Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

UP bans analogue dairy products:’ଆନାଲଗ୍’ଦୁଗ୍ଧଜାତ ଉତ୍ପାଦ ଉପରେ କାର୍ଯ୍ୟାନୁଷ୍ଠାନ; ପନିର, ଘିଅ…

ଲକ୍ଷ୍ନୌ:ଯୋଗୀ ସରକାର 'ଆନାଲଗ୍' (analogue dairy products)ପନିର, କ୍ରିମ୍, ଘିଅ, ଛେନା ଏବଂ ଖୁଆ ଉପରେ କଟକଣା ଲଗାଇଛନ୍ତି। ଏହି ନିର୍ଦ୍ଦେଶନାମାରେ 'ଖାଦ୍ୟ ସୁରକ୍ଷା ଓ ମାନକ ଆଇନ, ୨୦୦୬'ର ଉଲ୍ଲେଖ ରହିଛି, ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ କ୍ଷୀର ଓ କ୍ଷୀରଜାତ ଦ୍ରବ୍ୟଗୁଡ଼ିକ…

ଆଗ୍ରିଷ୍ଟାକକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମୁଖ୍ୟମନ୍ତ୍ରୀ: ପି-ପାସ୍ ଜରିଆରେ ହିଁ ସରକାର କିଣିବେ ଚାଷୀଙ୍କ ଧାନ

ଭୁବନେଶ୍ୱର: ଧାନ କିଣା ପ୍ରକ୍ରିୟାକୁ ନେଇ ଗତ କିଛି ଦିନ ଧରି ରାଜ୍ୟର ଚାଷୀକୂଳ ମଧ୍ୟରେ ଲାଗି ରହିଥିବା ଦ୍ୱନ୍ଦ୍ୱ ଓ ଅସନ୍ତୋଷର ଆଜି ଅବସାନ ଘଟିଛି। ରାଜ୍ୟ ସରକାରଙ୍କ ଆଗ୍ରିଷ୍ଟାକ୍ ପଞ୍ଜୀକରଣକୁ ନେଇ ଚାଷୀଙ୍କ ମନରେ ଥିବା ଆଶଙ୍କାକୁ ଦୂର କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।…

ଉତ୍ତର ଓଡ଼ିଶାରେ ଘନୀଭୂତ ହେଉଛି ବନ୍ୟା ସ୍ଥିତି: ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି, ଅନେକ ଗାଁରେ ପଶିଲା ପାଣି

ବାଲେଶ୍ୱର: ଲଗାଣ ବର୍ଷା ଓ ଉପରମୁଣ୍ଡରୁ ଆସୁଥିବା ବନ୍ୟା ଜଳ ଯୋଗୁଁ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀ ସୁବର୍ଣ୍ଣରେଖାରେ ଏବେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ବାଲେଶ୍ୱର ଜିଲ୍ଲାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ତୀବ୍ର ବେଗରେ ବୃଦ୍ଧି ପାଇ ବିପଦ ସଙ୍କେତ ପାଖାପାଖି ପହଞ୍ଚିଛି। ନଦୀରେ ଜଳସ୍ତର…

ମୃତ୍ୟୁର ବିଭୀଷିକା ସାଜିଲା ଭୂକମ୍ପ: ଘରଦ୍ୱାର ଭୁଶୁଡ଼ି ପଡ଼ିଲା, ଖୋଲା ଆକାଶ ତଳେ ରାତି କାଟୁଛନ୍ତି ଲୋକେ

ଜାକର୍ତ୍ତା: ଇଣ୍ଡୋନେସିଆରେ ପୁଣିଥରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି। ଇଣ୍ଡୋନେସିଆର ଉତ୍ତର ସୁମାତ୍ରା ଏବଂ ଫ୍ଲୋରେସ୍ ଦ୍ୱୀପ ଅଞ୍ଚଳରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି, ଯାହା ଫଳରେ ବ୍ୟାପକ ଧନଜୀବନ ନଷ୍ଟ ହୋଇଥିବା ଖବର ସାମ୍ନାକୁ ଆସିଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର…

ରେଳବାଇ ସୁରକ୍ଷା ପାଇଁ ନୂଆ ପଦକ୍ଷେପ; ଆରପିଏଫ୍ ଡଗ୍ ସ୍କ୍ୱାଡ୍ ଦେହରେ ଲାଗିଲା ବଡି କ୍ୟାମେରା

ଭୁବନେଶ୍ବର:ରେଳବାଇ ସୁରକ୍ଷା ପାଇଁ ନୂଆ ରଣନୀତି । ପ୍ରଥମ ଥର ପାଇଁ ତାଲିମପ୍ରାପ୍ତ କୁକୁରଙ୍କ ଦେହରେ ଲଗାଗଲା କ୍ୟାମେରା । ରେଳବାଇ ସୁରକ୍ଷା ଦାୟିତ୍ୱରେ ନିଯୁକ୍ତି ଥିବା ଆର.ପି.ଏଫ କୁକୁର ବ୍ୟବାହର କରିବେ ବଡି କ୍ୟାମେରା । ଦେହରେ ପ୍ରଥମ ଥର ପାଇଁ ଲାଗିଲା ଗୋ ପ୍ରୋ କ୍ୟାମେରା ।…

ମୁଖ୍ୟମନ୍ତ୍ରୀ ବିଜୟଙ୍କ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ତ୍ରିଷା: ବାପାମାଆଙ୍କ ସହ ବସିବା ପରେ ପୁଣି ଚର୍ଚ୍ଚାରେ…

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଲୋକପ୍ରିୟ ସୁପରଷ୍ଟାର ' ଥାଲାପତି' ବିଜୟ ଏବଂ ଦକ୍ଷିଣ ଭାରତର ସିନେମାର ଆଗଧାଡ଼ିର ଅଭିନେତ୍ରୀ ତ୍ରିଷା କୃଷ୍ଣନ୍‌ଙ୍କ ସମ୍ପର୍କକୁ ନେଇ ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି । ଶନିବାର ଅଗଷ୍ଟ ୧୫ ତାରିଖରେ ଦେଶର ୮୦ତମ ସ୍ୱାଧୀନତା…

ରାତି ଅଧରେ ସର୍କିଟ ହାଉସ୍ ଛାଡ଼ିବାକୁ ନିର୍ଦ୍ଦେଶ: ସୁରକ୍ଷା ନେଇ ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖିଲେ ମହୁଆ…

କୋଲକାତା: ପଶ୍ଚିମବଙ୍ଗର ନଦୀଆ ଜିଲ୍ଲାର କୃଷ୍ଣନଗର ସର୍କିଟ ହାଉସ୍‌ରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରଙ୍କୁ ରାତି ଅଧରେ ହଠାତ୍ ରୁମ ଛାଡିବା ଉଦ୍ୟମକୁ ନେଇ ଜାତୀୟସ୍ତରରେ ବିବାଦ ତେଜିଛି । ଏହି ଅଭାବନୀୟ ଘଟଣାରେ ମହିଳା ସାଂସଦମାନଙ୍କ ସୁରକ୍ଷା ଏବଂ ସମ୍ମାନ ଉପରେ…

ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ

ଭୁବନେଶ୍ୱର: ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ଏବଂ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ତଥା ଐତିହାସିକ ଘୋଷଣା କରିଛନ୍ତି। ଦୀର୍ଘ ଦିନ ଧରି ରାଜ୍ୟର ବିଭିନ୍ନ ସରକାରୀ ବିଦ୍ୟାଳୟରେ ଖାଲି…

ଜାତୀୟ ସଂଗୀତକୁ ଅପମାନ ଅଭିଯୋଗ: ବିଜେପି-କଂଗ୍ରେସ ମୁହାଁମୁହିଁ, ଦୃଷ୍ଟି ହଟାଇବାକୁ ବିଜେପିର ଚକ୍ରାନ୍ତ ବୋଲି କହିଲେ…

ନୂଆଦିଲ୍ଲୀ: ଦେଶର ଜାତୀୟ ସଂଗୀତ ‘ବନ୍ଦେ ମାତରମ୍’କୁ ନେଇ ଏବେ ଜାତୀୟ ରାଜନୀତି ସରଗରମ ହୋଇଉଠିଛି। କଂଗ୍ରେସ ସଂସଦୀୟ ଦଳର ନେତ୍ରୀ ସୋନିଆ ଗାନ୍ଧୀ ଦଳୀୟ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ‘ବନ୍ଦେ ମାତରମ୍’ ଗାନ କରିବାକୁ ବିରୋଧ କରିଥିଲେ ବୋଲି ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଗମ୍ଭୀର…

ମହାପ୍ରଭୁଙ୍କ ଦର୍ଶନ ସମୟରେ ଅସୁସ୍ଥ ହେଲେ ଶ୍ରଦ୍ଧାଳୁ; ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ହେଲା ଶେଷ ଦର୍ଶନ । ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରୁଥିବା ସମୟରେ ହଠାତ୍ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ ଜନୈକ ଶ୍ରଦ୍ଧାଳୁ । ଘଟଣାସ୍ଥଳରେ ନିୟୋଜିତ ପୋଲିସ କର୍ମଚାରୀମାନେ ତୁରନ୍ତ ତାଙ୍କୁ ଶ୍ରୀମନ୍ଦିର ପରିସରରେ ଥିବା…