Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୨୦୩୬ ସୁଦ୍ଧା ୯୦ପ୍ରତିଶତ ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଜଳର ସୁପରିଚାଳନା ବିନା କୃଷି, ଅର୍ଥନୈତିକ ଉନ୍ନତି ଓ ରାଜ୍ୟର ପ୍ରଗତି ଅସମ୍ଭବ। ପାଣି ପଞ୍ଚାୟତ ବ୍ୟବସ୍ଥା ଓଡିଶାର କୃଷି ଓ କୃଷକଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିଛି ବୋଲି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୬…

ଉପରାଷ୍ଟ୍ରପତିଙ୍କ ଗସ୍ତ; ସୁରକ୍ଷା ବ୍ୟବସ୍ଥାରେ ୩୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ

କଟକ: ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଇଁ ଉପରାଷ୍ଟ୍ରପତି ସି.ପି.ରାଧାକ୍ରିଷ୍ଣନ କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ତାଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ଯ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଆସିବେ। ତାଙ୍କ ଗସ୍ତକୁ ନଜରରେ…

ଆଚରଣ ମାଧ୍ୟମରେ ବିଶ୍ୱକୁ ମର୍ଯ୍ୟାଦାର ପାଠ ପଢ଼ାଇବା ଭାରତର କର୍ତ୍ତବ୍ୟ: ମୋହନ ଭାଗବତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଆଜି ଡିଡୱାନାରେ ଛୋଟି ଖାଟୁଙ୍କୁ ଭେଟିଥିଲେ। କାର୍ଯ୍ୟକ୍ରମ ସମୟରେ, ସେ ଆଚାର୍ଯ୍ୟ ମହାଶ୍ରମଣଙ୍କ ଉପସ୍ଥିତିରେ ଜୈନ ସମ୍ପ୍ରଦାୟ ଦ୍ୱାରା ଆୟୋଜିତ ମର୍ଯ୍ୟାଦା ମହୋତ୍ସବରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ସମୟରେ, ସେ…

ମହାରାଷ୍ଟ୍ରରେ ଦେଖିବାକୁ ମିଳିବ ମହିଳାଙ୍କ ଜଲୱା, ସାଧାରଣ ବର୍ଗର ମହିଳା ହେବେ ବିଏମସି ମେୟର

ମୁମ୍ବାଇ: ମହାରାଷ୍ଟ୍ରର ୨୯ଟି ନଗର ନିଗମ ପାଇଁ ନିର୍ବାଚନ ଫଳାଫଳ ଘୋଷଣା ପରେ, ବହୁ ପ୍ରତୀକ୍ଷିତ ମେୟର ପଦବୀ ସଂରକ୍ଷଣ ଘୋଷଣା କରାଯାଇଛି। ଗୁରୁବାର ଦିନ ନଗର ଉନ୍ନୟନ ମନ୍ତ୍ରଣାଳୟରେ ନଗର ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ମାଧୁରୀ ମିସାଲଙ୍କ ଉପସ୍ଥିତିରେ ଏହି ଘୋଷଣା କରାଯାଇଥିଲା। ଏହି ଘୋଷଣା…

T20 World Cup: ଭାରତରେ ଟି୨୦ ବିଶ୍ୱକପ୍ ଖେଳିବନି ବାଂଲାଦେଶ…

ନୂଆଦିଲ୍ଲୀ: ଚଳିତ ବର୍ଷ ଟି୨୦ ବିଶ୍ୱକପ୍ ଫେବୃଆରୀ ୭ ତାରିଖରେ ଆରମ୍ଭ ହେବାକୁ ଯାଉଛି। ଏହି ବିଶ୍ୱକପ୍ କୁ ନେଇ ବର୍ତ୍ତମାନ ବାଂଲାଦେଶ ଏବଂ ଆଇସିସି ମଧ୍ୟରେ ବିବାଦ ଜାରି ରହିଛି। ଏହାରି ମଧ୍ୟରେ ଆଗାମୀ ବିଶ୍ୱକପରେ ବାଂଲାଦେଶ ଟିମ୍ ବିଶ୍ୱକପରେ ଅଂଶଗ୍ରହଣ କରିବ ନାହିଁ ବୋଲି…

ମନରେଗାର ନୂଆ ନାଁ ଜାଣିନାହାଁନ୍ତି ରାହୁଲ ଗାନ୍ଧୀ! କହିଲେ, ” ଜୀ ଗ୍ରାମ ଜୀ..”

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଭିବି-ଜି ରାମ ଜି ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ଗୁରୁବାର ଦିନ ଏକ ମନରେଗା ବଚାଓ ମୋର୍ଚ୍ଚା କାର୍ଯ୍ୟକ୍ରମରେ କହିଥିଲେ, "ମୁଁ ଜାଣିନାହିଁ ଏହି ନୂତନ ଆଇନ କ'ଣ। ଜୀ ଗ୍ରାମ ଜୀ.. ନା କଣ ମୁଁ ଜାଣିନାହିଁ।" ରାହୁଲଙ୍କ ପରେ କଂଗ୍ରେସ…

Army vehicle falls into gorge: ଖାଇକୁ ଖସିଲା ସେନା ଗାଡି; ୧୦ ଯବାନ ଶହିଦ, ଏକାଧିକ ଆହତ

ଶ୍ରୀନଗର:ଜମ୍ମୁ ଓ କାଶ୍ମୀରର ଡୋଡା ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା । ଏକ ସେନା ଗାଡ଼ି ଗଭୀର ଖସିରେ ଖସି ପଡ଼ିଛି,ଫଳରେ ୧୦ ଜଣ ସୈନିକ ଶହିଦ ହୋଇଛନ୍ତି ଏବଂ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି । ସେନା ଗାଡ଼ିଟି ଡୋଡାର ଭଦୱାହ-ଚମ୍ବା ରାସ୍ତାରେ ଯାତ୍ରା କରୁଥିଲା, ଯାହା ପୂର୍ବରୁ ଏକ ଖରାପ ଅବସ୍ଥାରେ…

Mao Camp: କନ୍ଧମାଳ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ, ବହୁ ପରିମାଣର ମାଓ ସାମଗ୍ରୀ ଜବତ

କନ୍ଧମାଳ: ଦେଶକୁ ନକ୍ସଲ ମୁକ୍ତ କରିବା ପାଇଁ ପୋଲିସ ଏବଂ ସୁରକ୍ଷା ବାହିନୀଙ୍କ ପକ୍ଷରୁ କୁମ୍ବିଂ ଅପେରସନ ଯୋରଦାର କରାଯାଉଛି । ଏହି ପ୍ରରିପେକ୍ଷିରେ ଆଜି କନ୍ଧମାଳ ଜିଲ୍ଲାରେ କୁମ୍ବିଂ ଅପେରସନ ଚାଲିଥିବାବେଳେ, ମାଓ କ୍ୟାମ୍ପ ଠାବ ହୋଇଛି । କ୍ୟାମ୍ପରୁ ବହୁ ମାତ୍ରାରେ ବନ୍ଧୁକ ସହିତ ବହୁ…

SI Exam Scam: ଏସଆଇ ପରୀକ୍ଷା ମହାଘୋଟାଲା; ମାର୍ଚ୍ଚ ୧୬କୁ ଘୁଞ୍ଚିଲା ଅଭିଯୁକ୍ତଙ୍କ ଜାମିନ ଶୁଣାଣି

କଟକ: ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା ମାମଲା । ହାଇକୋର୍ଟରେ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାର ଅଭିଯୁକ୍ତ ମୁନା ମହାନ୍ତିଙ୍କ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି ଆଜି ଥିବାବେଳେ ତାହା ମାର୍ଚ୍ଚ ୧୬ ତାରିଖକୁ ଘୁଞ୍ଚିଛି । ଏହି ମାମଲାର ସମସ୍ତ ଅଭିଯୁକ୍ତଙ୍କ ଜାମିନ ଉପରେ ଶୁଣାଣି…

ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ; ଏଣିକି ମିଳିବ ୨,୫୦୦ ଟଙ୍କା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀ ମାନଙ୍କ ପାଇଁ ପୂର୍ବରୁ ପ୍ରଚଳିତ ଥିବା ମାସିକ ଭତ୍ତାକୁ ବୃଦ୍ଧି କରିଛନ୍ତି। ଏଣିକି ଗ୍ରାମରକ୍ଷୀ ମାନେ ୧,୮୦୦ ଟଙ୍କା ବଦଳରେ ୨,୫୦୦ ଟଙ୍କା ମାସିକ ଭତ୍ତା ପାଇବେ। ଏଥି ସହିତ ସପ୍ତାହକୁ ଥରେ…