Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Cow Smuggling: କୁଖ୍ୟାତ ଗୋରୁ ମାଫିଆ ଘରେ ସର୍ଚ୍ଚ ଅପରେସନ;ମିଳିଲା ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ

ନବରଙ୍ଗପୁର:ଗୋ ମାଫିଆ ଘରେ ପୋଲିସର ଚଢାଉ। ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ଗୋ ମାଫିଆ ଘରେ ଚଢାଉ । ନବରଙ୍ଗପୁର ସହରର ଗାଦବାଗୁଡ଼ାର ମହମ୍ମଦ ଆଜିଜଙ୍କ ଘରେ ସେମଳିଗୁଡ଼ା ଓ ନବରଙ୍ଗପୁର ପୋଲିସ ମିଳିତ ଭାବରେ ଚଢ଼ାଉ କରିଛି। ଶନିବାର ଗୋ-ଚାଲଣ ମାମଲାରେ ସେମଳିଗୁଡ଼ା ପୋଲିସ…

kankana:ଆସୁଛି ଆଉ ଏକ ହରର୍ ଫିଲ୍ମ ‘କଙ୍କଣ’; ସାମ୍ନାକୁ ଆସିଲା ପ୍ରଥମ ଲୁକ୍

ଭୁବନେଶ୍ବର:ଆଉ ଏକ ହରର୍ ଓଡ଼ିଆ ଫିଲ୍ମ 'କଙ୍କଣ'ଆସୁଛି । ବର୍ତ୍ତମାନ ସମସ୍ତ ତାରକାଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି । ଏହି ଫିଲ୍ମରେ ଅଭିନେତ୍ରୀ ସୁପ୍ରିୟା ନାୟକ, ସୂର୍ଯ୍ୟମୟୀ ମହାପାତ୍ର ନଜର ଆସିଛନ୍ତି । ଏହି ଫିଲ୍ମ ପରଦାକୁ ସେପ୍ଟେମ୍ୱର ୧୮ରେ ଆସିବ । 'କଙ୍କଣ' ଫିଲ୍ମ ବିଷୟରେ…

ଭେଣ୍ଡି କାଟିବା ବେଳେ ଲାଳ ବାହାରୁଛି କି? ଆପଣାନ୍ତୁ ଏହି ଛୋଟିଆ ଟ୍ରିକ୍, ରୋଷେଇ ହେବ ଆହୁରି ସ୍ୱାଦିଷ୍ଟ

ଭୁବନେଶ୍ୱର: ଭେଣ୍ଡି ବା ଲେଡିସ୍ ଫିଙ୍ଗର୍ ଏମିତି ଏକ ପରିବା, ଯାହା ପିଲାଠାରୁ ବୟସ୍କ ସମସ୍ତଙ୍କର ଖୁବ୍ ପ୍ରିୟ। ଭେଣ୍ଡି ଭଜା, ଭେଣ୍ଡି ମସଲା କିମ୍ବା ଭେଣ୍ଡି ରାଇ ଆମ ଦୈନନ୍ଦିନ ଖାଦ୍ୟ ତାଲିକାରେ ଏକ ସ୍ୱତନ୍ତ୍ର ସ୍ଥାନ ରଖେ। ଏଥିରେ ପ୍ରଚୁର ପରିମାଣରେ ଫାଇବର ଏବଂ ପୋଷକ ତତ୍ତ୍ୱ ଭରି…

Illegal arms trafficking: ବେଆଇନ ଅସ୍ତ୍ରଶସ୍ତ୍ର କାରବାର; ପୃଥକ ମାମଲାରେ ୫ ଗିରଫ

ଭଞ୍ଜନଗର:ଗଞ୍ଜାମ ପୋଲିସ ବେଆଇନ ଅସ୍ତ୍ର କାରବାର ବିରୋଧୀ ଅଭିଯାନ ଆରମ୍ଭ କରିଛି । ତେବେ ବେଆଇନ ଅସ୍ତ୍ର କାରବାର ବିରୋଧରେ ଗଞ୍ଜାମ ପୋଲିସ ପକ୍ଷରୁ ନିଆଯାଉଥିବା ଅଭିଯାନରେ ଦୁଇଟି ପୃଥକ ମାମଲାରେ ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ବେଆଇନ ବନ୍ଧୁକ, ମାଗାଜିନ୍ ଓ ଗୁଳି ଜବତ…

ରାଜଧାନୀରେ ପାଠ ପଢ଼ିବାକୁ ଆସିଥିବା ନାବାଳିକା ଝିଆରୀକୁ ବାରମ୍ବାର ଦୁଷ୍କର୍ମ କଲା ରାକ୍ଷସ ମଉସା

ଭୁବନେଶ୍ୱର: ପାଠ ପଢ଼ି ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ନେଇ କନ୍ଧମାଳରୁ ରାଜଧାନୀକୁ ଆସିଥିଲା ଝିଅଟିଏ। ନିଜ ସମ୍ପର୍କୀୟ ମାଉସୀ ଘରେ ରହି ପଢ଼ିଲେ ଝିଅ ସୁରକ୍ଷିତ ରହିବ ବୋଲି ପରିବାର ଲୋକେ ଭାବିଥିଲେ। କିନ୍ତୁ କିଏ ଜାଣିଥିଲା, ଯେଉଁମାନଙ୍କୁ ସେମାନେ ରକ୍ଷକ ଭାବିଥିଲେ, ସେମାନେ ହିଁ ଦିନେ ଭକ୍ଷକ…

ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀରେ ଅଭେଦ୍ୟ ଦୁର୍ଗ! ଆକାଶରୁ ସ୍ଥଳଭାଗ ଜଗିବେ ଶତାଧିକ ବରିଷ୍ଠ ପୋଲିସ ଅଧିକାରୀ

ଭୁବନେଶ୍ୱର: ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକୃଷ୍ଣନଙ୍କ ଆସନ୍ତାକାଲି ହେବାକୁ ଥିବା ହାଇପ୍ରୋଫାଇଲ୍ ଭୁବନେଶ୍ୱର ଗସ୍ତକୁ ନେଇ କମିଶନରେଟ୍ ପୋଲିସ ହାଇଆଲର୍ଟରେ ରହିଛି। ଉପରାଷ୍ଟ୍ରପତିଙ୍କ ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମଗ୍ର ରାଜଧାନୀକୁ ଏକ ଅଭେଦ୍ୟ ସୁରକ୍ଷା ବଳୟ…

Kotia Border Tensions:କୋଟିଆରେ ଆନ୍ଧ୍ର ତହସିଲଦାର;ଜନଗଣନାକୁ ନେଇ…

କୋଟିଆ:ପୁଣି ଆନ୍ଧ୍ର ଅଧିକାରୀଙ୍କ କୋଟିଆରେ ଅନୁପ୍ରବେଶ । କୋଟିଆବାସୀଙ୍କୁ ଜନଜଣନା ସମ୍ପର୍କରେ ପଚାରି ବୁଝିବା ସହିତ ଲୋକଙ୍କ ଭୋଟର ତାଲିକାରେ ନାଁ ରହିଛି କି ନାହିଁ ତଦନ୍ତ କରିଥିଲେ । କୋଟିଆ ପଞ୍ଚାୟତର କିଛି ଗାଁରେ ଆନ୍ଧ୍ରପ୍ରଦେଶର ସାଲୁର ତହସିଲଦାରଙ୍କ ସମେତ ଅନ୍ୟ ଅଧିକାରୀମାନେ ପ୍ରବେଶ…

ମମତାଙ୍କ ଦଳ ଉପରେ ଇଡିର ବଡ଼ ଆକ୍ସନ୍: ଟିଏମସି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏକାଧିକ ସ୍ଥାନରେ ରେଡ୍, ବ୍ୟାଙ୍କ…

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ହଟଚମଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିଜର ଆକ୍ସନ ନେବା ଆରମ୍ଭ କରିଛି। ଦଳର କିଛି ତୁଙ୍ଗ ନେତା ତଥା ସହଯୋଗୀଙ୍କ ସହ ଜଡିତ ଏକ ହାଇ-ପ୍ରୋଫାଇଲ୍ ମନି ଲଣ୍ଡରିଂ…

କମାଣ୍ଡୋ ଦେଖାଇଲେ ଦମ୍‌, ଶ୍ରୀମନ୍ଦିର ନିକଟରେ ଅପରେସନ ଚକ୍ରବ୍ୟୁହ

ପୁରୀ: ଆଗକୁ ଆସୁଛି ରଥଯାତ୍ରା । ଚଳିତଥର ପ୍ରତିବର୍ଷ ପରି ବହୁତ ମାତ୍ରାରେ ଭକ୍ତ ପୁରୀ ଆସିବେ । ହେଲେ ଏହି ରଥଯାତ୍ରା ଆଗରୁ ଭାରତୀୟ ଯବାନଙ୍କ ତରଫରୁ ମକଡ୍ରିଲ କରାଯାଇଛି। ଶ୍ରୀମନ୍ଦିର ନିକଟରେ ହୋଇଛି ଅପରେସନ ଚକ୍ରବ୍ୟୁହ। ତଇନାତ ଥିଲେ ଦୁଇଟି ସ୍ନାଇପର ଟିମ୍ ସହ ୪ ଟି ଭାଗରେ ବିଭକ୍ତ ହୋଇ…

ବଦଳିବ ପାଣିପାଗର ମିଜାଜ: ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ଘଣ୍ଟି

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ପ୍ରଭାବରେ ପାଣିପାଗର ଲୁଚକାଳି ଖେଳ ଜାରି ରହିଛି। ଗୋଟିଏ ପଟେ ଉଷ୍ମତା ଓ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଥିବା ବେଳେ, ଅନ୍ୟପଟେ ହଠାତ୍ ବଦଳୁଥିବା ପାଣିପାଗ ସ୍ଥିତି ଲୋକଙ୍କ ଉଦ୍‌ବେଗ ବଢ଼ାଇଦେଇଛି। ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ…