Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Robbery Gang:ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୧୦ ଗିରଫ; ୬୭ ଲକ୍ଷର ସୁନା ସହ…

ଝାରସୁଗୁଡ଼ା:ଝାରସୁଗୁଡ଼ା ସହରର ଜଣେ ବ୍ୟବସାୟୀଙ୍କ ଘରୁ ଲୁଟ୍‌ ଘଟଣାରେ ପୁଲିସ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଛି। ନଗଦ ଲକ୍ଷାଧିକ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଗହଣା ଜବତ କରିଛି ପୋଲିସ । ଏ ନେଇ ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୧୯…

ଆଜିଠୁ ୫ ଦିନ କମିବ ଥଣ୍ଡା.. ଏପଟେ ଏହି ୫ଜିଲ୍ଲାକୁ ଘନ କୁହୁଡ଼ି ୱାର୍ଣ୍ଣିଂ

ଭୁବନେଶ୍ବର: ଆଜିଠାରୁ ୫ ଦିନ ଯାଏଁ ରାତିର ତାପମାତ୍ରା ଉପରମୁହାଁ ହେବ ।ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପାଣିପାଗ ବିଭାଗ କହିଛି ଯେ ବଙ୍ଗୋପସାଗର ଉପରେ ଦୁଇଟି ସକ୍ରିୟ ପ୍ରଣାଳୀରୁ ଆର୍ଦ୍ରତା ପ୍ରବେଶ ଯୋଗୁଁ ଅନେକ ଜିଲ୍ଲାରେ ପ୍ରାୟ ଦୁଇରୁ ତିନି ଡିଗ୍ରି…

ରାଜ୍ୟରେ ଖୋଲିବ ଆଉ ୧୫ ପୋକ୍ସୋ ଅଦାଲତ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଆଗକୁ ରାଜ୍ୟରେ ଆଉ ୧୫ଟି ପୋକ୍ସୋ ଅଦାଲତ ଖୋଲିବା ନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଏନେଇ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଭୁବନେଶ୍ୱର, ବାରିପଦା, ଫୁଲବାଣୀ, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ରେ ଖୋଲିବ ପୋକ୍ସୋ ଅଦାଲତ । ସେହିପରି…

Ev Bus: ୬ଟି ନୂଆ ସହରରେ ଗଡ଼ିବ ଇଭି ବସ୍‌: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ଖୁବଶ୍ରୀଘ୍ର ୬ଟି ନୂତନ ସହରରେ ଗଡ଼ିବ ଇଲେକ୍ଟ୍ରିକ୍ ବସ୍ । ବର୍ତ୍ତମାନ ସାରା ଓଡ଼ିଶାରେ ୬୭୦ଟି ଆମ ବସ୍ ଚାଲୁଛି, ଯେଉଁଥିରେ ୨୨୦ଟି ଇଲେକ୍ଟ୍ରିକ୍ ବସ୍ ସାମିଲ ଅଛି । ବହୁତ ଶୀଘ୍ର, ସହରାଞ୍ଚଳ ସଂଯୋଗୀକରଣକୁ ଆହୁରି ଉନ୍ନତ କରିବା ପାଇଁ ୬ଟି ନୂତନ ସହରକୁ ଇଲେକ୍ଟ୍ରିକ୍ ବସ୍…

MobileLoot: ଟ୍ରଲି ବ୍ୟାଗରୁ ୩୪୨ଟି ଦାମୀ ମୋବାଇଲ ଜବତ;୪ ଲୁଟେରା ଗିରଫ

ବ୍ରହ୍ମପୁର:ବିପୁଳ ପରିମାଣର ଚୋରା ମୋବାଇଲ ବ୍ରହ୍ମପୁର ବଡ ବଜାର ଥାନା ପୋଲିସ ଜବତ କରିଛି । ଏହି ମାମଲାରେ ରାଜ୍ୟ ଓ ରାଜ୍ୟ ବାହାରର ୪ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡ଼ବଜାର ଥାନା ପୋଲିସ । ଶ୍ରୀକ୍ଷେତ୍ର ବିହାରର ଏକ ଘରୁ ପୋଲିସ ଟ୍ରଲି ବ୍ୟାଗରୁ ୩୪୨ଟି ଦାମୀ ମୋବାଇଲ ଜବତ…

Hockey Men’s Junior World Cup: ବଡ ବିଜୟରୁ ଭାରତର ଅଭିଯାନ ଆରମ୍ଭ, ଆଜି ଭାରତ-ଓମାନ ଫାଇଟ୍

ଚେନ୍ନାଇ: ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା କନିଷ୍ଠ ହକି ବିଶ୍ବକପ୍‌ରେ ଆୟୋଜକ ଭାରତ ଦମଦାର୍ ପ୍ରଦର୍ଶନ କରିଛି । ଭାରତୀୟ ଦଳ ବୃହତ୍ ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ରେ ଚିଲିକୁ ଏକତରଫା ଭାବେ ୭-୦ ଗୋଲ୍‌ରେ ହରାଇ ଦେଇଛି ଟିମ୍ ଇଣ୍ଡିଆ (FIH Hockey Men’s Junior World…

AI Teacher: ୧୭ ବର୍ଷ ପୁଅର ହାତ କମାଲ୍…ସ୍କୁଲରେ ପାଠ ପଢାଉଛନ୍ତି ରୋବୋଟ୍ ଦିଦି…

ଲକ୍ଷ୍ନୌ: AI ବା ରୋବୋଟ୍ ଏବେ ମଣିଷ ଭଳି ସବୁକାମ କରୁଥିବା ଫିଚର ବେଶ୍ ମନଛୁଆଁ । ହୋଟେଲ ଠାରୁ ଆରମ୍ଭ କରି ଅଫିସ ସବୁଠି ଏବେ ମଣିଷ ଭଳି ବ୍ୟବହାର କରିବା ସହ ଠିକ୍ ଠିକ୍ ନିଜର କାମ ତୁଲାଉଛି ରୋବୋଟ୍ । ହେଲେ ଆପଣ  କେବେ ରୋବୋଟ୍ ଶିକ୍ଷକ ବିଷୟରେ ଶୁଣିଛନ୍ତି ? କ୍ଲାସରୁମରେ ଏବେ…

Human sagar Death: କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମ୍ୟାନେଜରଙ୍କ ନାଁରେ ପୁଣି ଏତଲା

କଟକ: ଓଡ଼ିଶାର ଲୋକପ୍ରିୟ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ୧୦ ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଥମୁନି ବିବାଦ । ହ୍ୟୁମାନଙ୍କ ମ୍ୟାନେଜରଙ୍କ ନାଁ ରେ ପୁଣି ଏତଲା ଦିଆଯାଇଛି । ମ୍ୟାନେଜର ଦିନେଶ ବେହେରାଙ୍କ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ହ୍ୟୁମାନଙ୍କ ମାଆଙ୍କୁ ଅସଭ୍ୟ ଭାଷାରେ…

Woman Dead On Paper: ପେନସନ୍ ଆଣିବାକୁ ଯାଇ ନିଜକୁ ମୃତ ବୋଲି ପାଇଲେ ବୃଦ୍ଧା, ଉଡିଲା ହୋସ୍…

ରାୟବରେଲି: ବଞ୍ଚି ଥାଉ ଥାଉ ମାରିଦେଲେ । ନିଜର ପେନସନ ଆଣିବାକୁ ଯାଇ ଜାଣିଲେ ସେ ମରିଯାଇଛନ୍ତି । ଉତ୍ତର ପ୍ରଦେଶର ରାୟବରେଲି ଜିଲ୍ଲାରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ବୃଦ୍ଧା ମହିଳାଙ୍କୁ କାଗଜପତ୍ରରେ ମୃତ ଘୋଷଣା କରାଯାଇଛି ଏବଂ ତାଙ୍କର ବାର୍ଦ୍ଧକ୍ୟ…

BSF IG: ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ଓଡ଼ିଶା ଆମର ଟାର୍ଗେଟ୍: ବିଏସଏଫ୍ ଆଇଜି

ଭୁବନେଶ୍ୱର: ମାଓବାଦୀଙ୍କୁ ବିଏସ୍‌ଏଫ୍ ଆଇଜିଙ୍କ କଡ଼ା ଚେତାବନୀ ଆତ୍ମସମର୍ପଣ କର ନଚେତ୍ ଏନକାଉଣ୍ଟର ହେବ । ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ଓଡ଼ିଶା ଆମର ଟାର୍ଗେଟ୍ ଥିବା କହିଛନ୍ତି ବିଏସଏଫ୍ ଆଇଜି । ଆନ୍ଧ୍ର ଏବଂ ଛତିଶଗଡ଼ ପଟୁ ମଧ୍ୟ ଓଡ଼ିଶାକୁ ମାଓବାଦୀମାନେ ପଶି ଆସୁଛନ୍ତି ।…