Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୧୪ ଅଗଷ୍ଟରୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ବେଶ ଦର୍ଶନ କାର୍ଯ୍ୟକ୍ରମ ;ଦୃଷ୍ଟିବାଧିତ ପିଲାଙ୍କ ଭଜନ ସମାରୋହ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି, ଆଧ୍ୟାତ୍ମିକତା ଓ ଓଡ଼ିଆ ଧାର୍ମିକ-ସାଂସ୍କୃତିକ ପରମ୍ପରାକୁ ଭୁବନେଶ୍ୱର ମହାନଗର ଅଞ୍ଚଳରେ ଅଧିକ ପ୍ରସାର କରିବା ଉଦ୍ଦେଶ୍ୟରେ ଏକ ବିଶେଷ ଶ୍ରୀଜଗନ୍ନାଥ ଦିବ୍ୟାଙ୍ଗ ଭଜନ ସମାରୋହ ଓ ମହାପ୍ରଭୁଙ୍କ ବିଭିନ୍ନ ବେଶ ଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ…

ରାଜ୍ୟରେ ମହଜୁଦ ଅଛି ୨ ଲକ୍ଷ ୩୭ ହଜାର ଟନ୍ ସାର, କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ ସାର କଳାବଜାରୀ ରୋକିବାକୁ ସରକାରଙ୍କ କଡ଼ା ପଦକ୍ଷେପ। ରାଜ୍ୟରେ ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି। ମୋଟ୍ ମହଜୁଦରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର PACS (ପ୍ରାଥମିକ କୃଷି ସମବାୟ ସମିତି) କୁ ଏବଂ ୧୪୨୬ ଟନ୍ ସାର ଡିଲରମାନଙ୍କୁ ପ୍ରଦାନ…

ଲଞ୍ଚ ହେଲା ‘ଇମାଜିନ୍ ଇମେଜ୍ ୨.୦’ଟୁଲ୍;ତୁରନ୍ତ ଇମେଜ ହେବ ପ୍ରସ୍ତୁତ

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ AI କମ୍ପାନୀ 'xAI' ନୂତନ 'Imagine Image 2.0' ଲଞ୍ଚ କରିଛି। ଏହି AI ମଡେଲ୍ କେବଳ ଚିତ୍ର ପ୍ରସ୍ତୁତ କରିବା ମଧ୍ୟରେ ସୀମିତ ନୁହେଁ ବରଂ ଏଥିରେ ଚିତ୍ରଗୁଡ଼ିକୁ ଏଡିଟ୍ କରିବା ପାଇଁ ଅନେକ ନୂତନ ଟୁଲ୍ ମଧ୍ୟ ଉପଲବ୍ଧ ରହିଛି। କମ୍ପାନୀ ଦାବି କରିଛି ଯେ ଏହାକୁ…

ଏଣିକି ସରକାରୀ କାର୍ଯ୍ୟକ୍ରମରେ ତାମିଲ ସଙ୍ଗୀତ ଗାନ ବାଧ୍ୟତାମୂଳକ

ଚେନ୍ନାଇ: ଆମର ମାତୃଭାଷା ଆମ ମାଆ ପରି ପବିତ୍ର। ଏହି ବାକ୍ୟରୁ ଆରମ୍ଭ ହେଲା ତାମିଲନାଡୁ ବିଧାନସଭାରେ ପ୍ରସ୍ତାବ ଉପସ୍ଥାପିତ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ବିଧାନସଭାରେ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ, ରାଜ୍ୟ ସାରା ସରକାରୀ କାର୍ଯ୍ୟ…

ଜନଶୁଣାଣିରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ, ବିଷ ପିଇବା ପୂର୍ବରୁ କାବୁ କଲା ପୋଲିସ

କେନ୍ଦ୍ରାପଡ଼ା: ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମରେ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ। ଚାଷୀଙ୍କୁ କାବୁ କରିନେଲା ପୋଲିସ। କେନ୍ଦ୍ରାପଡ଼ା ରାଜନଗରରୁ ଆସିଛି ଏହି ଅଭାବନୀୟ ଖବର। ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ବିଷ ପିଇବାକୁ ଉଦ୍ୟମ କଲେ ଦୁଇ ଚାଷୀ। ତାଳଚୁଆ ଓ ଢୋଲମରା ଗାଁର…

ମଣିଷରୁ କୁକୁର ହେବା ପାଇଁ ଅଢେଇ କୋଟି ଖର୍ଚ୍ଚ!

ନୂଆଦିଲ୍ଲୀ: ଅନେକ ଲୋକେ ପଶୁପକ୍ଷୀ ପ୍ରେମୀ ହୋଇଥା’ନ୍ତି। କେତେକ ଲୋକେ ସେମାନଙ୍କ ପରି ଦେଖାଯିବାକୁ କିମ୍ବା ସେମାନଙ୍କ ପରି ଜୀବନଯାପନ କରିବାକୁ ଚେଷ୍ଟା କରନ୍ତି। ସମ୍ପ୍ରତି, ଜାପାନର ଟୋକୋ ନାମକ ଜଣେ କୋଟିପତିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛ ଯେ…

ଝାଡ଼ଖଣ୍ଡ ପେପର୍ ଲିକ୍ ମାମଲାରେ ED ର ଏଣ୍ଟ୍ରି, CIDର FIR ପରେ ତଦନ୍ତ ଆରମ୍ଭ

ରାଞ୍ଚି: ଝାଡ଼ଖଣ୍ଡରେ JPSC ଏବଂ JSSC ପରୀକ୍ଷା ଦୁର୍ନୀତି ଏବଂ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ରାଞ୍ଚିର ଜୟପାଲ ସିଂହ ମୁଣ୍ଡା ଷ୍ଟାଡିୟମରେ ଛାତ୍ରଛାତ୍ରୀମାନଙ୍କର ବ୍ୟାପକ ଆନ୍ଦୋଳନ ଜାରି ରହିଛି। ଏହି ନିଯୁକ୍ତି ପରୀକ୍ଷାରେ ଅନିୟମିତତାର ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)…

ନାଳରେ ଭାସିଗଲେ ଦୁଇ କାଉଡ଼ିଆ, ଜଣେ ନିଖୋଜ

ଅନୁଗୋଳ: ଶ୍ରାବଣ ସୋମବାରରେ ଅଘଟଣ। ପାଣିର ପ୍ରଖର ସ୍ରୋତରେ ଭାସିଗଲେ ଦୁଇ ଜଣ କାଉଡ଼ିଆ। ଜଣେ ନିଖୋଜ, ଜଣେ ଉଦ୍ଧାର ହୋଇଛନ୍ତି। ଅନୁଗୋଳ ଟିପିରିସିଂହା ନିକଟ ଲିଙ୍ଗରା ନାଳରେ ପାଣି ଉଠାଉଥିବା ବେଳେ ଏହି ଅଘଟଣ ହୋଇଛି। ସୂଚନା ଅନୁସାରେ, ଟିପିରିସିଂହା ମନ୍ଦିରରେ ଜଳାଭିଷେକ କରିବା ପାଇଁ ଦୁଇ…

ହର୍ମୁଜ ଖୋଲିଲେ ଯୁଦ୍ଧ ବନ୍ଦ କରିବ ଆମେରିକା!

ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀକୁ ଜାହାଜ ଚଳାଚଳ ପାଇଁ ଇରାନ ଏବଂ ଓମାନ ମଧ୍ୟରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯଦିଓ ଇରାନ ସ୍ପଷ୍ଟ କରିଛି ଯେ ଏକ ଚୁକ୍ତି ସତ୍ତ୍ୱେ ଆମେରିକା ଏହାର ପ୍ରମୁଖ ସର୍ତ୍ତଗୁଡ଼ିକୁ ଗ୍ରହଣ କଲେ ହିଁ ହର୍ମୁଜ ଦେଇ ସାଧାରଣ ଜାହାଜ ଚଳାଚଳ ପୁଣି ଆରମ୍ଭ ହେବ।…

ଭୟଙ୍କର ବାତ୍ୟା ମୁହାଁଉଛି ଚୀନ୍ ଆଡ଼କୁ: ଜାରି ହେଲା ସର୍ବୋଚ୍ଚ ସତର୍କତା, ସୁରକ୍ଷିତ ସ୍ଥାନକୁ ଗଲେ ଲକ୍ଷ ଲକ୍ଷ ଲୋକ

ବେଜିଂ: ପୂର୍ବ ଚୀନ୍‌ରେ ଭୟଙ୍କର ଘୂର୍ଣ୍ଣିବଳୟ ତଥା ବାତ୍ୟା 'ଡଲଫିନ୍' ନିଜର କରାଳ ରୂପ ଦେଖାଇବା ଆରମ୍ଭ କରିଛି । ଏହାର ପ୍ରଭାବରେ ସେଠାରେ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନା ଥିବାରୁ ଚୀନ୍ ସରକାର ଦେଶରେ ସର୍ବୋଚ୍ଚ ପାଣିପାଗ ସତର୍କତା ଜାରି କରିଛନ୍ତି। ବିଶେଷକରି ଝେଜିଆଙ୍ଗ ଏବଂ…