Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ହନି ଟ୍ରାପ୍‌ରେ IAF ୱିଙ୍ଗ କମାଣ୍ଡର୍, ପାକିସ୍ତାନକୁ ଗୋପନୀୟ ସୂଚନା ଦେଇ ଗିରଫ

ନୂଆଦିଲ୍ଲୀ: ହନି ଟ୍ରାପ୍‌ରେ ପଡି ଫଶିଗଲେ IAF ୱିଙ୍ଗ କମାଣ୍ଡର୍। ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଭାରତୀୟ ବାୟୁସେନାର ଜଣେ ୱିଙ୍ଗ କମାଣ୍ଡରଙ୍କୁ ପ୍ରତିରକ୍ଷା କାଗଜପତ୍ର ଲିକ୍ କରିବା ଅଭିଯୋଗରେ ଗିରଫ କରିଛି। ଜାତୀୟ ପ୍ରତିରକ୍ଷା ସମ୍ପର୍କିତ ସମ୍ବେଦନଶୀଳ ସୂଚନା ଲିକ୍ କରିଥିବା…

କ୍ଷୀର ଜାରରୁ ପୁଳା ପୁଳା ଗଞ୍ଜେଇ ଜବତ;ବିଳାସପୁର ଅଞ୍ଚଳର ୩ ଗିରଫ

ତୁଷୁରା:କ୍ଷୀର ବେପାରୀ ସାଜି କରୁଥିଲେ ଆନ୍ତଃରାଜ୍ୟ ଗଞ୍ଜେଇ ବେପାର । ୩ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ। ଆଜି କ୍ଷୀର ବୋଝେଇ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ କାବୁ କରିଛି ତୁଷୁରା ଅବକାରୀ ବିଭାଗ। ଆଜି ତୁଷୁରା ଅବକାରୀ ଥାନାର କୁକୁରଖାଇ -ତୁଷୁରା ରାସ୍ତା ଦେଇ…

ବୈତରଣୀ ଜଳସ୍ତର ବିପଦ ସଙ୍କେତ ମୁହାଁ, ଏପଟେ ସାଳନ୍ଦୀ ନଦୀରେ ୧୦୦ ଫୁଟର ଘାଇ

ଯାଜପୁର:ଭଦ୍ରକ ଜିଲ୍ଲା ବୈତରଣୀ ନଦୀର ସ୍ଥିତି ସୁଧୁରି ନାହିଁ । ଏପଟେ ସାଳନ୍ଦୀ ଓ ଏହାର ଶାଖା ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସୂଚନାଥାଉକି, ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ ବାରୋ ପଞ୍ଚାୟତ ବାରୋଡିହ ଗ୍ରାମର କୁଆ ମାହାରା ନିକଟରେ ସାଳନ୍ଦୀ ନଦୀରେ ୧୦୦ ଫୁଟର ଘାଇ ସୃଷ୍ଟି ହୋଇଛି ।…

ଏଣିକି NHରୁ ହଟିବେ ଗୋରୁ ଗାଈ, ରାସ୍ତାର ପ୍ରତି ୧୦୦ କିମିରେ ରହିବ ଗୋଶାଳା

ଭୁବନେଶ୍ୱର: ଦୁର୍ଘଟଣା ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଏଣିକି NHରୁ ହଟିବେ ଗୋରୁ ଗାଈ। ପରିବହନ ବିଭାଗ, NHAI ଓ ପ୍ରାଣୀ ସମ୍ପଦ ବିଭାଗର ମିଳିତ ଆକ୍ସନ। ରାସ୍ତା କଡ଼ରେ ପ୍ରତି ୧୦୦ କିମିରେ ହେବ ଗୋଟିଏ ଗୋଶାଳା। ଏନେଇ ସୂଚନା ଦେଇଛନ୍ତି ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ…

ଲିଫ୍ଟ ଦେବାକୁ ମନା କରିବାରୁ ବେକ କାଟିଦେଲା ଯୁବକ

ହିଞ୍ଜିଳି: ଲିଫ୍ଟକୁ ନେଇ ହତ୍ୟାକାଣ୍ଡ। ଲିଫ୍ଟ ନଦେବାରୁ ଗଳା କାଟିଦେଲା ଯୁବକ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଖଣ୍ଡୁର ଛକ ନିକଟରେ । ଗତକାଲି ବିଳମ୍ବିତ ରାତିର ଏହି ଘଟଣା । ଆହାତ ବ୍ୟକ୍ତି ଏବେ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।…

Arunachal Pradesh: ଚୀନର ଚାଲକୁ ବଡ ପ୍ରହାର! ଅରୁଣାଚଳ ପ୍ରଦେଶର ୨୭ ସ୍ଥାନର ନାଁ ଭାରତର ଅଫିସିଆଲ ମ୍ୟାପରେ…

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶକୁ ନେଇ ଚୀନର ନାମ ବଦଳ ଚାଲ୍‌କୁ ଜବାବ ଦେଇ ଭାରତ ନେଇଛି ଏକ ବଡ଼ ପଦକ୍ଷେପ। ଅରୁଣାଚଳ ପ୍ରଦେଶର ୨୭ଟି ସ୍ଥାନ ଓ ସେଗୁଡ଼ିକର ଭୌଗୋଳିକ ବିଶେଷତାର ମାନକ ନାମକୁ ଭାରତର ଅଫିସିଆଲ ମ୍ୟାପରେ ସାମିଲ କରାଯାଇଛି। ଭାରତୀୟ ସର୍ଭେ ବିଭାଗ ପକ୍ଷରୁ ଏହି ସ୍ଥାନଗୁଡ଼ିକୁ…

ଆୟୋଡିନ୍ ଅଭାବ କାହିଁକି କ୍ଷତିକାରକ ? ଏହା ଶରୀର ଉପରେ କିପରି ପ୍ରଭାବ ପକାଏ ଜାଣନ୍ତୁ

ଭୁବନେଶ୍ବର:ସୁସ୍ଥ ଶରୀର ବଜାୟ ରଖିବା ପାଇଁ ବିଭିନ୍ନ ଭିଟାମିନ୍ ଏବଂ ମିନରଲ୍ସ ଆବଶ୍ୟକ। ଏଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଆୟୋଡିନ୍, ଯାହା ଶରୀର ପାଇଁ ଏକ ଅତ୍ୟାବଶ୍ୟକ ଖଣିଜ ପଦାର୍ଥ ଭାବରେ ବିବେଚନା କରାଯାଏ।ଏହା ଥାଇରଏଡ୍ ହରମୋନ୍ ଉତ୍ପାଦନରେ ସାହାଯ୍ୟ କରେ, ଯାହା ଫଳରେ ଥାଇରଏଡ୍ ଗ୍ରନ୍ଥି…

ବଢୁଛି ସାଳନ୍ଦୀ ନଦୀ ଜଳସ୍ତର, ବନ୍ୟା ଆଶଙ୍କା…

ଭଦ୍ରକ: ସାଳନ୍ଦୀ ନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଭଦ୍ରକ ଜିଲ୍ଲାରେ ବନ୍ୟା ଆଶଙ୍କା ପୁଣି ସୃଷ୍ଟି ହୋଇଛି। ବୈତରଣୀ ନଦୀରେ ସ୍ଥିତି ସମାନ ରହିଛି। ଭଦ୍ରକ ପୌରପାଳିକା ଅଧୀନରେ ଥିବା ଅନେକ ଅଞ୍ଚଳ, ବିଭିନ୍ନ ପଞ୍ଚାୟତ ଏବଂ ତିହିଡି ବ୍ଲକର କିଛି ଅଂଶ ବନ୍ୟାଜଳ…

ପ୍ରବଳ ବର୍ଷା ଆଲର୍ଟ; ମୟୂରଭଞ୍ଜରେ ଆଜି ସ୍କୁଲ ଛୁଟି

ମୟୂରଭଞ୍ଜ: ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ଏହାରି ମଧ୍ୟରେ ମୟୂରଭଞ୍ଜରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ, ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ…

ଭାରତ ସମେତ ୫ ଦେଶ ଉପରେ ଆମେରିକା ଲଗାଇପାରେ ୧୦୦% ଟାରିଫ୍

ନୂଆଦିଲ୍ଲୀ: ରୁଷର ତୈଳ ଏବଂ ଗ୍ୟାସ ବିକ୍ରୟ ଉପରେ କଟକଣା ଲଗାଇବା ପାଇଁ ଆମେରିକାର ସେନେଟ୍ ଏକ ବିଲକୁ ମଞ୍ଜୁର କରିଛି। ଏହି ବିଲ୍ କାର୍ଯ୍ୟକାରୀ ହେବା ଦ୍ୱାରା ଭାରତ, ଚୀନ୍, ଜାପାନ ଏବଂ କିଛି ୟୁରୋପୀୟ ଦେଶ ଉପରେ ସର୍ବାଧିକ ପ୍ରଭାବ ପଡ଼ିପାରେ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…