ୍କୁ ନିଲମ୍ବନ କରିଛନ୍ତି। ଏହି ସାଂସଦମାନେ…

ଶୁଭାରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନା: ୨୦୧ କନ୍ୟାଙ୍କ ବ୍ୟାଙ୍କ ଖାତାକୁ ଗଲା ସହାୟତା ରାଶି

ଗଞ୍ଜାମ: ଶୁଭାରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନା । ଆଜି ଗଞ୍ଜାମ ଜିଲ୍ଲା ତାରାତାରିଣୀ ପୀଠରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭାରମ୍ଭ କରିଛନ୍ତି । ଏହି ସମୟରେ ବିବାହ ମଣ୍ଡପରେ ପ୍ରାୟ ୨ ଶହ ବର-କନ୍ୟାଙ୍କ ସାମୁହିକ ବିବାହ କରାଯାଇଛି । ଏହି ଅବସରରେ କନ୍ୟାଙ୍କ ବ୍ୟାଙ୍କ…

ଏଣିକି ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିବା ପଡିବ ମହଙ୍ଗା, ଉଠାଇ ନେବ ପୋଲିସ

ଭଦ୍ରକ: ସୋସିଆଲ ମିଡିଆ ୟୁଜର୍ସମାଙ୍କୁ ସତର୍କ କରାଇଲା ଭଦ୍ରକ ପୋଲିସ । ଯଦି କେହି ବି ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡିଓ, ଅଡିଓ କିମ୍ବା ସାମ୍ପ୍ରଦାୟିକ ସଦ୍ଭାବନା କ୍ଷୁଣ୍ଣ ହେଲା ଭଳି ମନ୍ତବ୍ୟ ପୋଷ୍ଟ କରନ୍ତି ତେବେ ଯେକୌଣସି ସମୟରେ ଗିରଫ କରିବ ଭଦ୍ରକ ପୋଲିସ ବୋଲି ଆଜି ଜିଲ୍ଲା ପୁଲିସ…

ନାବାଳିକାଙ୍କ ସହ ବର୍ବରତା, ଅପହରଣ ପରେ ପୋଷାକ ଚିରି ଭିଡିଓ ଉତ୍ତଳୋନ କଲେ ଦୁର୍ବୁତ୍ତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ୧୪ ବର୍ଷର ନାବାଳିକାଙ୍କ ପୋଷାକ ଚିରି ଭିଡ଼ିଓ ଉତ୍ତଳୋନ କରିଛନ୍ତି କିଛି ଦୁର୍ବୁତ୍ତ । ପୁଣି ପ୍ରବଳ ମାଡ଼ ମାରି ପାଟିକୁ କପଡାରେ ବାନ୍ଧି ଜଙ୍ଗଲ ମଧ୍ୟରେ ଛାଡି ଦେଇ ଚାଲିଯାଇଥିଲେ । ଖବର…

India Stop Russia Oil Imports After US Deal: ଭାଙ୍ଗିଯିବ କି ମୋଦି-ପୁଟିନ ଯୋଡି? କ’ଣ ସତରେ ଆଉ ତେଲ…

ନୂଆଦିଲ୍ଲୀ: କ'ଣ ରୁଷରୁ ଆଉ ତେଲ କିଣିବ ନାହିଁ ଭାରତ? ଭାଙ୍ଗିଯିବ କି ପୁଟିନଙ୍କ ସହ ବର୍ଷ ବର୍ଷର ବନ୍ଧୁତା? ଆମେରିକା ସହ ବିବାଦ ଶାନ୍ତ ହେଲେ କ'ଣ ସବୁଠାରୁ ବିଶ୍ୱସ୍ତ ବନ୍ଧୁ ପୁଟିନଙ୍କୁ ଦୂରେଇ ଦେବେ ପ୍ରଧାନମନ୍ତ୍ରୀ ମୋଦି? ଆମେରିକା ଏବଂ ଭାରତ ମଧ୍ୟରେ ତୈଳ ବାଣିଜ୍ୟ…

ବିଦ୍ୟୁତ ସଂଯୋଗ ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ

ମାଲକାନଗିରି: ଲାଞ୍ଚ ନେଉଥିବାବେଳେ ଜୁନିଅର ଇଞ୍ଜିନିୟର (ଜେଇ)ଙ୍କୁ ମାଡି ବସିଲା ଭିଜିଲାନ୍ସ ଟିମ୍ । ବିଦ୍ୟୁତ ସଂଯୋଗ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ, ସଦର ମହକୁମା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ପରବେଶ ନାୟକଙ୍କୁ ଧରିଛି ଭିଜିଲାନ୍ସ । ତାଙ୍କ ନିକଟରୁ ୨୦ ହଜାର…

Gold Rate: ସୁନା ଦରରେ ଲାଗିଲା ବ୍ରେକ୍, ଜାଣନ୍ତୁ ଆଜି କେତେ ରହିଛି..

ଭୁବନେଶ୍ୱର: ସୁନା ଦରରେ ଲାଗିଲା ବ୍ରେକ୍ । ହୁ ହୁ ହୋଇ ବଢୁଥିବା ସୁନା ଦାମ ଆଜି ହଠାତ୍ କମିଛି । ଆଜି ୨୪କ୍ୟାରେଟ୍‌ ସୁନା ୧୪୨୦ଟଙ୍କା ହ୍ରାସ ପାଇ ୧୦ଗ୍ରାମ ପିଛା ୧ ଲକ୍ଷ ୫୧ ହଜାର ୯୦୦ରେ ପହଞ୍ଚିଛି । ୨୨କ୍ୟାରେଟ ସୁନା ୧୦ ଗ୍ରାମ୍‌ ୧,୩୯,୨୫୦ ଟଙ୍କାରେ ପହଞ୍ଚିଛି । ଗତକାଲି ୨୪…

India-US trade deal ପଛରେ ପିଏମ୍ ମୋଦିଙ୍କ ଆତ୍ମବିଶ୍ୱାସ, କହିଲେ, “ସବୁ କିଛି କରିପାରେ…”

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ କହିଛନ୍ତି ଯେ ଆତ୍ମବିଶ୍ୱାସ ହେଉଛି ଏପରି ଶକ୍ତି ଯାହା ସବୁକିଛି ସମ୍ଭବ କରିଥାଏ ଏବଂ ଏକ ବିକାଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଭାରତ ଏବଂ ଆମେରିକା ଏକ ବାଣିଜ୍ୟ ଚୁକ୍ତିରେ…

US On India Russian oil Purchase: ରଷିଆ ତେଲ ଉପରେ ଅତିରିକ୍ତ ୨୫% ହ୍ରାସ କରିବ ଆମେରିକା, ନିଶ୍ଚିତ କଲା ହ୍ୱାଇଟ୍…

ନୂଆଦିଲ୍ଲୀ: ଭାରତ-ଆମେରିକାର ବାଣିଜ୍ୟ ଚୁକ୍ତି ଘୋଷଣା ପରେ, ଯେତେବେଳେ ଆମେରିକା ଭାରତ ଉପରେ ଶୁଳ୍କ ୧୮ ପ୍ରତିଶତକୁ ହ୍ରାସ କରିଥିଲା, ସୋମବାର ଜଣେ ହ୍ୱାଇଟ୍ ହାଉସ ଅଧିକାରୀ ନିଶ୍ଚିତ କରିଥିଲେ ଯେ ନୂଆଦିଲ୍ଲୀର ରୁଷୀୟ ତୈଳ କ୍ରୟ ଯୋଗୁଁ ୱାଶିଂଟନ ଭାରତୀୟ ଆମଦାନୀ ଉପରେ ଅତିରିକ୍ତ ୨୫…