Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Economic Survey 2025-26: ବଜେଟ୍ ପୂର୍ବରୁ ସଂସଦରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ, ଆର୍ଥିକ ବର୍ଷ…

ନୂଆଦିଲ୍ଲୀ: ଭାରତର ଅର୍ଥନୀତିର ବାର୍ଷିକ ସମୀକ୍ଷା ପ୍ରଦାନ କରୁଥିବା ଅର୍ଥନୈତିକ ସର୍ଭେ ୨୦୨୬ ଆଜି ସଂସଦରେ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦିନ ୧୨ ଟାରେ ଲୋକସଭାରେ ଆର୍ଥିକ ବର୍ଷ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଦଲିଲ୍ ଉପସ୍ଥାପନ କରିଛନ୍ତି। ଫେବୃଆରୀ ୧ ରେ କେନ୍ଦ୍ର…

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଶେଷକୃତ୍ୟ ସମ୍ପନ୍ନ; ଦୁଇ ପୁଅ ଦେଲେ ମୁଖାଗ୍ନି

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ଜନ୍ମସ୍ଥାନ ପୁନେ ଜିଲ୍ଲାର ବାରାମତିର ବିଦ୍ୟା ପ୍ରତିଷ୍ଠାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତିମ ସଂସ୍କାର କରାଯାଇଛି । ବୁଧବାର ଦିନ ଏକ ବିମାନ ଦୁର୍ଘଟଣାରେ ପାୱାରଙ୍କ ମୃତ୍ୟୁ ହୋଇଥିଲା ।…

ଜମ୍ମୁ-କଶ୍ମୀରରେ ଓଡ଼ିଆ ଯବାନଙ୍କ ମୃତ୍ୟୁ

ନୟାଗଡ: ଜମ୍ମୁ-କଶ୍ମୀରରେ ଓଡ଼ିଆ ଯବାନଙ୍କ ମୃତ୍ୟୁ। ଜନ୍ମ ମାଟିରେ ଶୋକାକୁଳ ପରିବେଶରେ ହେଲା ଶେଷକୃତ୍ୟ। ନୟାଗଡ ବ୍ଲକ ଆନନ୍ଦାପଲ୍ଲୀ ଗାଁର ଜିତୁ ବେହେରାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବିବାହର ମାତ୍ର ୧୦ମାସ ପରେ ତାଙ୍କର ମୃତ୍ୟୁ ହୋଇଛି। ଝୁରୁଛି ନୟାଗଡ ମାଟି। ସୂଚନା ଅନୁସାରେ କିଛି…

New UGC Regulations: UGCର ନୂଆ ନିୟମ, କାହିଁକି ରାଗରେ ନିଆଁବାଣ ଜେନେରାଲ ପିଲା?

ନୂଆଦିଲ୍ଲୀ: UGC ର ନୂଆ ନିୟମକୁ ନେଇ ଦେଶରେ ନିଆଁ ଭେଦଭାବକୁ ଏଡ଼ାଇବ ନା ସାଧାରଣ ବର୍ଗ ପିଲାଙ୍କ ପାଇଁ ପାଲଟିବ ଅଭିଶାପ? ବିଶ୍ୱବିଦ୍ୟାଳୟ ଅନୁଦାନ କମିଶନ, UGC, ଭାରତରେ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଭେଦଭାବକୁ ରୋକିବା ଏବଂ ସମାନତା ଆଣିବ ପାଇଁ ନୂତନ ନିୟମ ଇକ୍ୱିଟି ୨୦୨୬ ଲାଗୁ…

ଛତିଶଗଡ଼ ଅଭିମୁଖେ ମହାନଦୀ ବଞ୍ଚାଓ ଆନ୍ଦୋଳନ ଟିମ୍, ବେଆଇନ ବାଲିବନ୍ଧ ଭାଙ୍ଗିବ…

ଭୁବନେଶ୍ବର: ରାଜସ୍ବ ମନ୍ତ୍ରୀଙ୍କ ଉକ୍ତିକୁ ନେଇ ସ୍ପଷ୍ଟୀକରଣ ରଖିଲା ମହାନଦୀ ବଞ୍ଚାଓ ଆନ୍ଦୋଳନ ପ୍ରତିନିଧି ମଣ୍ଡଳ । ଆଜି ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଛତିଶଗଡ଼ ଯାଇ କଲମା ବ୍ୟାରେଜ ନିକଟରେ ଯେଉଁ କାର୍ଯ୍ୟକ୍ରମ ରଖାଯାଇଛି, ତାକୁ ନେଇ ମନ୍ତ୍ରୀ ଯେଉଁ ପରାମର୍ଶ ଆମକୁ ଦେଇଛନ୍ତି…

ବେଆଇନ LPG ଗ୍ୟାସ ଟାଙ୍କି କାରଖାନାରେ ରେଡ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଶୁଆଶୁନିରେ ଥିବା ବେଆଇନ ଏଲପିଜି ଗ୍ୟାସ ଟାଙ୍କି କାରଖାନା ଠାବ ହୋଇଛି। ଏହି ବେଆଇନ କାରଖାନା ଉପରେ ଯୋଗାଣ ବିଭାଗ ରେଡ୍ କରିଛି। ରେଡ୍ ବେଳେ କାରଖାନାରୁ ୫୦୦ରୁ ଅଧିକ ଚୋରା ଗ୍ୟାସ୍ ଟାଙ୍କି ଜବତ ହୋଇଛି। ଗୋଦାମରୁ ଏକ ଗ୍ୟାସ କନଭର୍ଟର ମେସିନ…

EU ସହିତ ‘ମଦର ଅଫ୍ ଡିଲ୍ସ’ ପରେ ଭାରତକୁ ମିଳିପାରେ ଆଉ ଏକ ଉପହାର! ଆମେରିକା ସହ…

ନୂଆଦିଲ୍ଲୀ: ଭାରତକୁ ଖୁବ୍ ଶୀଘ୍ର ଆଉ ଏକ ଭଲ ଖବର ମିଳିପାରେ । EU ସହିତ ମଦର୍ ଅଫ୍ ଡିଲ୍ ପରେ, ଭାରତ ଏବଂ ଆମେରିକା ମଧ୍ୟରେ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ ହୋଇପାରେ । ସୂତ୍ର ଅନୁସାରେ ଆମେରିକା ଏବଂ ଭାରତ ଏହି ଚୁକ୍ତିନାମାକୁ ଚୂଡ଼ାନ୍ତ କରିବାକୁ ପ୍ରସ୍ତୁତ ହେଉଛନ୍ତି ।…

Weather Update: ଆହୁରି ବଢ଼ିବ ରାତି ତାପମାତ୍ରା, କୁହୁଡି ପାଇଁ ୬ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଆହୁରି ବଢ଼ିବ ରାତି ତାପମାତ୍ରା ଏବଂ କମିଯିବ ଶୀତ। ଆସନ୍ତା ୨ଦିନରେ ୨ରୁ ୩ ଡିଗ୍ରୀ ତାପମାତ୍ରା ଆହୁରି ବଢ଼ିବ। ଫେବ୍ରୁଆରୀ ୧ ଯାଏ ରାଜ୍ୟର ଅନେକ ସ୍ଥାନରେ କୁହୁଡ଼ି ରହିବା ସହ କାକର ପଡ଼ିବ। ଆଜି ୬ ଜିଲ୍ଲାରେ ଘନ କୁହୁଡ଼ି ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।…

ରାସନକାର୍ଡର ମୃତ ହିତାଧିକାରୀଙ୍କ ନାଁରେ ଚାଉଳ ଉଠାଉଥିବା ବ୍ୟକ୍ତିଙ୍କୁ ଯୋଗାଣ ମନ୍ତ୍ରୀଙ୍କ କଡ଼ା ତାଗିଦ

ଭୁବନେଶ୍ଵର: ଯେଉଁ ରାସନକାର୍ଡ ଉପଭୋକ୍ତା ମାନେ ମୃତ ବ୍ୟକ୍ତିଙ୍କ ନାଁରେ ଚାଉଳ ଉଠାଉଥିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ସେ କହିଛନ୍ତି ମୃତ ବ୍ୟକ୍ତିଙ୍କ ନାଁରେ ଯେତିକି ଚାଉଳ ଉଠିଥିବ,ତାହା ଦେଢ଼ଗୁଣା ସେହି ବ୍ୟକ୍ତିଙ୍କ ଠାରୁ…

Database Management System 3.0: ଠିକାଦାର ଡାଟାବେସ ମ୍ୟାନେଜମେଣ୍ଟ ସିଷ୍ଟମ 3.0ର ଶୁଭାରମ୍ଭ

ଭୁବନେଶ୍ୱର: ରାଜ୍ୟରେ ପୂର୍ତ୍ତ ବିଭାଗରେ କାମ କରୁଥିବା ଠିକାଦାରମାନଙ୍କ ପାଇଁ ନୂଆ ବ୍ୟବସ୍ଥା। ଠିକାଦାର ପରିଚାଳନା ବ୍ୟବସ୍ଥାକୁ ଅଧିକ ସ୍ବଚ୍ଛ, ସରଳ ଓ କାର୍ଯ୍ୟକ୍ଷମ କରିବାକୁ ଠିକାଦାର ଡାଟାବେସ ମ୍ୟାନେଜମେଣ୍ଟ ସିଷ୍ଟମ 3.0ର ଶୁଭାରମ୍ଭ ହୋଇଛି। ପୂର୍ତ୍ତ ବିଭାଗ ବ୍ୟତୀତ ଜଳ ସମ୍ପଦ,…