Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Murmu to Visit Odisha: ପୁଣି ଗୃହ ରାଜ୍ୟ ଗସ୍ତରେ ଆସୁଛନ୍ତି ମହାମହିମ, ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ…

ଭୁବନେଶ୍ୱର: ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମାସ ଫେବୃଆରୀ ୨ ତାରିଖରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି, ଯାହା ଏକ ସରକାରୀ ଗସ୍ତର ଅଂଶ, ଯେଉଁଥିରେ ବାଲେଶ୍ୱର ଜିଲ୍ଲା ଗସ୍ତ ଅନ୍ତର୍ଭୁକ୍ତ। ମିଳିଥିବା ସୂଚନା ଅନୁଯାୟୀ,…

Soldiers Encounter: ଯବାନଙ୍କ ଏନକାଉଣ୍ଟର: ୨ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଆଜି ଭୋର ସମୟରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯବାନଙ୍କ ଏନକାଉଣ୍ଟରରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଆଉ କିଛି ମାଓବାଦୀ ଆହତ ହୋଇଥିବା ବେଳେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି।…

Gold Rate: ସୁନା ଦରରେ ଲାଗିଲା ବ୍ରେକ୍, ଜାଣନ୍ତୁ ଆଜି କେତେ ରହିଛି..

ଭୁବନେଶ୍ୱର: ସୁନା ଦରରେ ଲାଗିଲା ବ୍ରେକ୍। ହୁ ହୁ ହୋଇ ବଢୁଥିବା ସୁନା ଦାମ ଆଜି ହଠାତ୍ କମିଛି। ଆଜି ୧୦ ଗ୍ରାମ ସୁନା ପ୍ରାୟ ୨ ହଜାର ଟଙ୍କା ଶସ୍ତା ହୋଇଛି। ସୁନା ମୂଲ୍ୟ ନିରନ୍ତର ବୃଦ୍ଧି ପାଉଛି। ମଙ୍ଗଳବାର ଜାନୁଆରୀ ୨୦ ତାରିଖରେ, ୨୪ କ୍ୟାରେଟ୍ ସୁନାର ମୂଲ୍ୟ ଗ୍ରାମ ପିଛା ୧୫,୫୨୦…

ଶୁଳ୍କ ଧମକ ମଧ୍ୟରେ ସାମ୍ନାକୁ ଆସିଲା ଟ୍ରମ୍ପଙ୍କ ବୟାନ; ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ମୋର ବହୁତ ସମ୍ମାନ ଅଛି,…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମକୁ ସମ୍ବୋଧିତ କରିଥିଲେ । ତାଙ୍କ ଅଭିଭାଷଣ ପରେ, ଟ୍ରମ୍ପ ଭାରତୀୟ ଗଣମାଧ୍ୟମ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ ସହିତ ଆମେରିକାର ବାଣିଜ୍ୟ ଚୁକ୍ତି ବିଷୟରେ କଥା…

T20 World Cup 2026: ଆମେ ସୁରକ୍ଷିତ ନାହୁଁ…ଭାରତ ବାହାରେ T20 ବିଶ୍ୱକପ୍ ଖେଳିବୁ; ବାଂଲାଦେଶ

ଢାକା: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)ର ଅଲଟିମେଟମ ପରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ସଭାପତି ଅମିନୁଲ ଇସଲାମ ବୁଲବୁଲ ତାଙ୍କର ସ୍ଥିତି ସ୍ପଷ୍ଟ କରି କହିଛନ୍ତି ଯେ ସେ କୌଣସି ପ୍ରକାରେ ସରକାରଙ୍କୁ ଚାପ ପକାଇବାକୁ ଚାହାଁନ୍ତି ନାହିଁ। କିନ୍ତୁ ଭାରତରେ ୨୦୨୬ ଟି୨୦ ବିଶ୍ୱକପ୍…

Republic Day: ଗଣତନ୍ତ୍ର ଦିବସ ପୂର୍ବରୁ ହାଇ ଆଲର୍ଟ: ୬ଜଣ ଆତଙ୍କବାଦୀଙ୍କ ପୋଷ୍ଟର ଜାରି

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପଲିସ ଛଅ ଜଣ ଆତଙ୍କବାଦୀଙ୍କୁ ଚିତ୍ରିତ କରୁଥିବା ଏକ ପୋଷ୍ଟର ଜାରି କରିଛି। ପ୍ରଥମ ଥର ପାଇଁ ଏହି ପୋଷ୍ଟରଗୁଡ଼ିକରେ ଦିଲ୍ଲୀର ଜଣେ ଆତଙ୍କବାଦୀଙ୍କୁ ପ୍ରଦର୍ଶିତ କରାଯାଇଛି। ଏହି ଆତଙ୍କବାଦୀ ହେଉଛି ମହମ୍ମଦ ରେହାନ, ଯିଏ ଭାରତୀୟ ଉପମହାଦେଶରେ…

Pakistan: ଗାଜା ଶାନ୍ତି ପ୍ରୟାସରେ ପାକିସ୍ତାନର ଏଣ୍ଟ୍ରୀ, ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ନିମନ୍ତ୍ରଣ ଦେଲେ…

ନୂଆଦିଲ୍ଲୀ: ଗାଜାରେ ସ୍ଥାୟୀ ଶାନ୍ତି ହାସଲ କରିବା ପ୍ରୟାସର ଅଂଶ ସ୍ୱରୂପ ପାକିସ୍ତାନ ଶାନ୍ତି ବୋର୍ଡ (BoP)ରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ନିମନ୍ତ୍ରଣ ପରେ ଏହି ନିଷ୍ପତ୍ତି…

୨୦୨୮ ବିଶ୍ୱ ଆଥଲେଟିକ୍ସ ଇନଡୋର ଚାମ୍ପିୟନସିପ; କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କଲେ ବିଶ୍ୱ ଆଥଲେଟିକ୍ସ ଏବଂ AFI…

ଭୁବନେଶ୍ୱର: ୨୦୨୮ ବିଶ୍ୱ ଆଥଲେଟିକ୍ସ ଇନଡୋର ଚାମ୍ପିୟନସିପ୍ ଆୟୋଜନ ପାଇଁ ଭାରତ ଆଗ୍ରହ ପ୍ରକାଶ କରିଛି । ଏନେଇ ବିଶ୍ୱ ଆଥଲେଟିକ୍ସ ଏବଂ ଭାରତୀୟ ଆଥଲେଟିକ୍ସ ମହାସଂଘ (AFI)ର ଏକ ପ୍ରତିନିଧି ଦଳ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । ସେମାନେ ଷ୍ଟାଡିୟମ ପରିସର ମଧ୍ୟରେ…

Road Accident: ଟ୍ରେଲର ପଛରେ ପିଟି ହେଲା ଥାର୍, ୩ ମୃତ

ଭୁବନେଶ୍ବର: ପୁଣି ଥରେ ଦୁର୍ଘଟଣା ଘଟାଇଲା ଥାର୍ । ଦୁର୍ଘଟଣାରେ ତିନିଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ପୀତାପଲ୍ଳୀରେ ଟ୍ରେଲର ପଛରେ ଥାର୍ ପିଟି ହେବା ଫଳରେ ଗାଡିରେ ବସିଥିବା ୩ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ମୃତକମାନେ ଗାଡି ଭିତରେ ଚାପି ହୋଇ…

ରାଜ୍ୟରେ ନିଶା ଦ୍ରବ୍ୟ ଉତ୍ପାଦନ ଓ ବିକ୍ରି ଉପରେ ଲାଗିଲା ପ୍ରତିବନ୍ଧକ

ଭୁବନେଶ୍ୱର: ଓଡ଼ିଶାରେ ଗୁଟଖା, ପାନ ମସଲା, ଜର୍ଦ୍ଦା, ଖଇନି ଓ ତମ୍ବାକୁ କିମ୍ବା ନିକୋଟିନ୍ ଯୁକ୍ତ ସମସ୍ତ ପ୍ରକାରର ଖାଦ୍ୟ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ସଞ୍ଚୟ, ପରିବହନ, ବାଣିଜ୍ୟ ଓ ବିକ୍ରୟ ଉପରେ ପ୍ରତିବନ୍ଧ ଜାରି କଲେ ସରକାର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ…