Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନିଲାମ ହେବ ଏହି ଜିଲ୍ଲାର ୪୦ ବାଲିଘାଟ;ପ୍ରଥମ ଥର ଇ-ଲଟେରୀରେ ଘାଟ ଆବଣ୍ଟନ

କଟକ:ଜିଲ୍ଲାର ୪୦ଟି ବାଲିଘାଟକୁ ନିଲାମ ପାଇଁ ଜିଲ୍ଲା ଖଣି ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପାଇଁ ଆବେଦନ କରିବାର ଶେଷ ସମୟ ସେପ୍ଟେମ୍ବର ୨୧ ତାରିଖ ଧାର୍ଯ୍ୟ କରାଯାଇଛି । ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୬ ତାରିଖ ମଧ୍ୟରେ ଟେଣ୍ଡର ଖୋଲାଯିବ । ସୂଚନାଥାଉକି, ଚଳିତ ଥର ପ୍ରଥମ ଥର…

Sambalpur–Kataka NH‑55:ଏନ୍‌ଏଚ୍-୫୫ ରାସ୍ତାର ତୁରନ୍ତ ମରାମତି ପାଇଁ ମନ୍ତ୍ରୀ ଗଡ଼କରୀଙ୍କୁ ଚିଠି ଲେଖିଲେ…

ଭୁବନେଶ୍ବର: ଓଡ଼ିଶାର ପ୍ରମୁଖ ପରିବହନ ଓ ଲଜିଷ୍ଟିକ୍ସ କରିଡର ଭାବେ ପରିଚିତ ୫୫ ନମ୍ବର ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ରହିଛି । ଏନେଇ ଚିନ୍ତାପ୍ରକଟ କରିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏହି ଗୁରୁତ୍ୱପୂର୍ଣ୍ଣ ରାଜପଥର ତୁରନ୍ତ ରକ୍ଷଣାବେକ୍ଷଣ ବା ମରାମତି ସହ ଖାଲଢିପ…

ଢାବା ଉପରେ ଚଢ଼ାଉ, ପୋଲିସକୁ ଗାଳିଗୁଲଜ: ବିଜେପି ଯୁବ ନେତା ବି. ସୋମନାଥ ପାତ୍ରଙ୍କୁ ଗିରଫ କଲା ଗୋପାଳପୁର ପୋଲିସ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରାଜନୀତିରେ ଆଜି ଏକ ବଡ଼ ହଲଚଲ ଦେଖିବାକୁ ମିଳିଛି । ପୋଲିସ ସହିତ ଅସଦାଚରଣ ଏବଂ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବି. ସୋମନାଥ ପାତ୍ରଙ୍କୁ ପୋଲିସ ଆଜି ଗିରଫ କରିଛି । ଗୋପାଳପୁର ଥାନା ପୋଲିସ…

ଅପରାଧ ପ୍ରମାଣିତ ନହେବା ଯାଏଁ ଚାକିରିରୁ କାଢ଼ିପାରିବେନି ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୌଣସି ସରକାରୀ କର୍ମଚାରୀଙ୍କ ନାମରେ କେବଳ ଅପରାଧିକ ମାମଲା ବିଚାରାଧୀନ ଥିବା କାରଣ ଦର୍ଶାଇ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ, ଏକ ଦଶନ୍ଧିରୁ…

ପରୀକ୍ଷାରେ ତ୍ରୁଟିକୁ ବରଦାସ୍ତ କଲାନି ଏନଟିଏ, ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍

ନୂଆଦିଲ୍ଲୀ: ସର୍ବଭାରତୀୟ ଆୟୁଷ ପୋଷ୍ଟ ଗ୍ରାଜୁଏଟ୍ ପ୍ରବେଶିକା ପରୀକ୍ଷା ପରିଚାଳନାରେ ଦେଖାଦେଇଥିବା ଅବହେଳାକୁ ନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାଜସ୍ଥାନର ଜୟପୁର ସ୍ଥିତ ଏକ ପରୀକ୍ଷା କେନ୍ଦ୍ରରେ ଘଟିଥିବା ବିଭ୍ରାଟ ପାଇଁ ପରୀକ୍ଷା ପରିଚାଳନା…

ପୁରୁଷ ହକି ବିଶ୍ୱକପ୍ ୨୦୨୬: ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ, ନେଦରଲ୍ୟାଣ୍ଡ୍ସଠାରୁ ନିକଟରୁ ଶୋଚନୀୟ ପରାଜୟ

ଆମଷ୍ଟେଲଭିନ୍: ଏଫଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ୨୦୨୬ରେ ଭାରତୀୟ ଦଳକୁ ଶକ୍ତ ଝଟକା ଲାଗିଛି । ଶନିବାର ନେଦରଲ୍ୟାଣ୍ଡ୍ସର ଆମଷ୍ଟେଲଭିନ୍ ସ୍ଥିତ ୱାଗେନର୍ ଷ୍ଟାଡିୟମରେ ଖେଳାଯାଇଥିବା ପୁଲ୍-ଇର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ 'କର ବା ମର' ମ୍ୟାଚରେ ଆୟୋଜକ ନେଦରଲ୍ୟାଣ୍ଡ୍ସ ନିକଟରୁ ୩-୧ ଗୋଲ୍…

Kotia map:ଗୁଗୁଲ୍‌ ମ୍ୟାପ୍‌ରେ କୋଟିଆର ଭୁଲ୍ ସୀମା;ସଂଶୋଧନ ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ

କୋଟିଆ:କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳର ସୀମାକୁ ଗୁଗୁଲ ମ୍ୟାପ୍‌ରେ ଭୁଲ ଭାବେ ପ୍ରଦର୍ଶନ କରାଯାଇଛି । ଏହା ଜଣାପଡ଼ିବା ପରେ ରାଜ୍ୟ ସରକାର ପ୍ରାଥମିକତା ଭିତ୍ତିରେ ପଦକ୍ଷେପ ଆରମ୍ଭ କରିଛନ୍ତି । ଭୂମିସ୍ତରର ସୀମା ବିବାଦ ସହ ଏହି ଡିଜିଟାଲ ଚିତ୍ରଣ ଜଡ଼ିତ ଥିବାରୁ ଏହାକୁ ନେଇ ପ୍ରଶାସନିକ…

ଲୁହାପଥର ନେଇ ଓଡ଼ିଶାରୁ ସିଙ୍ଗାପୁର ଯାଉଥିବା ଜାହାଜ ବୁଡ଼ିଲା: ୨୪ କ୍ରୁ ସଦସ୍ୟଙ୍କ ଜୀବନ ରକ୍ଷା ପାଇଁ ଉଦ୍ଧାର…

ପାରାଦୀପ: ବଙ୍ଗୋପସାଗରରେ ଶନିବାର ଏକ ବଡ଼ ଧରଣର ସାମୁଦ୍ରିକ ଦୁର୍ଘଟଣା ଘଟିଛି । ଓଡ଼ିଶା ଉପକୂଳରୁ ପ୍ରାୟ ୨୪୦ ନଟିକାଲ୍ ମାଇଲ୍ ଦୂରରେ ଏକ ପାନାମା ପତାକାବାହୀ ମାଲବାହୀ ଜାହାଜ (କାର୍ଗୋ ସିପ୍) ବୁଡ଼ିଯାଇଥିବା ସୂଚନା ମିଳିଛି। ସରକାରୀ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ, 'ଏମ୍‌ଭି…

ପାରାଦୀପରେ ବଡ଼ ଅଘଟଣ; ମଝି ସମୁଦ୍ରରେ ବୁଡ଼ିଲା ଜାହାଜ, ୨୪ ଜଣଙ୍କୁ ଖୋଜୁଛି… 

ପାରାଦୀପ: ପାରାଦୀପ ଉପକୂଳରେ ଶନିବାର ଦିନ ପାନାମା ପତାକାଯୁକ୍ତ ଏକ କାର୍ଗୋ ଜାହାଜ ସମୁଦ୍ର ମଝିରେ ବୁଡ଼ିଯାଇଛି। ମାଲବାହୀ ଜାହାଜ M/V ଓସେନ୍ ୱିନର ଲୁହା ପଥର ନେଇ ଯାଉଥିଲା। ଏଥିରେ ୨୪ ଜଣ କ୍ରୁ ସଦସ୍ୟ ଥିଲାବେଳେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଚୀନ୍ ନାଗରିକ ବୋଲି ସୂଚନା ମିଳିଛି।…

କ୍ୟାବ୍ ବୁକିଂକୁ ନେଇ ନୟାନ୍ତ ରାଜଧାନୀବାସୀ: ଓଲା, ଉବେର୍ ସେବା ବାଧାପ୍ରାପ୍ତ, ବଢୁଛି ଅସନ୍ତୋଷ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆପ୍-ଭିତ୍ତିକ କ୍ୟାବ୍ ସେବା ପ୍ରଦାନକାରୀ ସଂସ୍ଥା ଓଲା ଏବଂ ଉବେର୍‌କୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଗତ କିଛି ଦିନ ହେବ ବୁକିଂରେ ବ୍ୟାପକ ସମସ୍ୟା ଦେଖାଦେଉଥିବାରୁ ସାଧାରଣ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି ଏବଂ…