Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦୁଇ ଦଶନ୍ଧି ପରେ ଭାରତ-ଇୟୁ ମଧ୍ୟରେ ‘ମଦର ଅଫ୍ ଅଲ୍ ଡିଲ୍ସ’: ଆଜି ହେବ ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତ-ୟୁରୋପୀୟ ସଂଘ (EU) ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ଆଲୋଚନା ଶେଷରେ ସୋମବାର ଦିନ ସମାପ୍ତ ହୋଇଛି ଏବଂ ଏହି ଚୁକ୍ତିର ଆନୁଷ୍ଠାନିକ କାର୍ଯ୍ୟକାରୀ ଆସନ୍ତା ବର୍ଷ ହେବାର ସମ୍ଭାବନା ଅଛି ବୋଲି ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ କହିଛନ୍ତି। ଦୁଇ ଦଶନ୍ଧି ପରେ ଭାରତ-ଇୟୁ…

T20 World Cup: ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନକୁ ନେଇ ନୂତନ ବିବାଦ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍-୨୦୨୬ ଫେବ୍ରୁଆରି ୭ ତାରିଖରେ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ମଧ୍ୟ ପାକିସ୍ତାନକୁ ନେଇ ସସପେନ୍ସ ଏବଂ ବିବାଦ ଉଭୟ ରହିଛି। ବିଶ୍ୱକପ୍‌ରେ ପାକିସ୍ତାନର ଅଂଶଗ୍ରହଣ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିଶ୍ଚିତ ହୋଇନଥିବା ବେଳେ ବାଂଲାଦେଶକୁ…

Beating Retreat: ବିଟିଂ ରିଟ୍ରିଟ୍ ପାଇଁ ଦିଲ୍ଲୀ ପ୍ରସ୍ତୁତ, ଟ୍ରାଫିକ୍ ପରାମର୍ଶ ଜାରି

ନୂଆଦିଲ୍ଲୀ: ଜାନୁଆରୀ ୨୭ରେ ବିଜୟ ଚୌକରେ ଅନୁଷ୍ଠିତ ହେବାକୁ ଥିବା ବିଟିଂ ରିଟ୍ରିଟ୍ ସମାରୋହର ପୂର୍ଣ୍ଣ ଡ୍ରେସ୍ ରିହର୍ସଲ୍ ସମ୍ପର୍କରେ ଦିଲ୍ଲୀ ଟ୍ରାଫିକ୍ ପୋଲିସ ଏକ ସ୍ୱତନ୍ତ୍ର ଟ୍ରାଫିକ ପରାମର୍ଶ ଜାରି କରିଛି। ସୁରକ୍ଷା ଏବଂ କାର୍ଯ୍ୟକ୍ରମର ଆୟୋଜନ ସୁନିଶ୍ଚିତ କରିବା ପାଇଁ କିଛି ପ୍ରମୁଖ…

Bomb Attack: ଶୋଇଥିବା ବେଳେ ଘର ଉପରକୁ ବୋମାମାଡ଼, ଦୁର୍ବୃତ୍ତ ଫେରାର

ଗଞ୍ଜାମ: ଛତ୍ରପୁର ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମରେ ବୋମାମାଡ଼। ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଯାଇଛି। ଘରେ ସମସ୍ତେ ଶୋଇଥିବା ବେଳେ ଘର ଉପରକୁ ବୋମାମାଡ଼ ହୋଇଛି। ବୋମା ମାଡ଼ରେ ଭାଙ୍ଗିଲା କାନ୍ଥ ,କବାଟ, ଘରର ବହୁ ସାମଗ୍ରୀ। ଅଳ୍ପକେ ବର୍ତ୍ତିଗଲେ ବାପା, ମାଆ ଓ…

Winter Storm: ଭୟଙ୍କର ତୁଷାରପାତ ନେଲା ୩୦ ଜୀବନ

ୱାଶିଂଟନ: ଆମେରିକା ବର୍ତ୍ତମାନ ଏକ ଭୟଙ୍କର ତୁଷାରପାତର ସମ୍ମୁଖୀନ ହେଉଛି, ଯାହା ଲକ୍ଷ ଲକ୍ଷ ଆମେରିକୀୟଙ୍କୁ ଥଣ୍ଡା ଏବଂ ବିନା ବିଦ୍ୟୁତ୍‌ରେ ଆଉ ଏକ ରାତି ବିତାଇବାକୁ ବାଧ୍ୟ କରୁଛି। ସୋମବାର ଦିନ ତୁଷାରପାତ ଦେଶର ଉତ୍ତର-ପୂର୍ବ ଭାଗରେ ଅଧିକ ତୁଷାରପାତ ଆଣିଛି, ଯେତେବେଳେ ଦକ୍ଷିଣର କିଛି…

Mahanadi Water Dispute: ଛତିଶଗଡ ଯିବେ ଓଡ଼ିଶା ପ୍ରତିନିଧି ଦଳ, ମହାନଦୀର ଉପରମୁଣ୍ଡରେ କରିବେ କ୍ଷେତ୍ର ପରିଦର୍ଶନ

ଭୁବନେଶ୍ୱର: ଏଥର ଗୋଟିଏ ଟେବୁଲରେ ବସିବେ ଓଡିଶା- ଛତିଶଗଡ଼। ମହାନଦୀକୁ ନେଇ ମୁହାଁମୁହିଁ ହେବେ ଏବଂ କରିବେ ଆଲୋଚନା। ଖୁବଶୀଘ୍ର ଓଡିଶାର ଏକ ଟିମ ଛତିଶଗଡର କ୍ଷେତ୍ର ପରିଦର୍ଶନ କରିବ । ହେଲେ ଓଡିଶା କେଉଁ ପ୍ରସଙ୍ଗରେ ଆଲୋଚନା କରିବ ସେ ଉପରେ ସମସ୍ତଙ୍କ ନଜର। ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ…

HIL 2026: ୨ୟ ଥର ପାାଇଁ ଚମ୍ପିଆନ ହେଲା କଳିଙ୍ଗ ଲାନ୍ସର୍ସ, ବ୍ରୋଞ୍ଚ ଜିଣିଲା ତୁଫାନ୍ସ

ଭୁବନେଶ୍ବର:ହକି ଇଣ୍ଡିଆ ଲିଗ୍ ୨୦୨୬ର ଟାଇଟଲ ଜିଣିଲା ଘରୋଇ ଦଳ କଳିଙ୍ଗ ଲାନ୍ସର୍ସ । ଫାଇନାଲରେ ରାଞ୍ଚି ରୟାଲ୍ସକୁ ୩-୨ଗୋଲରେ ପରାସ୍ତ କରି ବେଦାନ୍ତ କଳିଙ୍ଗ ଲାନସର୍ସ ପୁରୁଷ HIL 2025-26ର ଚମ୍ପିଆନ ହୋଇଛି । ୨ୟ ଥର ପାାଇଁ ଚମ୍ପିଆନ ହୋଇଛି କଳିଙ୍ଗ । ପୂର୍ବରୁ ୨୦୧୭ରେ କଳିଙ୍ଗ ବିଜୟ…

ଗଣତନ୍ତ୍ର ଦିବସରେ ଅଘଟଣ; ଜାତୀୟ ପତାକା ଅବତରଣ ବେଳେ ବିଦ୍ୟୁତ୍ ଆଘାତରେ ଛାତ୍ର ମୃତ

ଜଗତସିଂହପୁର:ଗଣତନ୍ତ୍ର ଦିବସରେ କୁଜଙ୍ଗ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଛାତ୍ର ଜଣଙ୍କ ହେଲେ ଓମ୍ ପ୍ରକାଶ ଦ୍ବିବେଦୀ । ଖବରମୁତାବକ, କୋଚିଂ ସେଣ୍ଟର ଛାତ ଉପରୁ ଜାତୀୟ ପତାକା ଅବତରଣ ବେଳେ ଏଥିରେ ଲାଗିଥିବା ଜିଆଇ ରଡ୍…

Bangladesh Tribunal: ବାଂଲାଦେଶର ପୂର୍ବତନ ପୋଲିସ ମୁଖ୍ୟଙ୍କ ସହ ଅନ୍ୟ ଦୁଇ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଢାକା: ୨୦୨୪ ମସିହାର ହିଂସାତ୍ମକ ପ୍ରଦର୍ଶନରେ ଭୂମିକା ପାଇଁ ବାଂଲାଦେଶର ଏକ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ୍ ସୋମବାର ଢାକାର ପୂର୍ବତନ ପୋଲିସ କମିଶନର ଏବଂ ଅନ୍ୟ ଦୁଇ ପୋଲିସ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛି । ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍-୧ (ICT-1) ପୂର୍ବତନ ଢାକା…

ଏହି ସବୁ ସମସ୍ୟା ନେଇ ଫେବ୍ରୁଆରୀ ୨ରୁ ୧୭ ଯାଏଁ ପ୍ରତିଟି ଜିଲ୍ଲାରେ ବିକ୍ଷୋଭ କରିବ ବିଜେଡି

ଭୁବନେଶ୍ୱର: ଫେବ୍ରୁଆରୀ ୨ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତିଟି ଜିଲ୍ଲାରେ ବିକ୍ଷୋଭ କରିବ ବିଜେଡି । ଚାଷୀଙ୍କ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତୃମଣ୍ଡଳୀ ଏହି ସୂଚନା…